କଂଗ୍ରେସ ନେତା ରଘୁନାଥ ଶତପଥିଙ୍କ ପରଲୋକ ।
କେନ୍ଦ୍ରାପଡା: ପ୍ରଫୁଲ୍ଲ କୁମାର ମଲ୍ଲ : ପାଟକୁରାର ବରିଷ୍ଟ କଂଗ୍ରେସ ନେତା ତଥା ରାଜ୍ୟ ସମିତି ସଭ୍ୟ ସଙ୍ଘର ପୂର୍ବତନ ସଭାପତି ରଘୁନାଥ ଶତପଥିଙ୍କର ଆଜି ଦିନ 12.48 ସମୟରେ ହୃଦଘାତ ରେ ପରଲୋକ ହୋଇଛି । ମୃତୁ ବେଳକୁ ତାଙ୍କୁ 65 ବର୍ଷ ବୟସ ହୋଇଥିଲା । କେନ୍ଦ୍ରାପଡ଼ା 14 ନମ୍ବର ଜୋନ ର ସେ…