ଜଟଣୀ ବିଧାୟକ ସୁର ରାଉତରାୟଙ୍କ ନେତୃତ୍ୱରେ ରାଜ୍ୟ ମୁଖ୍ୟ ସଚିବଙ୍କୁ ଭେଟିଲା ଜଟଣୀ ନାଗରିକ କମିଟି

ଜଟଣୀ ଏଖରାଜତ ମାହାଲ ଭୂସଂପତି ପ୍ରସଙ୍ଗ ଭୁବନେଶ୍ୱର :ଜଟଣୀ ବିଧାୟକ ଶ୍ରୀ ସୁର ରାଉତରାୟଙ୍କ ନେତୃତ୍ୱରେ ଜଟଣୀ ଏଖରାଜତ ମାହାଲ ଭୂସଂପତିର ମାଲିକାନା ପରିବର୍ତନ ପ୍ରସଙ୍ଗରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କୁ ଭେଟିଲେ ଜଟଣୀ ନାଗରିକ କମିଟି । ପ୍ରସଙ୍ଗ ଏହିକିଯେ ଜଟଣୀ…

କଲମ୍ବୋରେ ଆୟୋଜିତ ଆଇଆଇଆଇଇ ସିଇଓ ସମ୍ମିଳନୀରେ ସୋଆ ସମ୍ମାନିତ

ଭୁବନେଶ୍ୱର, ୧୬/୦୫ : ଜାତୀୟ ସ୍ତରୀୟ ବୃତିଗତ ଅନୁଷ୍ଠାନ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁସନ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଇଞ୍ଜିନିୟରିଂ (ଆଇଆଇଆଇଇ) ପକ୍ଷରୁ ଶ୍ରୀଲଙ୍କାର କଲମ୍ବୋରେ ନିକଟରେ ଆୟୋଜିତ ଏହାର ୨୩ତମ ସିଇଓ ସମ୍ମିଳନୀରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ସମ୍ମାନଜନକ “ପରଫର୍ମାନ୍ସ ଏକ୍ସିଲେନ୍ସ…

ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯୟ ପ୍ରଶମନ ମୁକାବିଲା ଓ ପରିଚାଳନା ପ୍ରସ୍ତୁତି ବୈଠକ l

ନବରଙ୍ଗପୁର/ ଅଶୋକ ସାହୁ :.ସ୍ଥାନୀୟ ମିଶନ ଶକ୍ତି ସଭା ଗୃହରେ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପ୍ରଶମନ ଓ ପରିଚାଳନା(ବନ୍ୟା) କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମାନ୍ୟବର ନବରଙ୍ଗପୁର…

ପାନୀୟ ଜଳ ସମସ୍ୟାକୁ ନେଇ ରାସ୍ତାରେ ୨ଶହଟି ପରିବାର ।

କାମାକ୍ଷାନଗର- ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଥାନା ଗଡ଼ପଳାଶୁଣି-ତେଲକୋଇ ପୂର୍ତ୍ତ ବିଭାଗ ରାସ୍ତାର ବଡ଼ସାହି ନିକଟରେ ରାସ୍ତାରୋକ କରିଛନ୍ତି ଗଡ଼ପଳାଶୁଣି ୯ ଓ ୧୦ ନଂ ୱାର୍ଡର ଶତାଧିକ ମହିଳା ଓ ପୁରୁଷ । ବଡ଼ସାହିର ଏହି ମହିଳା ମାନେ ଗରା, ବାଲଟି ଓ ଡେକଚି ଥୋଇ ରାସ୍ତାରୋକ କରିଛନ୍ତି ।…

ବାଲାଜୀ ଷ୍ଟିଲ ରେ ସିଟି ଓ ଜିଏସଟି ବିଭାଗ ପକ୍ଷରୁ ଚଢାଉ

ପଦ୍ମପୁର :- ସ୍ଥାନୀୟ ଶିଶୁ ସମ୍ମୁଖରେ ଥିବା ବାଲାଜୀ ଷ୍ଟିଲ ନାମକ ଏକ ଲୁହା ଛଡ ଦୋକାନ ଓ ମାଲିକ ଅନିଲ ମୋଦିଙ୍କ ଘରେ ଏକକାଳୀନ ଭାବରେ ଚଢାଉ କରିଛି ସିଟି ଓ ଜିଏସଟି ବିଭାଗ l ବରଗଡ଼ ଡେପୁଟି କମିଶନର ରଜନୀକାନ୍ତ ସେଠଙ୍କ ନେତୃତ୍ବରେ ଟିକସ ପୈଠରେ ଚଞ୍ଚକତା ଅଭିଯୋଗରେ ଚଢାଉ କରାଯାଇଥିବା ଏହି…

ନୟାଗଡ଼ ଜିଲ୍ଲାର ସର୍ବକାଳୀନ ରେକର୍ଡ: ୭ଜଣ ପାଇଛନ୍ତି ଓଇଏସ,୬ମହିଳା ଜଣେ ପୁରୁଷ

ନୟାଗଡ଼,(ଲକ୍ଷ୍ମୀଧର ସାହୁ):ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ଦ୍ଵାରା ପରିଚାଳିତ ଓଡ଼ିଶା ଶିକ୍ଷା ସେବା ପରୀକ୍ଷାରେ ନୟାଗଡ଼ ଜିଲ୍ଲାରୁ ୬ ନୁହେଁ ୭ ଜଣ ପାଇଛନ୍ତି ଓଇଏସ। ସେମାନଙ୍କ ମଧ୍ୟରେ ୬ ମହିଳା ଥିବା ବେଳେ ଜଣେ ପୁରୁଷ ଅଛନ୍ତି । ଏହା ଜିଲ୍ଲା ପାଇଁ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଥିବା…

ପୋଖରୀ ରେ ବୁଡି ଯୁବକ ଙ୍କ ମୃତ୍ୟୁ

କାମାକ୍ଷାନଗର -କାମାକ୍ଷାନଗର ଥାନା ବାଙ୍କୁଆଳ ଗ୍ରାମ ରେ ପୋଖରୀ ରେ ବୁଡି ଜଣେ ଯୁବକ ଙ୍କ ମୃତ୍ୟୁ ହୋଇଛି l ମୃତକ ଜଣକ ହେଲେ ସେହି ଗ୍ରାମ ର ଶିରିଣି ପ୍ରଧାନ (୪୫ ବର୍ଷ) l ସୂଚନା ଅନୁସାରେ ଶିରିଣି ଆଜି ସକାଳୁ ସ୍ଥାନୀୟ ପୋଖରୀ କୁ ଗାଧେଇବାକୁ ଯାଇଥିଲେ l ଗାଧୋଉଥିବା ସମୟରେ ପାଣି ଭିତରେ…

ବଦଳିଲା ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତଙ୍କ କାର୍ଯ୍ୟାଳୟ ଠିକଣା

ଭୁବନେଶ୍ୱର: ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତଙ୍କ କାର୍ଯ୍ୟାଳୟ ସ୍ଥାନାନ୍ତରିତ ହୋଇଛିା ପୂର୍ବରୁ କ୍ୟାପିଟାଲ ହସ୍ପିଟାଲ ପରିସରରେ ଥିବା ଏହି କାର୍ଯ୍ୟାଳୟ ଏବେ ସତ୍ୟନଗରସ୍ଥିତ ତୋଷାଳି ଭବନକୁ ସ୍ଥାନାନ୍ତରିତ ହୋଇଛିା ତୋଷାଳି ଭବନ ଏ-୧ ବ୍ଲକର ତଳ ମହଲାରେ ଆୟୁକ୍ତଙ୍କ କାର୍ଯ୍ୟାଳୟ କାର୍ଯ୍ୟ କରୁଛିା…

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ପାରଳାଖେମଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷଣୀ ବ୍ଲକ ଅନ୍ତର୍ଗତ ସରଧାପୁର ଗ୍ରାମ ପଞ୍ଚାୟତର ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଗଜପତି ଅତିରିକ୍ତ…

ଓଡ଼ିଶା ଶିକ୍ଷା ସେବାରେ ନୟାଗଡ଼ରୁ ୫,ସମସ୍ତେ ମହିଳା

ନୟାଗଡ଼(ଲକ୍ଷ୍ମୀଧର ସାହୁ):ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ଦ୍ଵାରା ପରିଚାଳିତ ଓଡ଼ିଶା ଶିକ୍ଷା ସେବା ପରୀକ୍ଷାରେ ନୟାଗଡ଼ ଜିଲ୍ଲାରୁ ୫ଜଣ ମହିଳା ଉତ୍ତୀର୍ଣ୍ଣ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ପରୀକ୍ଷାରେ ଉତିର୍ଣ୍ଣ ହୋଇଛନ୍ତି । ନୟାଗଡ଼ ବ୍ଲକ ଅନ୍ତର୍ଗତ ବଡ଼ପଣ୍ଡୁସର ହାଇସ୍କୁଲରେ…