ଶେରଗଡରୁ-ପୁରୀ କୁ ଗଡିଲା ପ୍ରଥମ ଏସି ବସ୍ ଜଗନ୍ନାଥ ଏକ୍ସପ୍ରେସ

 ଭିଡିଓ କନ୍‌ଫେରେନ୍‌ସ ଜରିଆରେ ପତାକା ଦେଖାଇ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର:ଜଗନ୍ନାଥ ଧାମ୍ ପୁରୀକୁ ଆଜି ଗଞ୍ଜାମ ର ଶେରଗଡ ରୁ ଗଡିଲା ପ୍ରଥମ ଏସି ବସ୍ ଜଗନ୍ନାଥ ଏକ୍ସପ୍ରେସ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫେରେନ୍‌ସ ଜରିଆରେ ଶେରଗଡ-ପୁରୀ ମଧ୍ୟରେ…

ଗଂଜେଇ ଜବତ, ଦୁଇ ଗିରଫ

ଝାରବନ୍ଧ -ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଳପୁର ପୋଲିସ ଶୁକଲିପାହାଡ଼ ସରେକେଲା ଗ୍ରାମ ନିକଟ ରେ ପେଟ୍ରୋଲିଂ କଲା ବେଳେ 12 କେଜି ଗଞ୍ଜେଇ ଜବତ କରିବା ସହ ଦୁଇ ଜଣ ବ୍ୟକ୍ତି ଙ୍କୁ ଗିରଫ କରିଛି l ଗିରଫ ଅଭିଯୁକ୍ତ ମାନେ ହେଲେ ସୂର୍ଯ୍ୟ ରଣା ଓ ଲିଙ୍ଗ ରଣା lବୌଦ୍ଧ ରୁ…

କିଡନୀ ରୋଗୀ ଙ୍କୁ ସହାୟତା ର ହାତ ବଢ଼େଇଲେ ସ୍ବେଚ୍ଛାସେବୀ

ବରଗଡ଼ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତ ପିପଲପାଳି ଗ୍ରାମର । ଭକ୍ତୁରାମ ସତନାମୀ , ଦୁଇ ପୁଅ ଓ ସ୍ତ୍ରୀ ଙ୍କୁ ନେଇ ତାଙ୍କର ସଂସାର । ଗ୍ରାମରେ ଛୋଟ ମୋଟ କାମ କରି ନିଜର ପରିବାର ର ଗୁଜୁରାଣ ମେଣ୍ଟାଉଥିଲେ । ସବୁ କିଛି ଠିକ ଚାଲିଥିବା ବେଳେ ହଟାତ ଦିନେ ଅସୁସ୍ଥ…

ଭିନ୍ନକ୍ଷମ ମାନଙ୍କ ପାଇଁ ସପ୍ତାହବ୍ୟାପି ସଚେତନତା କାର୍ଯ୍ୟକ୍ରମ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମାନ୍ୟବର ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ , କଟକ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ଯକ୍ଷ- ତଥା-ଜିଲ୍ଲା ଦୌରାଜଜ୍ ଶ୍ରୀ ପ୍ରଣବ କୁମାର ରାଉତରାୟଙ୍କ ନିର୍ଦ୍ଦେଶକ୍ରମେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସପ୍ତାହ ବ୍ୟାପି ଯଥା…

ରାଜତାରା ଉଚ୍ଚମାଧ୍ୟମିକ ବିଦ୍ୟାଳୟକୁ ଯୁକ୍ତ ତିନି ଖୋଲିବା ପାଇଁ ଅନୁମତି ମିଳିଲା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ବ୍ଲକ ସିଧାମଡଙ୍ଗ ପଞ୍ଚାୟତ ସିଧାମଡଙ୍ଗ ଗ୍ରାମ ଠାରେ ୨୦୧୪ ସ୍ଥାପିତ ରାଜତାରା ଉଚ୍ଚମାଧ୍ୟମିକ ବିଦ୍ୟାଳୟଟି ଓଡ଼ିଶା ସରକାରଙ୍କ ଚିଠି ସଂଖ୍ୟା:୧୨୦୪/ ତା:୨୦.୦୫.୨୦୨୩ ରିଖ ଅନୁଯାୟୀ ୨୦୨୩-୨୪ ଶିକ୍ଷା ବର୍ଷରେ ସ୍ନାତକ କଳା…

ସ୍ବୟଂ ସହାୟିକା ଗୋଷ୍ଠି ର ସମ୍ପାଦିକାଙ୍କ ସିଙ୍ଗାପୁର ଗସ୍ତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସ୍ତରୀୟ ଫେଡ଼େରେସନ ର ସମ୍ପାଦିକା ଶ୍ରୀମତୀ କାଞ୍ଚନ କୁମାରୀ ନାୟକଙ୍କ ସିଙ୍ଗାପୁର ଗ୍ରସ୍ତ ପାଇଁ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଶ୍ରୀଯୁକ୍ତ…

ଜିଲ୍ଲା ପାଇଁ ୩୭୯ କୋଟି ୧୮ଲକ୍ଷ ଟଙ୍କାର ଯୋଜନା ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

https://youtu.be/xHvZa_5oTmU ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇ ଦେବା ପାଇଁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରତିବଦ୍ଧ । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଶ୍ରୀ…

ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ

 ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଗଣଶିକ୍ଷା ମନ୍ତ୍ରୀଙ୍କ ଅଭିନନ୍ଦନ  ବିଜ୍ଞାନ ସ୍ରୋତର ପାସହାର ୮୪.୯୩%  ବାଣିଜ୍ୟ ସ୍ରୋତର ପାସ ହାର ୮୧.୧୨% ଭୁବନେଶ୍ୱର:ଆଜି ପୂର୍ବାହ୍ନ ୧୦ଘ.୩୦ ମିନିଟ୍ ସମୟରେ ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଆନୁଷ୍ଠାନିକ…

ମିଶନ 2024 ପାଇଁ ପ୍ରସ୍ତୁତ ହେଲା ବିଜେଡି ବ୍ଲକ କମିଟି କାର୍ଯ୍ୟକର୍ତ୍ତା ଙ୍କ ନାମ

https://www.youtube.com/watch?v=Re1LbYm-U7E ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟ, ପୂର୍ବତନ ମନ୍ତ୍ରୀ ମାହାଙ୍ଗା ବିଧାୟକ ପ୍ରତାପ ଜେନା ଏବଂ କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା ଙ୍କ ନିର୍ଦେଶ କ୍ରମେ 277 ଜଣ ବ୍ଲକ ବିଜେଡି କର୍ମକର୍ତ୍ତା ମାନଙ୍କ ନାମ ଘୋଷଣା l…

ଟିପିଏସ୍‌ଓଡିଏଲ୍‌ରେ ଅମିତ ଗର୍ଗଙ୍କୁ ନୂଆ ସିଇଓ ଭାବେ ନିଯୁକ୍ତି

ଅରବିନ୍ଦ ସିଂହ ହେଲେ ଟିପିସିଓଡିଏଲ୍‌ର ସିଇଓ ବ୍ରହ୍ମପୁର, ୩୧ ମେ’ ୨୦୨୩: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍‌ଓଡିଏଲ୍‌)ରେ ଶ୍ରୀ ଅମିତ ଗର୍ଗଙ୍କୁ ନୂଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ନିଯୁକ୍ତି…