ପୋଖରୀରୁ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ଘଟଣା, ୨ ଗିରଫ

ରାଇଘର .ନରସିଂ ବାଘ( 05/06/23) : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କୁନ୍ଦେଇ ଥାନା ଅନ୍ତର୍ଗତ ରାସପୁର ଗ୍ରାମର ଏକ ପୋଖରୀ ମଧ୍ୟରୁ ଗତ ୨ ତାରିଖ ଦିନ ଖୁଡୁକୁ ପଞ୍ଚାୟତ ଅନ୍ତର୍ଗତ କଲଚୁଆ ଗ୍ରାମର ନାଥା ପାହାଡ଼ିଆ (୨୫)ଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଥିଲା। ଏ ନେଇ କୁନ୍ଦେଇ ଥାନା ରେ…

ବାହାନାଗା ରେଳ ଦୁର୍ଘଟଣାଗସ୍ତଙ୍କୁ ଭେଟିଲେ ତାମିଲନାଡୁ ବିଜେପି ପ୍ରତିନିଧି ଦଳ

 ସ୍ଥାନୀୟ ଓଡିଆ ଭାଇ ଓ ଭଉଣୀ ସହଯୋଗ ପାଇଁ ଜଣାଇଲେ କୃତଜ୍ଞତା  ରାଜ୍ୟ ସଭାପତି ଏବଂ ସାଧାରଣ ସଂପାଦକ (ସଂଗଠନ) ଙ୍କ ସହ ଆଲୋଚନା କରିବା ସହ ବିଜେପି କାର୍ଯ୍ୟକର୍ତାଙ୍କୁ ଜଣାଇଲେ ଧନ୍ୟବାଦ୍ ଭୁବନେଶ୍ୱର, ତା.୦୫/୦୬: ଗତ ୨ ତାରିଖ ଦିନ ବାଲେଶ୍ୱର ଜିଲ୍ଲା ବାହାନାଗାଠାରେ…

ରେଳ ଦୁର୍ଘଟଣା ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟଜନସାଧାରଣଙ୍କ ସହଯୋଗ ଅତ୍ୟନ୍ତ ପ୍ରଶଂସନୀୟ: ମୁଖ୍ୟ ଶାସନ ସଚିବ

• ରାଜ୍ୟରେ ବିପର୍ଯ୍ୟୟ ପରିଚାଳନା ଭିତ୍ତିଭୂମିକୁ ଆହୁରି ସୁଦୃଢ କରାଯିବ । • ଚିକିତ୍ସିତଙ୍କ ଚିକିତ୍ସା ଓ ମୃତକଙ୍କ ଚିହ୍ନଟକରଣକୁ ପ୍ରାଥମିକତା • ଓଡିଶା ସରକାରଙ୍କଖର୍ଚ୍ଚରେ ମୃତଦେହଗୁଡିକୁପହଁଚାଇବାର ବ୍ୟବସ୍ଥା • ସୂଚନା ଓ ଅନୁସନ୍ଧାନ ପାଇଁ…

କର୍କଟ ରୋଗୀଙ୍କ ସେବାରେ ସମର୍ପିତ ଦିବସଙ୍କୁ ବିନ୍ଧ୍ୟବାସିନୀ ଷଡ଼ଙ୍ଗୀ ସମ୍ମାନ

ବରଗଡ଼: ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଯୋଖିପାଲି ଗ୍ରାମର ଶିକ୍ଷକ ତଥା ସାମାଜିକ କର୍ମୀ ଦିବସ କୁମାର ସାହୁଙ୍କୁ ବରଗଡ଼ ଜିଲ୍ଲାର କ୍ୟାନ୍ସର ଫାଇଟର୍ସ ଗୃପ ତରଫରୁ ମର୍ଯ୍ୟାଦା ଜନକ ବିନ୍ଧ୍ୟବାସିନୀ ଷଡ଼ଙ୍ଗୀ ସମ୍ମାନ ରେ ସମ୍ମାନିତ କାରାଯାଇଛି ।ଦିର୍ଘ ଦିନ ଧରି ଅନେକ କ୍ୟାନ୍ସର…

ରାଜ୍ୟପାଳଙ୍କୁ ଭେଟିଲେ ପଟ୍ଟଚିତ୍ର ଶିଳ୍ପୀ କୃଷ୍ଣପ୍ରିୟା

ଭୁବନେଶ୍ୱର :ବିଶିଷ୍ଟ ପଟ୍ଟଚିତ୍ର ଶିଳ୍ପୀ ତଥା ମହିଳା ଶିଳ୍ପଦ୍ୟୋଗୀ ଶ୍ରୀମତୀ କୃଷ୍ଣପ୍ରିୟା ଆଚାର୍ଯ୍ୟ ଆଜି ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ନିଜ ହସ୍ତନିର୍ମିତ ଏକ କଳାକୃତି ଭେଟି ଦେଇଛନ୍ତି ।

ପଦ୍ମପୁର ବନ ବିଭାଗର ଚଢାଉ :ଖଇର କାଠ ଜବତ ସହିତ ଟ୍ରକ୍ ଜବତ

ପଦ୍ମପୁର/ଶିବାଶିଷ ପଟ୍ଟନାୟକ: ପଦ୍ମପୁର ରେଞ୍ଜ ଗାଇସିଲାଟ ସେକ୍ସନ ଅନ୍ତର୍ଗତ କଂସଢୋଲ ଗ୍ରାମରୁ ଏକ ୪୦୭( OR 08-E6266)ଯୋଗେ କାଠ ଚୋରା ଚାଲାଣ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପଦ୍ମପୁର ବନ ବିଭାଗ ପକ୍ଷରୁ ଚଢାଉ କରି ୩୦ ଖଣ୍ଡ ଖଇର କାଠ (୩୪.୭୧୯ ସିଏଫ୍ଟି) ଜବତ କରାଯିବା ସହିତ ଚୋରା…

ବିଜୁ ଜନତା ଦଳ ପକ୍ଷରୁ ଦୀପ ପ୍ରଜ୍ଜ୍ଵଳନ

ପଦ୍ମପୁର/ଶିବାଶିଷ ପଟ୍ଟନାୟକ: ସ୍ଥାନୀୟ ଭେଁଉରିଆ ଛକ ଠାରେ ବିଜୁଜନତା ପକ୍ଷରୁ ବାଲେଶ୍ୱର ଜିଲ୍ଲା ବାହାନଗାରେ ହୋଇଥିବା ରେଳ ଦୁର୍ଘଟଣାକୁ ନେଇ ଦୀପ ପ୍ରଜ୍ବଳନ କରି ନିରବ ପ୍ରାର୍ଥନା କରାଯାଇଛି I ଏହି ଟ୍ରେନ ଦୁର୍ଘଟଣା ସମଗ୍ର ବିଶ୍ୱକୁ ସ୍ତବ୍ଧ କରିଛି I କରମଣ୍ଡଳ ଏକ୍ସପ୍ରେସ ଟ୍ରେନରେ…

ସମ୍ପର୍କୀୟଙ୍କ ଠାବ ପାଇଁ ନିମ୍ନ ହେଲ୍ପ ଲାଇନ ନମ୍ବରକୁ ଯୋଗାଯୋଗ କରନ୍ତୁ: ରେଳବାଇ

ଭୁବନେଶ୍ୱର : ଓଡିଶା ରେଳ ଦୁର୍ଘଟଣାରେ ପ୍ରଭାବିତ ହୋଇଥିବା ଆପଣଙ୍କ ସମ୍ପର୍କୀୟଙ୍କୁ ଠାବ କରିବା ପାଇଁ ଦୟାକରି ନିମ୍ନ ହେଲ୍ପ ଲାଇନ ନମ୍ବରକୁ ଯୋଗାଯୋଗ କରିବା ସକାଶେ ପୂର୍ବତଟ ରେଳବାଇ ପକ୍ଷରୁ ଅନୁରୋଧ କରାଯାଇଛି |ସେହି ନମ୍ବର ଗୁଡିକ ହେଲା ଭାରତୀୟ ରେଳବାଇ ହେଲ୍ପ ଲାଇନ ନମ୍ବର - 139 ଏବଂ…

ଟ୍ରେନ ଦୁର୍ଘଟଣା ରେ ମୃତକ ଙ୍କୁ ଶ୍ରଦ୍ଧାଞ୍ଜଳି

ମୃତକ ଙ୍କର ଆତ୍ମା ର ସଦ୍ଗତି ନିମନ୍ତେ ସାମୁହିକ ଦୀପଦାନ ବରଗଡ଼ :- ବାଲେଶ୍ଵର ଜିଲ୍ଲା ବାହାନଗା ଠାରେ ଘଟିଥିବା ମର୍ମନ୍ଦୁତ ରେଳ ଦୁର୍ଘଟଣା କେବଳ ଭାରତ ନୁହେଁ ସମଗ୍ର ବିଶ୍ୱର ମାନବ ସମାଜକୁ ବ୍ୟଥିତ କରିଦେଇଛି । ଏହି ଦୁର୍ଘଟଣାରେ ସାରା ଦେଶରେ ବର୍ତ୍ତମାନ ଶୋକକୁଳ ଅବସ୍ଥା । ଦୁର୍ଘଟଣାରେ…

ଏନ୍‍ଆଇଆର୍‍ଏଫ୍‍ ରା଼ଙ୍କିଙ୍ଗ: ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକାର ୧୬ତମ ସ୍ଥାନରେ କିଟ୍‍

ଭୁବନେଶ୍ୱର, ୫ ।୬: ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରତିବର୍ଷ ପ୍ରକାଶ ପାଉଥିବା ନ୍ୟାସ୍‍ନାଲ୍‍ ଇନ୍‍ଷ୍ଟିଚ୍ୟୁସନାଲ୍‍ ରା଼ଙ୍କିଙ୍ଗ ଫ୍ରେମ୍‍ ୱାର୍କ (ଏନ୍‍ଆଇଆର୍‍ଏଫ୍‍) ସୋମବାର ପ୍ରକାଶ ପାଇଛି। ଏଥିରେ ଭାରତର ସମସ୍ତ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟକୁ ନେଇ ତାଲିକା…