ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଦଳିତ ଲୋକଙ୍କ ପ୍ରତି କୌଣସି ଦାୟିତ୍ୱ ବା ସମ୍ବଦେନଶୀଳତା ନାହିଁ : ଡ. ବିଭୁପ୍ରସାଦ ତରାଇ

ଭୁବନେଶ୍ୱର, ତା.୦୯/୦୬: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସେବା, ସୁଶାସନ ଓ ଗରୀବକଲ୍ୟାଣର ୯ବର୍ଷ ପୂର୍ତି ଅବସରରେ କେନ୍ଦ୍ର ସରକାର ବିଭିନ୍ନ ସମ୍ପ୍ରଦାୟ, ବିଭିନ୍ନ ବର୍ଗ ଓ ଜାତିର ବିକାଶ ପାଇଁ ଅନେକ ମହତ୍ୱପୂର୍ଣ୍ଣ ଭୂମିକା ନେଇଛନ୍ତି । ଭାରତୀୟ ଜନତାପାର୍ଟି ଗୋଟିଏ ରାଷ୍ଟ୍ରବାଦୀ…

କିଟରେ ପ୍ରଥମ ଜନଜାତି ଖେଳ ମହୋତ୍ସବ ଉଦଘାଟିତ

ଭୁବନେଶ୍ୱର, ୯ ।୬: ପ୍ରଥମ ଜନଜାତି ଖେଳ ମହୋତ୍ସବ ଆଜି କିଟ୍‍ ରେ ଉଦ୍‍ଘାଟିତ ହୋଇଯାଇଛି। କିଟ୍‍ କ୍ରିକେଟ ଷ୍ଟାଡିୟମରେ ଆୟୋଜିତ ଉଦ୍‍ଘାଟନୀ ଉତ୍ସବରେ ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ଶିକ୍ଷା ଓ କୌଶଳ ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ…

୬ ଜଣ ଟ୍ରେନି ଆଇଏଏସ୍ ଅଧିକାରୀଙ୍କ ଶିକ୍ଷା ବିଭାଗ ପରିଦର୍ଶନ

ଭୁବନେଶ୍ୱର:ଓଡିଶା କ୍ୟାଡରର ୬ଜଣ ଟ୍ର୍ରେନି ଆଇଏଏସ୍ ଅଧିକାରୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପରିଦର୍ଶନ କରିଛନ୍ତିା ଭୁବନେଶ୍ୱର ସ୍ଥିତ ଗୋପବନ୍ଧୁ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନରେ ତାଲିମ ନେବାକୁ ଥିବା ଏହି ପ୍ରଶାସନିକ ଅଧିକାରୀ ଗୁରୁବାର ଦିନ ମୋ ସ୍କୁଲ କାର୍ଯ୍ୟାଳୟ, ଓଡିଶା ବିଦ୍ୟାଳୟ…

ଆପଣଙ୍କ ମୋବାଇଲ ହଜିଲେ କି ଚୋରି ହେଲେ ତତ୍କାଳ କରିବେ କଣ ?

ଭୁବନେଶ୍ୱର : "ଯଦି ଆପଣଙ୍କ ମୋବାଇଲ ହଜିଯାଏ କିମ୍ବା ଚୋରି ହୋଇଯାଏ ତେବେ ନିଜକୁ ଅଯଥା ଭାରାକ୍ରାନ୍ତ ନକରି ପ୍ରଥମ ପଦକ୍ଷେପ ସ୍ୱରୁପ https://ceir.sancharsaathi.gov.in/Home/index.jsp ଲିଙ୍କରେ କ୍ଲିକ୍ କରି ମୋବାଇଲକୁ ବ୍ଲକ୍ କରନ୍ତୁ । ଏହି ପଦକ୍ଷେପ ଆପଣଙ୍କୁ ଏକ ବଡ ସାଇବର…

2 ଅଭିଯୁକ୍ତ ଙ୍କୁ କୋଟ ଚାଲାଣ କଲେ ରାଇଘର ପୁଲିସ

ରାଇଘର/ନରସିଂ ବାଘ: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ହାତୀଗାଁର ଭଞ୍ଜନ ମଲ୍ଲିକଙ୍କ ଘରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ରେ ଆଜି ରାଇଘର ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି | ଗିରଫ ଯୁବକ ଦୁହେଁ ହାତିଗାଁ ର ମନସାଇ ଗଣ୍ଡ ଓ ଶ୍ୟାମ ଚରଣ ଗଣ୍ଡ…

ଦୃଷ୍ଟି ଦେଉନି ପ୍ରଶାସନ, ପଲିଥିନ ତଳେ ବିତୁଛି ଅସହାୟ ବୃଦ୍ଧାଙ୍କ ଜୀବନ

ରାଇଘର/ନରସିଂ ବାଘ : ଗରିବ ଓ ଅସହାୟ ଲୋକଙ୍କ ପାଇଁ ରହିଛି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମାଳମାଳ ଯୋଜନା । ହେଲେ ବାସ୍ତବରେ ଏହା ଗ୍ରାମାଞ୍ଚଳର ଅସହାୟ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ । ସରକାରଙ୍କ ଆବାସ ଯୋଜନା ଗ୍ରାମାଞ୍ଚଳର ଗରିବ ଲୋକଙ୍କ ପାଇଁ ସାତ ସପନ ପାଲଟିଛି । ଭଙ୍ଗା ଦଦରା…

ଓଡ଼ିଶା ବିଜେପି ନେତାଙ୍କ ଅପାରଗତା ବିରୋଧରେ ବର୍ଷିଲା ବିଜେଡି

"ଓଡ଼ିଶାର ସ୍ୱାର୍ଥ ରକ୍ଷା କରିବା ପରିବର୍ତ୍ତେ ଓଡ଼ିଶା ବିରୋଧୀ କାର୍ଯ୍ୟ କରୁଛନ୍ତି"  ଏନ୍ଏଚ୍-୫୫ ସଂପ୍ରସାରଣରେ ଓଡ଼ିଶାବାସୀଙ୍କୁ ପ୍ରତାରଣା ଆଉ କେତେଦିନ?  ୬ ବର୍ଷରେ ୬ଶହରୁ ଅଧିକ ମୁଣ୍ଡ ନେଲାଣି, ଓଡ଼ିଶା ବିଜେପି ନେତା ନିରବ କାହିଁକି?  ଦେବଗଡ଼କୁ ଫୁଡ୍ ପ୍ରସେସିଂ…

” ଧନୁର୍ଜୟ ପାଣ୍ଡେଙ୍କ ଆତ୍ମହତ୍ୟା ମାମଲାରେ ପ୍ରଦୀପ ପୁରୋହିତଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ”

https://youtu.be/geA1LawXwG4 ପ୍ରଦୀପ ପୁରୋହିତଙ୍କ ଆଡକୁ ଆଙ୍ଗୁଳି ନିର୍ଦ୍ଦେଶ କଲେ ରାଜୁ ଘିବେଲା "ଧନୁର୍ଜୟ ପାଣ୍ଡେଙ୍କୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରାଯାଇଛି " ପଦ୍ମପୁର : ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଝେଙ୍ଗନାଡ଼ିହି ଠାରେ ଅନୁଷ୍ଠିତ କର୍ମୀ ସମ୍ମିଳନୀ ରେ…

ଯେଉଁଠି ଶାନ୍ତି ଅଛି, ସେଠି ପ୍ରଗତି ଅଛି : ଅରୁଣ

୯ କୋଟି ଟଙ୍କାରେ ୩ ପ୍ରକଳ୍ପର ଶିଳାନ୍ୟାସ ଓ ୧୫ ଲକ୍ଷ ବ୍ୟୟରେ ୨ ପ୍ରକଳ୍ପ ଶୁଭ ଉଦ୍ଘାଟନ କଲେ ଅରୁଣ ଓଡ଼ଗାଁ,୯।୬(ଶ୍ରୀକାନ୍ତ କୁମାର ମିଶ୍ର): ଯେଉଁଠି ଶାନ୍ତି ଅଛି, ସେଠି ପ୍ରଗତି ଅଛି । ଠିକ୍ ସେହିପରି ଗାଆଁ ଏବଂ ଗ୍ରାମ ପଞ୍ଚାୟତରେ ଶାନ୍ତି ବଜାୟ ରହିଲେ ନିରବଚ୍ଛିନ୍ନ ପ୍ରଗତି…

ଦୁର୍ଗମ ଅଞ୍ଚଳରେ ପହଞ୍ଚିବ ରେଡିଓ ବସୁଧା – ଜିଲ୍ଲାପାଳ

ଢେଙ୍କାନାଳ,୯ା୬: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରଠାରେ ରେଡିଓ ବସୁଧାର ଶୁଭ ଉଦଘାଟନ ଦ୍ୱିତୀୟ ଦିବସରରେ ମୁଖ୍ୟ ଅତିଥି ଭାବରେ ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ଯୋଗଦେଇ ଦୁର୍ଗମ ଅଞ୍ଚଳର ଏକୁଲ ସେକୁଲ ଓ ପୁଟିପାଳ ଆଦି ଗାଁରେ ରେଡିଓ ବସୁଧା ପହଞ୍ଚି ପାରିବ । ହାତୀମାନଙ୍କର ଗତିବିଧି…