ବିଦ୍ୟୁତ ଚୋରି ଘଟଣା ଚିହ୍ନଟ : ବ୍ରହ୍ମପୁରରେ ସୃଷ୍ଟି ହେଲା ମାଇଲଖୁଣ୍ଟ

~ ଟିପିଏସ୍ଓଡିଏଲ୍ ଦ୍ଵାରା ପର୍ବ ପର୍ବାଣି ପାଇଁ ନିର୍ଦ୍ଦେଶାବଳୀ ଲାଗୁ ~ ମଣ୍ଡପ ଏବଂ ଅସ୍ଥାୟୀ ଦୋକାନ ପାଇଁ ଅସ୍ଥାୟୀ ସଂଯୋଗ ନିଆଯାଇପାରିବ ବ୍ରହ୍ମପୁର: ଟିପିଏସ୍ଓଡିଏଲ୍ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଏନଫୋର୍ସମେଣ୍ଟ ଟିମ ବିଜୁଳି ଚୋରିର ଚିହ୍ନଟ ଓ ସମାଧାନ ଦିଗରେ…

ବ୍ଲକ୍ ଅଧ୍ୟକ୍ଷ ପ୍ରଶାନ୍ତ ନାୟକଙ୍କ ଆଶୁ ଆରୋଗ୍ଯ ପାଇଁ 11111 ମହା ମୃତ୍ୟୁଞ୍ଜୟ ମନ୍ତ୍ର ପାଠ

ବେଲଗୁଣ୍ଠା/ଶିବରାମ ଚୌଧୁରୀ: ଗତ କିଛି ଦିନ ହେବ ବେଲଗୁଣ୍ଠା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ ନାୟକଙ୍କ ସ୍ୱାସ୍ଥ୍ୟ ଖରାପ ଥିବାରୁ ତାଙ୍କର ଆଶୁ ଆରୋଗ୍ୟ କାମନା କରି ଆଜି ପାଇଲିପଡ଼ା ପଞ୍ଚାୟତ ବିଜେଡ଼ି ପକ୍ଷରୁ ପାଇଲିପଡ଼ା ନିକଟସ୍ଥ ଉସ୍ତପଲ୍ଲୀ ସ୍ଥିତ ମୁକ୍ତେଶ୍ୱର ସ୍ୱାମୀ ଶିବ ମନ୍ଦିରରେ…

ଶିକ୍ଷକସଂଘର ଚେତାବନୀ, ୫ସୁଦ୍ଧା ଦାବି ପୂରଣ ନହେଲେ ୮ରୁ ସମୂହ ଛୁଟିରେ ଯିବେ ପ୍ରାଥମିକ ଶିକ୍ଷକ

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଶିକ୍ଷକମାନଙ୍କ ନ୍ୟାୟୋଚିତ ଦାବି ଗୁଡ଼ିକ ପ୍ରତି ସରକାର ବାରମ୍ବାର ଏଡ଼ାଇ ଚାଲିଥିବା ପ୍ରତିବାଦରେ ପ୍ରାଥମିକ ଶିକ୍ଷକସଂଘ ପକ୍ଷରୁ ସରକାରଙ୍କୁ ଚରମବାଣୀ ଦିଆଯାଇଛି । ଆସନ୍ତା ୫ତାରିଖ ଶିକ୍ଷକ ଦିବସ ଅବ୍ୟବହିତ ପୂର୍ବରୁ ସରକାର ଶିକ୍ଷକମାନଙ୍କ ଦାବି ପୂରଣ ନକଲେ ୮…

କନ୍ଧମାଳ ଶାନ୍ତି ଓ ସଦ୍ଭାବନା ସମାଜ ପକ୍ଷରୁ ୧୫ ତମ ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳି ଶୋଭା ଅନୁଷ୍ଠିତ …

କନ୍ଧମାଳ (ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ବାଲିଗୁଡ଼ା ଏନଏସି ସଭା ଗୃହ ଠାରେ କନ୍ଧମାଳ ଶାନ୍ତି ଓ ସଦ୍ଭାବନା ସମାଜ ପକ୍ଷରୁ ୧୫ ତମ ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳି ଶୋଭା ଅନୁଷ୍ଠିତ ହୋଇଛି I ଏହି କାର୍ଯ୍ୟକ୍ରମ ମୁଖ୍ୟଅତିଥି ଭାବେ ସମାଜସେବୀ ତଥା ପରିବେଶବିତ ପ୍ରଫୁଲ୍ଲ…

“ପ୍ରଫୁଲ୍ଲ ଘଡେଇ ନିଜେ ସୁକିନ୍ଦାରେ ବିଧାୟକ ସହ ମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଛନ୍ତି”

 କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରୀତିରଞ୍ଜନ ଘଡେଇଙ୍କ ପରି ଉତରାଧିକାରୀ ସୂତ୍ରରେ ନୁହେଁ, ଛାତ୍ର ଜୀବନରୁ ରାଜନୀତିରେ ରହି କେନ୍ଦ୍ରମନ୍ତ୍ରୀ ଭାବେ ନିଜ ପରିଚୟ ସୃଷ୍ଟି କରିଛନ୍ତି  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରୁ ଥରେ ବିଧାୟକ, ଥରେ ଲୋକସଭା ସାଂସଦ…

ମଉକା ଦେଖି ମୁକୁଙ୍କ ଚଉକା ଚେଷ୍ଟା : ନଟବର ଖୁଣ୍ଟିଆଙ୍କ ଫେସବୁକ ପୋଷ୍ଟକୁ ଆଳ କରି କଲେ ତେରେଛା ଟାର୍ଗେଟ

ଓଡ଼ିଶାର କିଛି ସାମ୍ପ୍ରତିକ ବିଷୟ ଉପରେ ଦୃଷ୍ଟି ଆକର୍ଷଣ କରିଛନ୍ତି, ବର୍ତ୍ତମାନ ସମୟରେ ଏହା ବହୁତ ଇନଫରମେଟିଭ୍ ଓଡ଼ିଶାର ଇତିହାସକୁ ସାମ୍ପ୍ରତିକ ସାମାଜିକ ଓ ରାଜନୈତିକ ବ୍ୟବସ୍ଥା ସହ ନଟବର ଖୁଣ୍ଟିଆ ବହୁତ ସଠିକ୍ ତୁଳନା କରିଛନ୍ତି, ସମସ୍ତେ ଏହାକୁ ପଢିବା ଉଚିତ୍…

୨୦ବର୍ଷରେ ପଦାର୍ପଣ କଲା ନିଆରା “ଜଙ୍ଗଲ ରକ୍ଷା ବନ୍ଧନ” ଉତ୍ସବ

ମୋରଡ଼ା/ମୟୂରଭଞ୍ଜ: ସାଂସ୍କୃତିକ ତଥା ପାରମ୍ପରିକ ଉତ୍ସବ ମାଧ୍ୟମରେ ଜଙ୍ଗଲ ଓ ପରିବେଶ ସୁରକ୍ଷାର ଏହି ନିଆରା ପରମ୍ପରା ଜଙ୍ଗଲ ରକ୍ଷା ବନ୍ଧନ ଉତ୍ସବ ୨୦୦୪ ସେ ମସିହାରୁ ମୟୂରଭଞ୍ଜ ଜିଲାରୁ ଆରମ୍ଭ କରାଯାଇଥିଲା । ଭାରତୀୟ ସଂସ୍କୃତିରେ ରକ୍ଷାବନ୍ଧନ ଉତ୍ସବ ଏକ ସ୍ବତନ୍ତ୍ର ମୂଲ୍ୟ ବହନ କରେ ।…

ବେଦାନ୍ତ ଝାରସୁଗୁଡା କାର୍ଯ୍ୟକ୍ଷେତ୍ରରେ ସୁରକ୍ଷା ତାଲିମ ବୃଦ୍ଧି ପାଇଁ ଭର୍ଚୁଆଲ୍ ବାସ୍ତବତାକୁ ନିୟୋଜିତ କରିଛି

କର୍ମଚାରୀ ଏବଂ ବ୍ୟବସାୟ ସହଭାଗୀ ସୁରକ୍ଷା ଏବଂ ଇମ୍ପ୍ରେସିଭ ଭର୍ଚୁଆଲ୍ ରିଅଲିଟି ଟ୍ରେନିଂ ମାଧ୍ୟମରେ ଶିକ୍ଷଣ ପାଇଁ ଏହି ପଦକ୍ଷେପଟି ଉଦ୍ଦିଷ୍ଟ ଝାରସୁଗୁଡା, ଓଡିଶା, ୩୦ ଅଗଷ୍ଟ ୨୦୨୩: ଆଲୁମିନିୟମର ଭାରତର ବୃହତମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍ ଏକ ଅଭିନବ ଭର୍ଚୁଆଲ୍ ରିଅଲିଟି (ଭିଆର)…

”ପ୍ରଗତି” ମହିଳା ସଙ୍ଗଠନ ଆନୁକୁଲ୍ୟରେ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଉପ-କାରାଗାରରେ ''ପ୍ରଗତି'' ଆନୁକୁଲ୍ୟରେ ଏକ ଆକର୍ଷଣୀୟ ''ରକ୍ଷା ବନ୍ଧନ'' କାର୍ଯ୍ୟକ୍ରମ ଅନ୍ତେବାସୀଙ୍କ ଗହଣରେ ଆୟୋଜନ କରାଯାଇଛି। ଉପ-କାରାଗାରର ଅଧ୍ୟକ୍ଷ ହନୁ ସେଠୀ , ଉପାଧ୍ୟକ୍ଷ ପ୍ରଭାତ କୁମାର ସାହୁଙ୍କ ତତ୍ତ୍ଵାବଧାନରେ…

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପବିତ୍ର ରକ୍ଷାବନ୍ଧନ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ପବିତ୍ର ରକ୍ଷାବନ୍ଧନ କାର୍ଯ୍ୟକ୍ରମ ବହୁ ଆନନ୍ଦର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଛାତ୍ରଛାତ୍ରୀ ମାନେ ପରସ୍ପରକୁ ରକ୍ଷାସୂତ୍ରର ପ୍ରତୀକ ରାକ୍ଷୀ ବାନ୍ଧି ସମସ୍ତଙ୍କର ଶୁଭକାମନା…