ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଗୁରୁ ଦିବସରେ ଶିକ୍ଷକମାନଙ୍କୁ ସମ୍ବର୍ଦ୍ଧନା

ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ ଶିକ୍ଷା ପ୍ରତି ଉଲ୍ଲେଖନୀୟ ଯୋଗଦାନ ପାଇଁ ୧୩ ଶିକ୍ଷକ ସମ୍ବର୍ଦ୍ଧିତ ଗୋପାଳପୁର, ୬ ସେପ୍ଟେମ୍ବର ୨୦୨୩: ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍‌ଏଫ୍‌)ର ଗୋପାଳପୁର ୟୁନିଟ୍ ପକ୍ଷରୁ ଭାରତର ଦ୍ୱିତୀୟ ରାଷ୍ଟ୍ରପତି…

ବିଲ୍ ଆଦାୟ କରୁଥିବା ଠକଙ୍କ ବିରୋଧରେ ଗ୍ରାହକଙ୍କୁ ସତର୍କ କରାଇଲା ଟିପିଏସ୍‌ଓଡିଏଲ୍‌

ବ୍ରହ୍ମପୁର: ଟିପିଏସ୍‌ଓଡିଏଲ୍ ପକ୍ଷରୁ ଗ୍ରାହକମାନଙ୍କୁ ନକଲି ବିଲ୍ ସଂଗ୍ରହକାରୀଙ୍କୁ ନେଇ କଡ଼ା ଚେତାବନୀ ଦେଇଛି । ନିକଟରେ ମାଲକାନଗିରି ଡିଭିଜନରେ ଅନିମେଶ ବିଶ୍ୱାସ ନାମକ ଜଣେ ଅନଧୀକୃତ ବ୍ୟକ୍ତି ବିଲ୍ ସଂଗ୍ରହ ପାଇଁ ନକଲି ମେସିନ୍ ବ୍ୟବହାର କରି ରସିଦ ଜାରି କରିଥିବା ଅଭିଯୋଗ ହୋଇଥିଲା ।…

ଅସ୍ତରଙ୍ଗ ଅଞ୍ଚଳରେ ଜନ୍ମାଷ୍ଟମୀ ପାଳିତ ।

ଅସ୍ତରଙ୍ଗ/ଦୁଃଶାସନ ନାୟକ : ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଞ୍ଚଳର ପୁର ପଲ୍ଲୀରେ ମହା ସମାରୋହରେ ମହାପ୍ରଭୁ ଶ୍ରୀକୃଷ୍ଣ ଙ୍କର ଜନ୍ମ୍ ମହୋତ୍ସବ ବା ଶ୍ରୀକୃଷ୍ଣ ଙ୍କର ଜନ୍ମାଷ୍ଟମୀ ମହାସମାରୋହରେ ପାଳିତ ହୋଇ ଯାଇଅଛି । କିବା ପୁରୁଷ କି ନାରୀ ପ୍ରାୟ ଶୁଦ୍ଧପୂତ ଭାବେ ସକାଳୁ ସ୍ନାନ କରି ଉପବାସ…

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ବଡ଼ ଆନନ୍ଦର ସହିତ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ଶିଶୁ ପ୍ରାରମ୍ଭ ଠାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ କୁନିକୁନି ଭାଇଭଉଣୀ ମାନେ…

ବେଲଗୁଣ୍ଠା ବଣିକ ସଂଘ ତରଫରୁ ଶିକ୍ଷକ ପ୍ରତିଭା ସମ୍ମାନ

 ଏନ୍ଏସିର ଶହେରୁ ଉର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟିତ୍ରୀ ସମ୍ମାନୀତ ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )- ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ଡ.ରାଧାକ୍ରିଷ୍ଣନ୍ ଙ୍କର ଜନ୍ମଦିନରେ ସାରାଦେଶରେ ଗୁରୁଦିବସ ପାଳିତ ହେଉଥିବା ବେଳେ ବେଲଗୁଣ୍ଠା ବଣିକ ସଂଘ ତରଫରୁ ଏନ୍ଏସିର ସମସ୍ତ ଶିକ୍ଷାନୁଷ୍ଠାନର…

ବେଲଗୁଣ୍ଠାର ବିଭିନ୍ନ ସ୍ଥାନରେ ଧୂମଧାମରେ ପାଳିତ ହେଲା ଜନ୍ମାଷ୍ଟମୀ ; ମନମୋହିଲା କୁନିକୁନି ଛାତ୍ରଛାତ୍ରୀଙ୍କ…

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-ଆଜି ପରମ ପୁରୁଷ ଶ୍ରୀକୃଷ୍ଣଙ୍କ ଜନ୍ମତିଥି ଅବସରରେ ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ସ୍ଥାନରେ ଧୂମଧାମରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି I ବିଶେଷ କରି ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ କୁନିକୁନି ଛାତ୍ରଛାତ୍ରୀଙ୍କ ରାଧାକୃଷ୍ଣ ବେଶ…

କୁଶାକ ଏବଂ ସ୍ଲାଭିଆର ନୂତନ ପ୍ରକାର ଆରମ୍ଭ ସହିତ ସ୍କୋଡା ଅଟୋ ଇଣ୍ଡିଆ ଉତ୍ସବ ପାଳନ କରୁଛି

· ଅନିକ୍ସ ପ୍ଲସ ପ୍ରକାରକୁ କୁଶାକ ପ୍ରବେଶ କରାଇଛି · ସ୍ଲାଭିଆ ଏକ ଏମ୍ବିସନ ପ୍ଲସ ଟ୍ରିମ ପାଇଛି · ଏକ ଆକର୍ଷଣୀୟ ମୂଲ୍ୟରେ ଉଭୟ କାର ଏକ ସ୍ୱତନ୍ତ୍ର କ୍ରୋମ ପେକିଜ ଏବଂ ଅତିରିକ୍ତ ଆନୁଷଙ୍ଗିକତା ସହିତ ଆସିଥାଏ · ଉଭୟ ପ୍ରକାର ପାଇଁ ସ୍ୱତନ୍ତ୍ର ବିନିମୟ ଏବଂ କର୍ପୋରେଟ…

ମୋଦୀ ସରକାରରେ ଦେଶର ସମ୍ବଳ ଉପରେ ଦଳିତ ଓ ଆଦିବାସୀଙ୍କର ପ୍ରଥମ ଅଧିକାର ରହିଛି: ଅମିତ ଶାହ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ମାଣ୍ଡଲାଠାରେ ବିଜେପିର ‘ଜନ ଆଶୀର୍ବାଦ ଯାତ୍ରା’ ଶୁଭାରମ୍ଭ କରି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ ନିଶ୍ଚିତ କରାଇ କହିଛନ୍ତି ଯେ, କଂଗ୍ରେସ ସଂଖ୍ୟାଲଘୁ ତୁଷ୍ଟିକରଣରେ ନିୟୋଜିତ ରହି ସାମାଜିକ ନ୍ୟାୟ ବ୍ୟବସ୍ଥାକୁ ଧୂଳିସାତ୍‍ କରିଦେଇଛି । ସେ…

ବିବେକାନନ୍ଦ ଶିକ୍ଷା କେଦ୍ରରେ ଜନ୍ମାଷ୍ଟମୀ ଉତ୍ସବ ସହିତ ପାଳିତ, ବିଶ୍ବହିନ୍ଦୁ ପରିଷଦର ସ୍ଥାପନା ଦିବସ।

ଭଞ୍ଜନଗର{ ଉଦୟନାଥ ପଣ୍ଡା}: ସନାତନି ଆର୍ଯ୍ୟାବର୍ତ୍ତର ବିକାଶ ସେବା ସଂସ୍ଥା,ଟ୍ରଷ୍ଟ ଦ୍ଵାରା ପରିଚାଳିତ ତିଳିସିଂଗି ଗ୍ରାମର "ବିବେକାନନ୍ଦ ଶିକ୍ଷା କେଦ୍ରରେ ଆଜି, ଶ୍ରୀକୃଷ୍ଣ ଜନ୍ମୋତ୍ସବ ରୀତି ନୀତି ଅନୁସାରେ ପାଳିତ ହୋଇଯାଇଛି। ଆଜି ସେପ୍ଟେମ୍ବର ୬ ତାରିଖ, ପବିତ୍ର ଜନ୍ମାଷ୍ଟମୀ ବା…

ଏ ବି ସି ଡି ନୂଆଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ l

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :-ପଦ୍ମପୁର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ABCD ର ୨୫ ବର୍ଷ ପୂର୍ତ୍ତି ଅବସରରେ ରୌପ୍ୟଜୟନ୍ତୀ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠାନ ର ସଭାପତି ଅନିଲ କୁମାର ବେହେରା ଙ୍କ ଅଧ୍ୟକ୍ଷ୍ୟତା ରେ ଅନୁଷ୍ଠିତ ହୋଇଯାଇଛି l ଆସନ୍ତା ତା.୨୦.୦୯.୨୦୨୩ ବୁଧବାର ଓ…