କିଟ୍ ଓ କିସ୍‌ରେ ଅନ୍ତର୍ଜାତୀୟ ଯୋଗ ଦିବସ

ଭୁବନେଶ୍ୱର, ୨୧ ।୬: ସମଗ୍ର ଭାରତର ବିଭିନ୍ନ ସ୍ଥାନରେ ୯ମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଥିବା ବେଳେ କିଟ୍ ଓ କିସ୍‌ରେ ମଧ୍ୟ ବୁଧବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଚଳିତବର୍ଷର ବିଷୟବସ୍ତୁ ଥିଲା ‘ବସୁଧୈବ କୁଟୁମ୍ବକମ୍‍’ । କିଟ୍ ଓ କିସ୍ ପକ୍ଷରୁ ଏହି ଅବସରରେ ପ୍ରାତଃ…

ପାରିପାର୍ଶ୍ଵିକ ଗ୍ରାମବାସୀଙ୍କ ଜୀବନଧାରଣ ମାନ ଉନ୍ନତ କରିବାରେ ସହାୟତା କରୁଛି ଆଦିତ୍ୟ ଆଲୁମିନିୟମ

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‍ କମ୍ପାନୀ ଆଦିତ୍ୟ ଆଲୁମିନିୟମ ଜନସାଧାରଣଙ୍କ ଜୀବନ ଉପରେ ଗୁଣାତ୍ମକ ପ୍ରଭାବ ପକାଇବା ସକାଶେ ଦଶନ୍ଧି ଦଶନ୍ଧି ଧରି ସେମାନଙ୍କ ସହିତ ନିୟୋଜିତ ରହିଆସିଛି । ଏମାନେ କମ୍ପାନୀର କାରଖାନା ପରିସୀମା ଏବଂ ତାହା ଚତୁପାର୍ଶ୍ଵରେ ବସବାସ କରୁଥିବା ବଞ୍ଚିତ ବର୍ଗ…

ସୋଆରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ଭୁବନେଶ୍ୱର, ଜୁନ ୨୧: ଉତମ ଛାତ୍ର ହେବା ପାଇଁ ସୁସ୍ଥ ରହିବା ଆବଶ୍ୟକ । ସୁସ୍ଥ ଓ ନିରାମୟ ଜୀବନ ପାଇଁ ଯୋଗାଭ୍ୟାସର ଅନେକ ଆବଶ୍ୟକତା ରହିଛି ବୋଲି କହିଛନ୍ତି ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ପ୍ରଫେସର ଅଶୋକ…

ସାମ୍ବାଦିକଙ୍କୁ ପୁରୀ ସେବାୟତଙ୍କ ଆକ୍ରମଣର ପ୍ରତିବାଦ: ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲା ବଡ଼ବିଲ ପ୍ରେସ କ୍ଲବ

ଶାସକ ପ୍ରଶାସକ (ବଡ଼ବିଲ):ପବିତ୍ର ରଥଯାତ୍ରା ସମୟରେ ପୁରୀରେ କର୍ତ୍ତବ୍ୟରତ ସାମ୍ବାଦିକମାନଙ୍କୁ ସେବାୟତଙ୍କ ଆକ୍ରମଣ ଘଟଣାକୁ ବଡ଼ବିଲ ପ୍ରେସ କ୍ଲବ ପକ୍ଷରୁ ଘୋର ନିନ୍ଦା କରାଯାଇଛି । ଏହି ଘଟଣାରେ ସଂପୃକ୍ତ ଅଭିଯୁକ୍ତ ସେବାୟତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି…

ଟାଇମ୍ସ ଅଲ୍ ଇଣ୍ଡିଆ ରାଙ୍କିଙ୍ଗ୍ : ଆଇଟିଇଆର ପୂର୍ବାଂଚଳର ଶ୍ରେଷ୍ଠ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର, ଜୁନ ୨୧: ଟାଇମ୍ସ ଅଲ୍ ଇଣ୍ଡିଆ ଇଞ୍ଜିନିୟରିଂ ଇନଷ୍ଟିଟ୍ୟୁଟସ ରାଙ୍କିଙ୍ଗ୍ ସର୍ଭେ ୨୦୨୩ରେ ସ୍ଥାନୀୟ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) ଦେଶର ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ ତୃତୀୟ…

ପୋଲିସ ଭାଇଙ୍କୁ ପଇଡ଼ ପାଣି ପିଆlଇଲେ ବୈଷ୍ଣବ

https://youtu.be/iXBPV3toWUg ଭୁବନେଶ୍ୱର : ରେଳ ମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ବାଲେଶ୍ୱର ଗସ୍ତ ଅବସରରେ ପ୍ରଚଣ୍ଡ ରୌଦ୍ରତାପ ସମୟରେ କର୍ତ୍ତବ୍ୟରତ ଓଡିଶା ପୋଲିସ ଭାଇ ମାନଙ୍କୁ ପଇଡ଼ ପାଣି ପିଆଇଥିଲେ | ପଇଡ଼ ଦୋକାନୀଙ୍କୁ ତାର ପାଉଣା ଦେବା ସମୟରେ ଡିଜିଟାଲ ପାଉଣା ବ୍ୟବହାର…

କବି କଳହଂସ ଗୋପାଳକୃଷ୍ଣଙ୍କ ଜୟନ୍ତୀ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ଓ ଭକ୍ତି ସଙ୍ଗୀତ ସଂସଦର ମିଳିତ ସହଯୋଗରେ କବି କଳହଂସ ଗୋପାଳକୃଷ୍ଣଙ୍କ ଜୟନ୍ତୀ ପାରଳା ଟାଉନ୍ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଦେବୀ ମଠର ମହନ୍ତ ଶ୍ରୀ ରାମାନନ୍ଦ ଦାସଜୀ ଉଦଘାଟନ କରିଥିଲେ।…

ସମାଜ ସେବୀ ରଞ୍ଜନ ଙ୍କ ଜନ୍ମ ଦିନ ପାଳନ

ଗାଇସିଲାଟ/ ମନ ଡନସନା- ଗାଇସିଲେଟ ର ଯୁବ ସମାଜ ସେବୀ ରଞ୍ଜନ ପଣ୍ଡା ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ଜେନକେଡା ସ୍ଥିତ ଗୋପବନ୍ଧୁ ସେବା ସଦନ ରେ ନିଆରା ଢଙ୍ଗ ରେ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ଅନ୍ତେବାସୀ ମାନଙ୍କୁ ମିଷ୍ଠାନ, ଚକୋଲେଟ୍ ଇତ୍ୟାଦି ବଣ୍ଟନ କରି ଥିଲେ | ରଞନ ପଣ୍ଡା ସବୁ ବେଲେ…

ଗାଇସିଲାଟ ବ୍ଲକର ବିଭିନ୍ନ ସ୍ଥାନ ରେ ଆର୍ନ୍ତଜାତୀୟ ଯୋଗଦିବସ ପାଲିତ ହୋଇଯାଇଛି

ଗାଇସିଲାଟ/ମନ ଡ଼ନସନା: ଗାଇସିଲାଟ ବ୍ଲକ ର ବିଭିନ୍ନ ସ୍ଥାନରେ ସ୍ଥାନୀୟ ସରସ୍ୱତୀ ଶିଶୁ ମନ୍ଦିର ପଡିଆ, ହାଇସ୍କୁଲ ପଡିଆ, କଲେଜ ପଡିଆ, ପଞ୍ଚାୟତ ହାଇସ୍କୁଲ ଫିରିଙ୍ଗିମାଲ , ଜଗନ୍ନାଥ ହାଇସ୍କୁଲ କନ୍ଦାଗାଡ, ଜେନକେଡା ସେବାଶ୍ରମରେ ମଧ୍ଯ ଶହ,ଶହ ସଂଖ୍ଯା ରେ ଛାତ୍ରଛାତ୍ରୀ ଓ ଯୋଗ ଶିକ୍ଷକ,…

ଗୁଣ୍ଡିଚାଘରେ ତିନି ରଥ; କାଲି ଆଡ଼ପ ବିଜେ

https://youtu.be/kH8Jhcicq28 ପୁରୀ (ଅନିମେଶ ପଟ୍ଟନାୟକ): ଗୁଣ୍ଡିଚାଘର ସମ୍ମୁଖରେ ତିନି ରଥ । ବଡ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କ ସହ ଜଗତର ନାଥ ଜଗନ୍ନାଥଙ୍କୁ ଦର୍ଶନ କରୁଛନ୍ତି ଲକ୍ଷ ଲକ୍ଷ ଭକ୍ତ। ଆସନ୍ତାକାଲି ଆଡ଼ପ ବିଜେ କରିବେ ଚତୁର୍ଦ୍ଧାବିଗ୍ରହ । ଗତକାଲିଠାରୁ ବାଟରେ…