ଦଶାବତାର ରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ
ପଦ୍ମପୁର/ ଶିବାଶିଷ ପଟ୍ଟନାୟକ :ସ୍ଥାନୀୟ ସାହୁ ପଡା ଶ୍ରୀ ଗୋପାଲଜୀ ମନ୍ଦିର ସ୍ଥିତ ମାଉସୀ ମା ମନ୍ଦିର ଠାରେ ନୀତି ଭକ୍ତଙ୍କୁ ନିଜର ବିଭିନ୍ନ ଅବତାର ର ରୂପରେ ଦର୍ଶନ ଦେଇଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ଜଗତ ର ନାଥ ଶ୍ରୀ ଜଗନ୍ନାଥ ଙ୍କ ଅନନ୍ୟ ଲୀଳା ରେ ପରିଚିତ ସାରା ସଂସାର। ସତ୍ୟ ରୁ…