ହିଞ୍ଜିଳି ନିର୍ବାଚନମଣ୍ଡଳୀ ଜନପ୍ରତିନିଧି ଙ୍କ ଦୂତିୟ ପର୍ଯ୍ୟାୟ ଦୁବାଇ ଗ୍ରସ୍ତ

ହିଞ୍ଜିଳିକାଟୁ ରଜତ ପଟ୍ଟନାୟକ=ମୁଖ୍ୟମନ୍ତ୍ରୀ ଙ୍କ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ହିଂଜିଲିକାଟୁ ବ୍ଲକ, ପୌରପରିସଦ ଓ ସେରଗଡ ବ୍ଲକର୍ ୩୪ଜଣ ଜନପ୍ରତିନିଧି , ମିଶନ ଶକ୍ତି ମହିଳା ଓ ଜଣେ ନୋଡାଲ ଅଫିସର ସମୁଦାୟ ୩୫ ଦୁବାଇ ଗ୍ରସ୍ତ ରେ ବାହାରିଛନ୍ତି । ସକାଳ ୭ଘଣ୍ଟ ସମୟ ରେ ହିଞ୍ଜିଳିକାଟୁ…

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଲୁହାଗୁଡ଼ି ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ…

କିଶୋରୀ ଓ କିଶୋର ମାନଙ୍କୁ ନେଇ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ଗଣ୍ଡାହାତୀ ଗ୍ରାମ ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହ ଠାରେ କିଶୋରୀ ଓ କିଶୋର ମାନଙ୍କୁ ନେଇ ଏକ ସଚେତନତା କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ସଚେତନତା କର୍ମଶାଳାରେ ମୁଖ୍ୟତଃ କିଶୋର…

ୱିନର ବ୍ରାଇଟ ଫ୍ୟୁଚର ରେ ଜେଜେ ମା ଜେଜେ ବାପା ଦିବସ ପାଳିତ l

https://youtu.be/GZFSfA-JvjY ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ବର୍ତ୍ତମାନର ଟେକ୍ନୋଲୋଜି ଯୁଗରେ ପିଲା ମାନେ କମ୍ପ୍ୟୁଟର ଗେମ, ଭିଡିଓ ଗେମ ଓ ମୋବାଇଲରେ ବେଶୀ ସମୟ ଅତିବାହିତ କରୁଛନ୍ତି। ମାନେ ପାଠ ପଢା ପରେ କେବଳ ସେହି ବୈଦ୍ୟୁତିକ ଖେଳରେ ଲିପ୍ତ ରହୁଛନ୍ତି । ତେବେ, ପିଲାଙ୍କ ପାଠ…

ଗ୍ରେଡ ପେ ବୃଦ୍ଧି ଦାବିରେ ଏସ୍.ଏସ୍.ବି ଅଧ୍ୟାପକଙ୍କ କଳାବ୍ୟାଜ ପରିଧାନ ସହ ପ୍ରତିବାଦ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବିଭିନ୍ନ ଦାବି ନେଇ ଏସ୍‌.ଏସ୍‌. ବି ଅଧ୍ୟାପକ ଓ ଅଧ୍ୟାପିକା ମାନେ କଳାବ୍ୟାଜ ପିନ୍ଧି ପବିତ୍ର ଗୁରୁ ଦିବସ ଅର୍ଥାତ୍ ସେପ୍ଟେମ୍ବର ୫ ତାରିଖରୁ…

ନୃସିଂହନାଥ ମନ୍ଦିର ପରିସରରେ ଉନ୍ନୟନ ମୂଳକ କାର୍ୟ୍ଯ ତଦାରଖ କଲେ ଜିଲ୍ଲାପାଳ

ବରଗଡ଼ :-ବରଗଡ଼ ଜିଲ୍ଲାପାଳ ଶ୍ରୀମତୀ ମନୀଷା ବାନାର୍ଜୀ ଆଜି ମଧ୍ୟାହ୍ନରେ ପାଇକମାଲ ଠାରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସରିବା ପରେ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁ ଙ୍କର ମନ୍ଦିରରେ ପରିସରରେ ରାଜ୍ୟ ସରକାରଙ୍କ ଦ୍ୱାରା ଚାଲୁଥିବା ଉନ୍ନୟନ ମୂଳକ କାର୍ଯର ତଦାରଖ କରିବା ପାଇଁ ପହଞ୍ଚି ଥିଲେ…

ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ାରେ ଫାଇଲେରିଆ ସଚେତନତା ଅଭିଯାନ ଜରିଆରେ ୭୦୦୦ ଲୋକଙ୍କ ପାଖରେ ପହଁଚିଛି

ଝାରସୁଗୁଡ଼ା: ବେଦାନ୍ତ ଆଲୁମିନିୟମ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ସଂପ୍ରତି ଓଡ଼ିଶାର ଝାରସଗୁଡ଼ାରେ ଏକ ଫାଇଲେରିଆ ସଚେତନତା ଅଭିଯାନ ଓ ଔଷଧ ବିତରଣ କାର୍ଯ୍ୟ ଜରିଆରେ ୭୦୦୦ରୁ ଅଧିକ ଲୋକଙ୍କ ପାଖରେ ପହଁଚିଛି । ଏହି ଅଭିଯାନରେ ମିସ୍ ଦୀପାଳି ଦାସ-ବିଧାୟିକା, ଝାରସୁଗୁଡ଼ା ବେଦାନ୍ତର…

ପଦ୍ମପୁରରେ ନୂତନ ଉପ-ଜିଲ୍ଲାପାଳଂକ ଦାୟିତ୍ବ ଗ୍ରହଣ

ବରଗଡ :- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ର ନୂତନ ଉପ-ଜିଲ୍ଲାପାଳ ରୂପେ ଶ୍ରୀ ଆଲୋକ କୁମାର ପଟେଲ ଆଜି ଯୋଗ ଦେଇଛନ୍ତି। ଶ୍ରୀ ପଟେଲ ଭାରପ୍ରାପ୍ତ ଉପ- ଜିଲ୍ଲାପାଳ ଶ୍ରୀ ସଦାକର କୁମ୍ଭାରଂକ ଠାରୁ କାର୍ଯ୍ଯଭାର ଗ୍ରହଣ କରିଛନ୍ତି । ଏହି ଅବସରରେ ପଦ୍ମପୁର ଉପ-ଜିଲ୍ଲାପାଳ କାର୍ଯ୍ଯାଳୟର ସମସ୍ତ…

ଗୋଇବାହାଲି ରେ ମନ୍ଦିର ପୁନରୁଦ୍ଧାର ପାଇଁ ୪ଲକ୍ଷ ଅନୁଦାନ : ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟିକା

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ପାଇକମାଲ ବ୍ଲକ ପଲସଦା ଗ୍ରାମପଞ୍ଚାୟତ ର ଗୋଇବାହାଲି ଗ୍ରାମରେ ସ୍ଥାନୀୟ ଶବର ସମାଜର ଆରାଧ୍ୟ ନୀଳମଧଵ ମହାପ୍ରଭୁଙ୍କ ମନ୍ଦିର ପୁନରୁଦ୍ଧାର ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ସ୍ୱତନ୍ତ୍ର ସହାୟତା ଯୋଜନାରେ ଚାରି ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର ହେବା ପରେ…

ଜିଲ୍ଲାସ୍ତରୀୟ ମିଶନ ଇନ୍ଦ୍ରଧନୁର ଶୁଭାରମ୍ଭ

ସୁବର୍ଣ୍ଣପୁର : (ଆର୍ତ୍ତତ୍ରାଣ ମହାପାତ୍ର) ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ସ୍ଥାନୀୟ କୁଷ୍ଠା ପଡ଼ା (ମଝି ପଡ଼ା ) ଅଙ୍ଗନୱାଡି କେନ୍ଦ୍ର ଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ ବିଶ୍ୱ ରଞ୍ଜନ ପତି ମୁଖ୍ୟ ଅତିଥିଭାବେ ଯୋଗଦାନ କରି କାର୍ଯ୍ୟକ୍ରମ ର ଶୁଭଉଦ୍ଘାଟନ କରି…