ନକଲି ସୁନା ଶଙ୍ଖ ଓ ଟଙ୍କା ସହ ଜଣେ ବ୍ୟକ୍ତି ଗିରଫ.
ଅଶୋକ ସାହୁ, ଶାସକ ପ୍ରଶାସକ : ପାପଡାହାଣ୍ଡି ପୋଲିସ କୁ ମିଳିଲା ବଡ ସଫଳତା ! ଆଜି ପାପଡାହାଣ୍ଡି ଏସଡିପିଓ ଆଦିତ୍ୟ କୁମାର ସେନ ପ୍ରେସ ମିଟ କରି ସୁଚନା ଦେଇଥିଲେ ଯେ ଆଜି ପାପଡାହାଣ୍ଡି ପୋଲିସ , ଏକ ନକଲି ସୁନାଶଙ୍ଖ ସହ ଜଣେ ବ୍ୟକ୍ତି ଙ୍କୁ ଗିରଫ କରିଛି | ଗିରଫ ବ୍ୟକ୍ତି ଙ୍କ ଠାରୁ ୮୧୦୦୦…