ପ୍ରଥମ ବିରୋଧୀ ଦଳ ନେତା ଡ଼.ସୂପକାରଙ୍କ ଜୟନ୍ତୀ ପାଳିତ
କୁଚିଣ୍ଡା : ଭାରତ ସ୍ୱାଧୀନ ହେବା ପରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭାର ପ୍ରଥମ ବିରୋଧୀ ଦଳନେତା ତଥା ବିଶିଷ୍ଟ ସାହିତ୍ୟିକ ଡ଼. ଶ୍ରଦ୍ଧାକର ସୂପକରଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି ।ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସ୍ଥିତ ସମଲେଶ୍ବରୀ ନର୍ସିଂ କଲେଜ ରେ ଅନୁଷ୍ଠିତ ଏହି ଉତ୍ସବରେ…