ବୁଡେନ ପୋଲିସ କୁ ବଡ ସଫଳତା : ଧରା ପଡିଲେ ୭ ବାଇକ୍ ଚୋର, ଉଦ୍ଧାର ହେଲା ୧୫ ମୋଟରସାଇକେଲ

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ବରଗଡ଼ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ବୁଡେନ ପୋଲିସ ବାଇକ୍ ଚୋର ରାକେଟ ଦଳକୁ ଧରିବାକୁ ସକ୍ଷମ ହୋଇଛି l ବରଗଡ଼, ବଲାଙ୍ଗିର ଓ ପଡୋଶୀ ରାଜ୍ୟ ଛତିଶଗଡ ଅଞ୍ଚଳରୁ ଚୋରି ହୋଇଥିବା ୧୫ ଗୋଟି ବାଇକ୍ ଉଦ୍ଧାର କରିବା ସହିତ ସମ୍ପୃକ୍ତ ୭ ଜଣ ଚୋରଙ୍କୁ ଗିରଫ୍…

ଭାବନା ପରିପ୍ରକାଶର ପ୍ରକୃଷ୍ଟ ମାଧ୍ୟମ ହେଉଛି ମାତୃଭାଷା: ଗୋଆ ରାଜ୍ୟପାଳ

‘କାଦମ୍ବିନୀ’ ଓ ‘କୁନିକଥା’ର ସ୍ୱନକ୍ଷତ୍ର ଉତ୍ସବ ଭୁବନେଶ୍ୱର, ୨ ।୦୭: ଭାବନା ପରିପ୍ରକାଶର ପ୍ରକୃଷ୍ଟ ମାଧ୍ୟମ ହେଉଛି ମାତୃଭାଷା ବୋଲି ଗୋଆ ରାଜ୍ୟପାଳ ପି.ଏସ୍‍. ଶ୍ରୀଧରନ ପିଲାଇ କହିଛନ୍ତି । ରବିବାର ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ର ଚତୁର୍ବିଂଶ ଏବଂ ଶିଶୁ-କିଶୋର ପତ୍ରିକା…

ତୁଲଣ୍ଡି ନକଲି ସାର ଘଟଣା ରେ ତିନି ଗିରଫ – ୮୦ ହଜାର ଟଙ୍କା ଜବତ ।

ବରପାଲି /ବରଗଡ଼ :-ଗତ ୨୬ ତାରିଖ ଦିନ ବରପାଲି ନିକଟସ୍ଥ ତୁଲଣ୍ଡି ଗ୍ରାମ ରେ ଏକ ନକଲି ସାର ତିଆରି କାରଖାନା ଉପରେ ଚାଷୀ ଙ୍କ ଅଭିଯୋଗ ଉପରେ କୃଷି ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା।ଉକ୍ତ ଦିନ ତୁଲଣ୍ଡି ଗ୍ରାମ ର ମୋହନ ବାରିକ ଙ୍କ ଗୋଦାମ ଘର ଉପରେ ଚଢ଼ାଉ କରି ୯୦ ବସ୍ତା ପଟାଶ (ଏମ ଓ ପି)…

ଝିମିଟୀ ଖେଳରୁ ମହାଭାରତ –କ୍ରୋଧାନ୍ବିତ ସ୍ୱାମୀର ଫାଉଡା ଚୋଟରେ ସ୍ତ୍ରୀ ର ମୃତ୍ୟୁ

ବରଗଡ :- ବରଗଡ଼ ଜିଲ୍ଲା ଝାରବନ୍ଧ ଥାନା ଅନ୍ତର୍ଗତ ଭଣ୍ତାରପୁରୀ ପଂଚାୟତର ଜାମପାଲି ଗ୍ରାମରେ ଘଟିଯାଇଛି ଏକ ହୃଦୟ ବିଦାରକ ଘଟଣା । ପ୍ରାପ୍ତ ସୂଚନା ମୁତାବକ ଉକ୍ତ ଗ୍ରାମର ଶିବ ସାହୁ ଓ ତାଙ୍କର ଧର୍ମପତ୍ନୀ ଶ୍ରୀୟା ସାହୁ ଙ୍କ ମଧ୍ୟରେ ରାତ୍ରି ରେ କୌଣସି କାରଣ କୁ ନେଇ ବଚସା ହୋଇଥିଲା ।…

୯ବର୍ଷରେ ମୋଦିଜୀ ଯାହା କରିଛନ୍ତି ସ୍ୱାଧୀନତା ପରଠାରୁ ସାଧାରଣ ଜନତାଙ୍କ ପାଇଁ ତାହା ହୋଇନଥିଲା: ମନମୋହନ ସାମଲ

ମୋଦି ସରକାରଙ୍କ ୯ବର୍ଷ ପୂର୍ତି ଅବସରରେ ମହା ଜନସଂପର୍କ ଅଭିଯାନ ଭୁବନେଶ୍ୱର, ତା.୦୨/୦୭: ମୋଦି ସରକାରଙ୍କ ସେବା, ସୁଶାସନ ଓ ଗରୀବକଲ୍ୟାଣର ଗତ ୯ ବର୍ଷର ସଫଳତାକୁ ପ୍ରତ୍ୟେକ ଘରେ ଘରେ ପହଂଚାଇବା ପାଇଁ ଭାରତୀୟ ଜନତା ପାର୍ଟୀର ରାଷ୍ଟ୍ରୀୟ ସଭାପତି ଶ୍ରୀ ଜଗତ୍ ପ୍ରକାଶ ନଡ୍ଡାଙ୍କ…

ପରିବେଶ ର ସୁରକ୍ଷା ନିମନ୍ତେ ବୃକ୍ଷରୋପଣ ନିହାତି ଆବଶ୍ୟକ

ବରଗଡ଼ :- ନିଜର ସୌଖିନ ଆବଶ୍ୟକତା କୁ ପୂରଣ କରିବା ନିମନ୍ତେ ହେଉ କି ବିକାଶ ର ଦ୍ୱାହି ଦେଇ କ୍ରମାଗତ ଭାବରେ ଗଛ କାଟିବା ଚାଲୁ ରହିଛି । ଗଛ କଟା ଯିବା ଫଳରେ ବର୍ତ୍ତମାନ ତାର କୁ ପ୍ରଭାବ ଜୀବଜଗତ ଉପରେ ପଡିବାରେ ଲାଗିଛି । ଅନ୍ୟପଟେ ଜଙ୍ଗଲ ସୃଷ୍ଟି ନାଁରେ ଜେବଲ ଔପଚାରିକତା ପୂରଣ କରି କାମ…

ଟିକିରି ରେଳ ଷ୍ଟେସନରେ ସମଲେଶ୍ୱରୀ ଏକ୍ସପ୍ରେସର ରହଣୀ ଖୁବ୍‍ଶୀଘ୍ର ଆରମ୍ଭ ହେବ

ଉତ୍କଳ ଆଲୁମିନା ଏବଂ ଜନସାଧାରଣଙ୍କ ଦାବି ରେଳ ମନ୍ତ୍ରଣାଳୟ ପୂରଣ କଲେ କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ -ଟିକିରି ଷ୍ଟେସନରେ ଟ୍ରେନ ସଂଖ୍ୟା ୧୮୦୦୫/୦୬, ହାଓଡା-ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ ରହଣୀନିମନ୍ତେ ଉତ୍କଳ ଆଲୁମିନା ନେତୃତ୍ୱରେ ଟିକିରି ଅଞ୍ଚଳର ଅଧିବାସୀଙ୍କ ପକ୍ଷରୁ…

ସମାଜସେବୀ ରଞ୍ଜନ ପଣ୍ଡାଙ୍କୁ ମିଲିଲା ଜୁଏଲସ୍ ଅଫ୍ ଓଡିଶା ସମ୍ମାନ

ଗାଇସିଲାଟ/ମନ ଡନସନା- ଆଜି ଗାଇସିଲାଟ ବ୍ଲକର ରଞ୍ଜନ ପଣ୍ଡାଙ୍କୁ ଭୁବନେଶ୍ୱର ଠାରେ ପ୍ରତିଦିନ ଟିଭି ଦ୍ଵାରା ଆୟୋଜିତ ସମର୍ଦ୍ଧନା ସଭା ରେ ହିନ୍ଦୀ ସିନେମା ତାରକା ଅବତାବ ସିବଦସାନି "Jewels of Odisha" ସମ୍ମାନ ରେ ସମ୍ମାନୀତ କରିଛନ୍ତି। ପଣ୍ଡା ଗାଇସିଲାଟ ଭଲି ଉପାନ୍ତ ଅଞ୍ଚଳରେ ଅସବାସ କରି…

ପୁରୀ ରଥଯାତ୍ରାରେ ୧୦ ଲକ୍ଷ ୫୦ ହଜାରରୁ ଅଧିକ ଭକ୍ତଙ୍କୁ ସେବା ଯୋଗାଇଲା ଜେଏସପି ଫାଉଣ୍ଡେସନ

- ୧୦.୫ ଲକ୍ଷ ଭକ୍ତମାନଙ୍କୁ ଗରମ ରନ୍ଧା ଖାଦ୍ୟ ପ୍ରଦାନ - ଭକ୍ତଙ୍କ ମଧ୍ୟରେ ୬୦୦୦ ଗ୍ଲୁକୋଜ୍ ପ୍ୟାକେଟ୍ ବଣ୍ଟନ - ଭକ୍ତମାନଙ୍କୁ ଥଣ୍ଡା ପାନୀୟ ଜଳ ଯୋଗାଣ ଭୁବନେଶ୍ୱର: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସମାଜକଲ୍ୟାଣ ସଂସ୍ଥା ଜେଏସପି ଫାଉଣ୍ଡେସନ ପକ୍ଷରୁ ବିଶ୍ବ ପ୍ରସିଦ୍ଧ…

ସର୍ଜନଶୀଳ ବ୍ୟକ୍ତି ହିଁ ସମାଜର ପରିବର୍ତ୍ତନ ଆଣିପାରିବେ: ଗୋଆ ରାଜ୍ୟପାଳ

---କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ୧୭ତମ ବାର୍ଷିକ ଉତ୍ସବ--- ଭୁବନେଶ୍ୱର, ୨ । ୭: ସର୍ଜନଶୀଳ ବ୍ୟକ୍ତିମାନେ ହିଁ ସମାଜର ପରିବର୍ତ୍ତନ ଆଣିପାରବେ ବୋଲି ଗୋଆ ରାଜ୍ୟପାଳ ପିଏସ୍‍ ଶ୍ରୀଧରନ୍‍ ପିଲାଇ କହିଛନ୍ତି । ରବିବାର କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ୧୭ତମ ବାର୍ଷିକ ଉତ୍ସବର…