ବିଜେପି ର ରକ୍ତଦାନ ଶିବିର,କୋଷଗୁମୁଡା ବ୍ଲକ ରେ ଅନୁଷ୍ଠିତ.
ନବରଙ୍ଗପୁର/ଅଶୋକ ସାହୁ: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଳକ ଅନ୍ତର୍ଗତ କେ ସେମଳା ପଞ୍ଚାୟତ ର ଅସଙ୍ଗl ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଶୁକ୍ରବାର ନରେନ୍ଦ୍ର ମୋଦୀ ଙ୍କ ଜନ୍ମ ଦିନ ଅବସରରେ ସେବା ପକ୍ଷ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା. ଏହି କାର୍ଯ୍ୟକ୍ରମରେ ବିଜେପି ଦଳର କର୍ମକର୍ତ୍ତା…