ସଂସ୍କୃତ ମହାବିଦ୍ୟାଳୟରେ ସ୍ଵଚ୍ଛ ଭାରତ ଓ ପୋଷଣ ପକ୍ଷ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ସଂସ୍କୃତ ମହାବିଦ୍ୟାଳୟର ଛାତ୍ରାବାସ ଅନ୍ତେବାସଙ୍କୁ ସତ୍ ମାର୍ଗରେ ଚାଲିବା ପାଇଁ ବାଲ୍ ମୁକୁନ୍ଦ କେନ୍ଦ୍ର ଅନ୍ତର୍ଗତ ସଂସ୍କାର ମୂଳକ କାର୍ଯ୍ୟକ୍ରମ ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀଙ୍କ ପ୍ରୟାସ ଦ୍ଵାରା ଶନିବାର ଦିନ ଅପରାହ୍ନରେ ବିଭିନ୍ନ…