ଅସ୍ତରଙ୍ଗ ସାମ୍ବାଦିକ ସଙ୍ଘର ସ୍ୱତନ୍ତ୍ର ବୈଠକ: ଅତ୍ୟାଧୁନିକ ସ୍ମାର୍ଟ ବିଦ୍ୟାଳୟ ପାଇଁ ବିଧାୟକଙ୍କୁ ପ୍ରଶଂସା

ଅସ୍ତରଙ୍ଗ-ଅସ୍ତରଙ୍ଗ ବ୍ଲକ ମୁଖ୍ୟ ବଜାର ଲଷ୍ମୀକଲ୍ୟାଣ ମଣ୍ଡପ ରେ ଅନୁଷ୍ଠାନିକ ଭାବେ ଅସ୍ତରଙ୍ଗ ସାମ୍ବାଦିକ ସଙ୍ଘ ର ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହେଇଛି| ବରିଷ୍ଠ ସାମ୍ବାଦିକ ଦୁଃଶାସନ ନାୟକ ଙ୍କ ନେତୃତ୍ୱ ରେ ଏହି ବୈଠକ ଅନୁଷ୍ଠିତ ହେଇଥିବା ବେଳେ ଅସ୍ତରଙ୍ଗ ଅଂଚଳ ର ରାସ୍ତା, ପାନୀୟଜଳ,…

କାଉଡ଼ିଆ ମାନଙ୍କୁ ପ୍ରସାଦ ବାଣ୍ଟିଲେ ଯୁବ ସମାଜସେବୀ ବାଣୀ କଲ୍ୟାଣ।

ବାସୁଦେବପୁର - ଶ୍ରାବଣ ମାସରେ ବାସୁଦେବପୁର ଅଞ୍ଚଳ ରୁ ବହୁ କାଉଡ଼ିଆ ମାନେ ପାଣି ନେଇ ବିଭିନ୍ନ ଶିବ ମନ୍ଦିରକୁ ଯାଇ ନିଜର ମାନସିକ ପୂରଣ କରନ୍ତି। ଏହି କ୍ରମ ରେ ବାସୁଦେବପୁର ବ୍ଳକ ବ୍ରାହ୍ମଣ ଗାଁ ପଞ୍ଚାୟତ ରେ ଥିବା ମହାଦେବ ଙ୍କ ମନ୍ଦିର ରେ ମନ୍ଦିରରେ ଅଞ୍ଚଳବାସୀଙ୍କ ମଙ୍ଗଳକାମନା କରି…

ରାଜ ବୋଡାସମ୍ବର ବ୍ଲକ ରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ଯକ୍ରମ ଅନୁଷ୍ଠିତ l

ପଦ୍ମପୁର/ଶିବାଶିଷ ପଟ୍ଟନାୟକ  :- ଆଜି ରାଜବୋଡାସମ୍ବର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବରଗଡ଼ ପ୍ରକଳ୍ପ ନିର୍ଦ୍ଦେଶକ, ଆରକ୍ଷୀ ଅଧିକ୍ଷକ, ପଦ୍ମପୁର ଉପଜିଲ୍ଲାପାଳ, ରାଜବୋଡାସମ୍ବର ବିଡ଼ିଓ ଓ ସମସ୍ତ ବିଭାଗୀୟ ଅଧିକାରୀ ଯୋଗଦେଇ ଜନସାଧାରଣଙ୍କ ସମସ୍ୟା…

ଏଠି ଲହଡି ଭାଙ୍ଗୁଛି ବିକାଶ, ଲୋକଙ୍କ ମୁହଁରେ ଫୁଟାଉଛି ହସ !

ବିକାଶର ପଥ ରେ ପଣ୍ଡଗୁଡା ପଂଚାୟତ ର ନଗ୍ନ ଚିତ୍ର! ସରକାରୀ ଯନ୍ତ୍ରୀ ସହ ଟୁଙ୍ଗି ନେତା ଙ୍କ କମାଲ ! କୋଷାଗୁମୁଡା: ଅଶୋକ ସାହୁ, ଶାସକ ପ୍ରଶାସକ.ମୋସରକାର ବା 5ଟି ଯୁଗ ରେ ରାସ୍ତାଘାଟ ର ପ୍ରକୃତ ଦୃଶ୍ୟ ଯାହାକି ଖଲି ଦେଉଛି ବିକାଶ ର ବାସ୍ତବିକ ଚିତ୍ର | କୋଷାଗୁମୁଡା ବ୍ଲକ…

ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଚଢାଉ ବେଳେ ଦେଶୀ ମଦ ଜବତ ସହିତ ଜଣେ ଗିରଫ

ରାଉରକେଲା (ବସନ୍ତ କୁମାର ଜେନା):ରାଉରକେଲା ସହର ସ୍ଥିତ ଅବକାରୀ ବିଭାଗର ସୁପରିଟେଣ୍ଡେଣ୍ଟ ନିର୍ଦ୍ଦେଶରେ ରାଉରକେଲା ଅବକାରୀ ଅଧିକାରୀ ନିଜ ସହଯୋଗୀଙ୍କ ସହିତ ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଖଇରବନ୍ଦ ଗ୍ରାମର କୁମ୍ଭାର ବସ୍ତୀକୁ ଯାଇ ଦୁଇଟି ସ୍ଥାନରେ ଚଢାଉ କରି ୧୮୦୦ କେଜି ମହୁଲ ପୋଚ…

କାର୍ଷିନୋଭା କ୍ୟାନ୍ସର ହସ୍ପିଟାଲ, କଟକ ଏବଂ ସହର ସେବା ସମିତି, ରାଉରକେଲା ର ମିଳିତ ସହଯୋଗରେ “କର୍କଟ ରୋଗ…

ରାଉରକେଲା, (ବସନ୍ତ କୁମାର ଜେନା) : ସାମାଜିକ ଅନୁଷ୍ଠାନ ସହର ସେବା ସମିତି ଓ କାର୍ସିନୋଭା କ୍ୟାନସର ହସପିଟାଲ୍, କଟକର ମିଳିତ ଆନୁକୂଲ୍ୟରେ କର୍କଟ ରୋଗ ସଚେତନତା ଶିବିର ହୋଟେଲ ସୋଲାସଠାରେ ଅନୁଷ୍ଠିତ ହୋଇଯାଇଛି । ସମିତିର ଉପସଭାପତି ପୁଷ୍ପା ଲେଙ୍କାଙ୍କ ସଭାପତିତ୍ୱ, ଆବାହକ ଶୈଳେନ୍ଦ୍ର…

ଅଜଗରକୁ ବାନ୍ଧିଲେ ଗ୍ରାମବାସୀ

ଗାଇସିଲେଟ /ମନ ଡନସନା- ଗାଇସିଲାଟ ବ୍ଲକ ଅନ୍ତର୍ଗତ ଚିକିଲି ଗ୍ରାମପଞ୍ଚାୟତର ଟେମରି ଗ୍ରାମରେ ଆଜି ସକାଳ ଭୋର ୪:୩୦ ମିନିଟ ପାଖାପାଖରେ ଉକ୍ତ ଗ୍ରାମର କିଛି ଲୋକ ସୌଚ ପାଇଁ ଗାଁମୁଣ୍ଡ ଡୁଙ୍ଗୁରି ପଟକୁ ଯାଉଥିବା ବେଳେ ଏକ ବିଶାଳ ଅଜଗର ସାପକୁ ଦେଖି ଥିଲେ । ଏହି ରାସ୍ତା ରେ ସବୁଦିନ ଛୋଟ ଛୋଟ…

ମିଲଖା ସିଂ, ପିଟି ଉଷା ପାଇବେ ଏସ୍‌ଏଫ୍ଆଇ ମେଡାଲ

ଏସ୍‌ଏଫ୍‌ଆଇ ବାର୍ଷିକ ସାଧାରଣ ବୈଠକ – ତୁଷାର ତ୍ରିବେଦୀ ସଭାପତି, ପ୍ରଶାନ୍ତ କେନି ସମ୍ପାଦକ ନିର୍ବାଚିତ – ପରିଚାଳନା କମିଟିରେ ଓସ୍କାରୁ ସୁରେଶ ୱାଇଁ ଅହମ୍ମଦାବାଦ: ‘ଫ୍ଲାଇଙ୍ଗ୍ ଶିଖ’ ମିଲଖା ସିଂ ଏବଂ ପି.ଟି ଉଷାଙ୍କୁ ୨୦୨୨ ବର୍ଷ ପାଇଁ ସମ୍ମାଜନକ ଏସ୍‌ଏଫ୍‌ଆଇ ମେଡାଲ…

କୁବେର ପୁରୀରେ ଆଜି ସୁଦାମା ଭଳି ଖଣି ଅଞ୍ଚଳବାସୀ

ଯୋଡ଼ା ପାଇଁ (ଟିସ୍କୋ) ଟାଟା କମ୍ପାନୀର ଶୋଷଣ ମନୋଭାବ ସହ ସାବତ ପୁଅ ଭଳି ବ୍ୟବହାର ! ଯୋଡ଼ା/ପାର୍ଥ ସାରଥୀ ଷଡ଼ଙ୍ଗୀ : ସମୟ ର ଆବର୍ତ୍ତମାନ ରେ କେନ୍ଦୁଝର ଜିଲ୍ଲାର ଚମ୍ପୁଆ ବିଧାନସଭା ଅନ୍ତର୍ଗତ ସବୁଠାରୁ ଧନୀ ଜିଲ୍ଲା ର ସବୁଠୁ ଅଧିକ ରାଜସ୍ବ ଦେଉଥିବା କୁବେର ପୁରୀ ର ଯୋଡ଼ା ଖଣି ଅଞ୍ଚଳ ର…

ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ବାର୍ଷିକ ସମ୍ମିଳନୀ ସ୍ଥାନୀୟ ଏସ୍ କେ ଲଡ୍ଜ ସମ୍ମିଳନୀ କକ୍ଷରେ ସଭାପତି ଶ୍ରୀ ରାଜେନ୍ଦ୍ର କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସମ୍ପାଦକ ଶ୍ରୀ ସନ୍ତୋଷ କୁମାର ବାହାଦୂର , ଉପ ସଭାପତି ଶ୍ରୀ…