ମୁଖ୍ୟ ଉନ୍ନୟନ ଅଧିକାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦୁଇଦିନିଆ ସମ୍ମିଳନୀ
ଗ୍ରାମୀଣ ଓଡ଼ିଶାର ରୂପାନ୍ତିକରଣକୁ ରାଜ୍ୟସରକାରଙ୍କ ସର୍ବାଧିକ ପ୍ରାଧାନ୍ୟ: ମନ୍ତ୍ରୀ ଶ୍ରୀ ଅମାତ
ଭୁବନେଶ୍ବର :- ଭାରତର ଆତ୍ମା ଗାଁ ରେ ରହିଛି । ମହାତ୍ମା ଗାନ୍ଧୀଙ୍କ ଏହି ଉକ୍ତିଟିକୁ ଓଡ଼ିଶା ସରକାର ସବୁଠାରୁ ଅଧିକ ଚରିତାର୍ଥ କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ…