ଝାରସୁଗୁଡ଼ାରେ ଫିନ୍‌ଫେଷ୍ଟ ଓ ଭେଣ୍ଡର ଡେଭଲପମେଣ୍ଟ ପ୍ରୋଗ୍ରାମ୍

ଏମ୍ ଏସ ଏମ ଇ ପାଇଁ ଅର୍ଥ ଯୋଗାଣ ଓ ବୃହତ୍‌ ଶିଳ୍ପ ସହ ବ୍ୟବସାୟିକ ସମ୍ପର୍କ ଉପରେ ଗୁରୁତ୍ୱ ଝାରସୁଗୁଡ଼ା, ୨୧ ଅଗଷ୍ଟ: କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି ପକ୍ଷରୁ ଝାରସୁଗୁଡ଼ାରେ ସି ଆଇ ଆଇ ଫିନ୍‌ଫେଷ୍ଟ ଓ ଭେଣ୍ଡର ଡେଭଲପମେଣ୍ଟ ପ୍ରୋଗ୍ରାମ୍ ୨୦୨୬’ ଆୟୋଜିତ ହୋଇଛି। ଏଥିରେ…

ବାପା ପୁଅ ହତ୍ୟା ଉଦ୍ୟମ ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ।

ହିଞ୍ଜିଳି: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ଖଣ୍ଡରା ଗ୍ରାମ ନିକଟରେ ଗତ ୭ ତାରିଖ ରାତିରେ ଉଦ୍ଧବ ପାଢ଼ୀ ନାମକ ଜଣେ ବ୍ୟକ୍ତି ମୋଟରସାଇକେଲରେ ନିଜ ଘରକୁ ଯିବା ବେଳେ ଜଣେ ଅଜଣା ବ୍ୟକ୍ତି ଲିଫ୍ଟ୍ ମାଗିଥିଲେ ଓ କଥା ରକ୍ଷା କରି ଉଦ୍ଧବ ଗାଡ଼ିରେ ବସାଇ ନେବା ବେଳେ ପଛରେ ବସିଥିବା…

ମୋଦୀଜୀଙ୍କ ସ୍ୱଚ୍ଛ ନୀତି ଯୋଗୁଁ ଓଡ଼ିଶାର ଖଣି ରାଜସ୍ୱ ୫,୦୦୦ କୋଟିରୁ ବୃଦ୍ଧି ପାଇ ୫୦,୦୦୦ କୋଟିରେ ପହଞ୍ଚିଛି…

MMDR (ସଂଶୋଧନ) ବିଲ୍, ୨୦୨୬କୁ ନେଇ ବିରୋଧୀଙ୍କ ମିଥ୍ୟା ଅପପ୍ରଚାର ଜବାବ ରଖିଲେ ଧର୍ମେନ୍ଦ୍ର ପ୍ରଧାନ • ନବୀନ ବାବୁ MMDR ବିଲ୍ କୁ ନେଇ ମିଥ୍ୟା ଅପପ୍ରଚାର କରି ଓଡ଼ିଶାବାସୀଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି• ରାଜନୀତି ନିଜ ଜାଗାରେ, କିନ୍ତୁ ସତ୍ୟକୁ ଲୁଚାଇ ଓଡ଼ିଶାର…

ସୋଆ ପକ୍ଷରୁ ସଂକ୍ରମଣ ନିୟନ୍ତ୍ରଣ ରଣନୀତି ସମ୍ପର୍କିତ କର୍ମଶାଳା

ଭୁବନେଶ୍ୱର, ଅଗଷ୍ଟ ୨୦: ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପକ୍ଷରୁ ଡାକ୍ତରଖାନାରେ ସଂକ୍ରମଣ ନିୟନ୍ତ୍ରଣର ଆଧୁନିକ ରଣନୀତି ସମ୍ପର୍କରେ ଏକ କର୍ମଶାଳା ଗତ ସୋମବାର ଆୟୋଜିତ ହୋଇଯାଇଛି । ସୋଆ ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ବିଜନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍‌)ର…

ଟିପିଏସ୍ଓଡିଏଲ୍ ତରଫରୁ ଭୂତଳ ବିଦ୍ୟୁତ ସଂଯୋଗ ସହିତ ଛତ୍ରପୁରର ବିଦ୍ୟୁତ ଭିତ୍ତିଭୂମି ସୁଦୃଢ଼ୀକରଣ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଏସ.ପି ଅଫିସ ସମେତ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟକୁ ନିରବଚ୍ଛିନ୍ନ ଭୂତଳ ବିଦ୍ୟୁତ ଯୋଗାଣ ଏହି ଭରସାଯୋଗ୍ୟ ବିଜୁଳି ସେବାରୁ ଏବେ ପ୍ରାୟ ୧୦୦୦ରୁ ଊର୍ଦ୍ଧ୍ୱ ବାସିନ୍ଦା ଏବଂ ପ୍ରମୁଖ ବ୍ୟାବସାୟିକ ଅଞ୍ଚଳ ଉପକୃତ ଉନ୍ନତ ସିଷ୍ଟମ ସହିତ ଉପର ଏବଂ ତଳ ବସ୍…

ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନିର୍ବାଚନୀ ସାକ୍ଷରତା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ୧୭ ବର୍ଷରୁ ଊର୍ଦ୍ଧ୍ୱ ଛାତ୍ର ଛାତ୍ରୀଙ୍କୁ ନେଇଁ ନିର୍ବାଚନୀ ସାକ୍ଷରତା କ୍ଲବ, ଏସ୍ ଆଇ ଆର୍ - ୨୦୨୬, ଯୁବ ରେଡକ୍ରସ୍ ର ମିଳିତ ଆନକୂଲ୍ୟରେ ଏକ ନିର୍ବାଚନୀ ସାକ୍ଷରତା କାର୍ଯ୍ୟକ୍ରମ…

ଯୁବଶକ୍ତି ହିଁ ଦେଶର ମାନଦଣ୍ଡ , ଏହି ଶକ୍ତି ଦ୍ୱାରା ଦେଶକୁ ବିକଶିତ କରାଯାଇପାରିବ

ମହିଳା ସ୍ନାତକ ମହାବିଦ୍ୟାଳୟ ରେ ଆଇନ ସଚେତନତା କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମହିଳା ସ୍ନାତକ ମହାବିଦ୍ୟାଳୟ ପରିସର ରେ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ଅଧ୍ୟକ୍ଷା ଡ. ରୀନା ସାହୁଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ…

ଆନ୍ତର୍ଜାତୀୟ ସଫଳତା ପାଇଁ ପୁରାତନ ଛାତ୍ରୀ ସ୍ୱାଗତିକାଙ୍କୁ ସମ୍ବର୍ଦ୍ଧନା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡିସ୍ଥିତ ପିଏମ୍ ଶ୍ରୀ ମହାରାଜା ବାଳିକା ଉଚ୍ଚ ବିଦ୍ୟାଳୟର ଗର୍ବିତ ପୁରାତନ ଛାତ୍ରୀ ଶ୍ରୀମତୀ ସ୍ୱାଗତିକା ପାଣିଗ୍ରାହୀଙ୍କୁ ତାଙ୍କର ଆନ୍ତର୍ଜାତୀୟ ସଫଳତା ପାଇଁ ବିଦ୍ୟାଳୟ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ…

‘ବିଶ୍ୱାସ ଦେ ପୃଥିବୀ’ ପାଇଁ ଡକ୍ଟର ଆଶୁତୋଷ ପରିଡ଼ା ପାଇବେ ୪୭ତମ ଶାରଳା ପୁରସ୍କାର

ଭୁବନେଶ୍ୱର, ୧୯ ଅଗଷ୍ଟ ୨୦୨୬:ଇଣ୍ଡିଆନ ମେଟାଲ୍ସ ଆଣ୍ଡ ଫେରୋ ଆଲଏଜ୍ ଲିମିଟେଡ୍ (ଇମ୍ଫା)ର ସାମାଜିକ ଶାଖା'ଇଣ୍ଡିଆନ ମେଟାଲ୍ସ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟ' (ଇମ୍ପାକ୍ଟ) ପକ୍ଷରୁ ପ୍ରତିବର୍ଷ ଶ୍ରେଷ୍ଠ ସାରସ୍ୱତ କୃତି ପାଇଁ ପ୍ରଦାନ କରାଯାଉଥିବା ସ୍ମାରକୀ ‘ଶାରଳା ପୁରସ୍କାର’ ଚଳିତ…

ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ଓଡ଼ଗାଁ, ୧୯।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁସ୍ଥିତ ପିଏମ୍‌ଶ୍ରୀ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅବସରକାଳୀନ ସମ୍ବର୍ଦ୍ଧନା ଓ ବିଦାୟ ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ…