ବିନା ସୂଚନା ଫଳକରେ ଚାଲିଛି ନିମ୍ନ ମାନର ନିର୍ମାଣ କାର୍ଯ୍ୟ: ଭାଙ୍ଗିଲା ପୋଖରୀ କାନ୍ଥ
ବେଲଗୁଣ୍ଠା-(ଶିବରାମ ଚୌଧୁରୀ )-ରାଜ୍ୟ ସରକାର ବିଭିନ୍ନ ଯୋଜନାରରେ ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ନୂତନ ନିର୍ମାଣ ଓ ପୁରୁଣା ପ୍ରକଳ୍ପ ମରାମତି ମଧ୍ୟ ଅନୁଦାନ ଦେଉଛନ୍ତି । କିନ୍ତୁ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୂଚନ୍ଦ୍ରିକା ପାଇଁ କାର୍ଯ୍ୟ ନିମ୍ନମାନର…