କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ସୋଆ ପକ୍ଷରୁ ଦୁଇ ଦିନିଆ ଜାତୀୟ ଜନଜାତି ଲେଖକ ସମ୍ମିଳନୀ

ଭୁବନେଶ୍ୱର, ଅଗଷ୍ଟ ୭ : କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସେଂଟର ଫର୍ ପ୍ରିଜରଭେସନ୍‌, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍‌ସିଏଂଟ କଲଚର୍ ଆଣ୍ଡ ହେରିଟେଜ୍ ଅଫ୍ ଇଣ୍ଡିଆ (ପ୍ରାଚୀନ୍‌) ର ମିଳିତ ଆନୁକୂଲ୍ୟରେ ଆସନ୍ତା ଅଗଷ୍ଟ ୯ ଏବଂ ୧୦ ତାରିଖରେ…

ମିଟର୍ ରିଡିଂ ଅଧିକା ଯୋଗୁଁ ବଚସା , ବିଭତ୍ସ ହତ୍ୟାକାଣ୍ଡ।

ମୃତକ ଲକ୍ଷ୍ମୀନାରାୟଣ ତ୍ରିପାଠୀ (ବାବି) ଭଞ୍ଜନଗରରୁ ଉଦୟନାଥ ପଣ୍ଡା: ଗଞ୍ଜାମ ଜିଲ୍ଲା ତାରିଶିଗଂ ଥାନା ଅନ୍ତର୍ଗତ କୃପାଟି ଗ୍ରାମରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ | ମିଟର୍ ରିଡିଂ ଅଧିକା ଯୋଗୁଁ, ବିଭତ୍ସ ହତ୍ୟାକାଣ୍ଡ। ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ ,ବିଲ ମିଟର ରିଡିଙ୍ଗୀ ଏଜେଣ୍ଟ ଭାବେ…

ନବନିଯୁକ୍ତ ଓଡ଼ିଶା ଶିକ୍ଷା ସେବା ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

କିଟ୍ ଅଡିଟୋରିୟମରେ ସାଂସ୍କୃତିକ କାର୍ଯ୍ୟକ୍ରମ "ଆଲୋକିତ ସନ୍ଧ୍ୟା'' ଭୁବନେଶ୍ୱର:ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନବନିଯୁକ୍ତ ଓଡ଼ିଶା ଶିକ୍ଷାସେବା (ଓଇଏସ୍) ଅଧିକାରୀଙ୍କ ୧୬ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରିଛି । ବିଦ୍ୟାଳୟ ଓ…

ଉତ୍କଳ ସାମ୍ବାଦିକ ସଂଘ ମୟୂରଭଞ୍ଜ ଶାଖାର ନୂତନ କର୍ମକର୍ତ୍ତା ଚୟନ

ସାମ୍ବାଦିକ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ ଉପରେ ଗୁରୁତ୍ୱ ମୟୂରଭଞ୍ଜ ରୁ ଦିପୁ ମହାପାତ୍ର: ଉତ୍କଳ ସାମ୍ବାଦିକ ସଂଘ ମୟୂରଭଞ୍ଜ ଜିଲ୍ଲାର ପ୍ରଥମ ସାଧାରଣ ପରିଷଦ ବୈଠକ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉତ୍କଳ ସାମ୍ବାଦିକ ସଂଘର…

ମୋ କଲେଜ ଅଭିଯାନ ସାଇବର ସିକ୍ୟୁରିଟି ୱେବିନରରେ ସଚେତନ ହେଲେ ଦଶ ହଜାର ଛାତ୍ରଛାତ୍ରୀ

ଭୁବନେଶ୍ୱର:ରାଜ୍ୟ ସରକାରଙ୍କ ମୋ କଲେଜ ଅଭିଯାନ ର ପ୍ରୟାସ ଦ୍ବାରା ସାଇବର ସିକ୍ୟୁରିଟି ଉପରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମଟିକୁ ମୋ କଲେଜ ଅଧ୍ୟକ୍ଷ ଶ୍ରୀ ଆକାଶ ଦIସନାୟକ ଆନୁଷ୍ଠାନିକ ଭାବରେ ଉଦଘାଟିତ କରି ସାମ୍ପ୍ରତିକ ସମାଜରେ ସାଇବର ସିକ୍ୟୁରିଟି ର…

ଗାଈଖାଇ ଡ୍ୟାମ: ଘାଟକୁ ଲାଗି ଏକ ବଡ଼ ଗର୍ତ୍ତ , ଲୋକଙ୍କ ପାଇଁ ଆଣିପାରେ ବିପଦ

ସାଲେଭଟା /ଶାସକ ପ୍ରଶାସକରୁ ଗୁରୁ ଶଙ୍କର ପାଇକ - ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଅଧୀନ ଗାଈଖାଇ ଡ୍ୟାମକୁ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରଦାନ କରାଯାଇଛି | ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇବା ପରେ ଏଠାରେ ଏକ ଇକୋ ପାର୍କ ହେବାକୁ ଯାଉଛି | କାମ ମଧ୍ୟ…

ଛତିଶଗଡ଼ ନିର୍ବାଚନ ପରିପ୍ରେକ୍ଷୀରେ ଓଡିଶା ଛତିଶଗଡ଼ ପୋଲିସ ର ସମନ୍ୱୟ ବୈଠକ l

ବରଗଡ଼-ଝାରବନ୍ଧ/ଗୌରାଙ୍ଗ ଦାସ -ମନୋହର ଦାଶ: ବରଗଡ଼ ଜିଲ୍ଲା ପୋଲିସ ମୁଖ୍ୟାଲୟ ରେ ଓଡିଶା ଓ ଛତିଶଗଡ଼ ପୋଲିସ ର ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି l ଛତିଶଗଡ଼ ବିଧାନସଭା ନିର୍ବାଚନ କୁ ଆଖି ଆଗରେ ରଖି ଉଭୟ ରାଜ୍ୟ ର ସୀମାବର୍ତ୍ତୀ ଜିଲ୍ଲା ଗୁଡିକ ର ଆରକ୍ଷୀ ଅଧିକ୍ଷକ ଓ ପୋଲିସ ଆଇ ଜି…

ବିନା ସୂଚନାରେ ସାଲେଭଟା ପ୍ରାଥମିକ କେନ୍ଦ୍ର ବଂଦ : ଲୋକ ହନ୍ତସନ୍ତ

ସାଲେଭଟା/ଶାସକ ପ୍ରଶାସକ ରୁ ଗୁରୁ ଶଙ୍କର ପାଇକ - ବଲାଙ୍ଗୀର ଜିଲ୍ଲା ଆଗଲପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନ ସାଲେଭଟା ପ୍ରାଥମିକ କେନ୍ଦ୍ର ନୂତନଟି ଆଜି ତା 6/8/2023 ରବିବାର ବଂଦ ଅଛି | ଆଜି ତା 6/8/2023 ସମୟ ପ୍ରାୟ ସାଢେ ଦଶଟା ବେଳକୁ ମଧ୍ୟ ସାଲେଭଟା ଡାକ୍ତରଖାନାର ମୁଖ୍ୟ ଫାଟକରେ…

ସାଲେଭଟା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ କୋଡିଏ ତମ ଜ୍ଞାନ ବିଜ୍ଞାନ ମେଳା

ସାଲେଭଟାରୁ ଗୁରୁ ଶଙ୍କର  ପାଇକ - ବଲାଙ୍ଗୀର  ଜିଲ୍ଲା  ଆଗଲପୁର ପଂଚାୟତ  ସମିତି  ଅଧୀନ  ସାଲେଭଟା  ଗାଁ  ସ୍ଥିତ  ସରସ୍ବତୀ  ଶିଶୁ ବିଦ୍ୟା ମନ୍ଦିର  ଠାରେ  କୋଡିଏ ତମ    ଜ୍ଞାନ  ବିଜ୍ଞାନ  ମେଳା ତା  5/8/2023 ରେ   ଅନୁଷ୍ଠିତ  ହୋଇଯାଇଛି   ଉକ୍ତ ମେଳାକୁ  ବିଦ୍ୟାଳୟର  ପରିଚାଳନା…

ନୈତିକ ବିଦ୍ୟୁତ ବ୍ୟବହାରରେ ଉନ୍ନତି ଆଣି ,ଏକ ସୁରକ୍ଷିତ ଶକ୍ତି ଭବିଷ୍ୟତ ସୁନିଶ୍ଚିତ କରାଯାଉଛି

ଭୁବନେଶ୍ୱର: ବ୍ୟାପକ ଭିତିଭୂମି ବିକାଶ, ପ୍ରଯୁକ୍ତି ଉନ୍ନତୀକରଣ ଓ ଉନ୍ନତ ଗ୍ରାହକ ସେବା ଭଳି ବିିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ସହ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟଉସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ଆଗକୁ ବଢ଼ୁଛି । ଭରସାଯୋଗ୍ୟ ଓ ନିରବଚ୍ଛିନ୍ନ ବିଦୁ୍ୟତ ଯୋଗାଣ ପାଇଁ ଟିପିସିଓଡିଏଲ୍…