ମନେ ରହିବେ ଲୋକଙ୍କ ପ୍ରିୟ ବିଡିଓ ବିଶ୍ଵ ରଞ୍ଜନ କର
ସୋହେଲା :-( ସୁରେଶ ବାଗ ) ଯେ କୌଣସି ଅଫିସ ହେଉ , ଅଫିସର ମାନଙ୍କ ବଦଳି ଏକ ସାଧାରଣକେଉଁ ଜାଗାରେ । ସରକାରୀ ଚାକିରୀ ରେ ଅଫିସର ତଥା ଜନସାଧାରଣ ଏକଥା ଭଲ ଭାବରେ ଜାଣିଛନ୍ତି ଯେ ଜଣେ ଅଧିକାରୀ ଗୋଟିଏ ସ୍ଥାନରେ ବେଶି ସମୟ ରହି ପାରିବେନି । ନିଜ ଅଞ୍ଚଳ କୁ ଯଦି କୌଣସି ଭଲ ଅଧିକାରୀ ଆସନ୍ତି…