ସରସ୍ୱତୀ ଶିଶୁ ମନ୍ଦିରରେ ମାତୁସମ୍ମିଳନୀ ଅନୁଷ୍ଠିତ

ଗାଇସିଲାଟ/ମନ ଡନସନା- ସ୍ଥାନୀୟ ସରସ୍ଵତୀ ଶିଶୁ ମନ୍ଦିରର ଗାଇସିଲାଟ ଠାରେ ଆଜି ବାଟିକା ବିଭାଗର ମାତୁସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ଯ ଅତିଥି ଭାବରେ ପଦ୍ମପୁର ସଂକୁଳର ଶିଶୁ ବାଟିକା ପ୍ରମୁଖ ସୁଜାତା ତ୍ରିପାଠୀ, ଯୁଗ୍ମ ସଂପାଦିକ ବୁନ୍ଦାବତୀ ସାହୁ ଯୋଗଦାନ କରିଥିଲେ। ଅତିଥି…

ବରପାଲିରେ ଗଙ୍ଗାଧର ସ୍ମୃତି ପୀଠର ରୂପାନ୍ତର ପାଇଁ ୨ କୋଟି ମଞ୍ଜୁର

ନିର୍ମାଣ ହେବ କବି ଭବନ, ସ୍ମୃତି ଭବନ ଓ ଗଙ୍ଗାଧର ମେହର ପାର୍କ, ଓଡିଆ ସାହିତ୍ୟର ଏକ ଗବେଷଣା କେନ୍ଦ୍ର ଭାବରେ ବିକଶିତ ହେବ, ବର୍ଷକୁ ଏକ ଲକ୍ଷ ପର୍ଯ୍ୟଟକ ଆସିବାର ସମ୍ଭାବନା   ଭୁବନେଶ୍ୱର: ବରପାଲି ରେ ସ୍ୱଭାବ କବି ଗଙ୍ଗାଧର ମେହରଙ୍କ ସ୍ମୃତି ପୀଠର ରୂପାନ୍ତର ପାଇଁ…

ମୋର ମାଟି, ମୋର ଦେଶ

ଜଗତସିଂହପୁର,ତା-୧୧.୦୮.୨୦୨୩/ସୁମନ୍ତ କୁମାର ଦାସ: ଭାରତ ବର୍ଷ ମାଟିର ମହାନତା ସାରା ବିଶ୍ୱରେ ଚର୍ଚ୍ଚିତ l ଦେଶର ପରାଧୀନତାକୁ ନେଇ ସ୍ୱାଧୀନ ହେବା ପର୍ଯ୍ୟନ୍ତ ମାଟି ଗାଥା ହିଁ ଅନ୍ୟତମ l ଭାରତ ବର୍ଷର ପ୍ରତି ଗ୍ରାମରୁ ବୀର ପୁରୁଷର ଜନ୍ମ ନେଇ ଦେଶ ପାଇଁ ଲଢ଼ିବା, ଦେଶକୁ ସୁରକ୍ଷା ଦେବ ଏହି…

ମୈତ୍ରୀ ମାଲିକଙ୍କ ଡୁମେର ପଦର ଗ୍ରାମ ଗସ୍ତ : ବିକାଶ ମୂଳକ କାର୍ଯ୍ୟ ଉପରେ ଆଲୋଚନା ।

ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶୀପୁର ବ୍ଳକ ର ଅବହେଳିତ କଳାହାଣ୍ଡି ଜିଲ୍ଲା ସଂଲଗ୍ନ କାଶୀପୁର ବ୍ଲକ ଅନ୍ତର୍ଗତ ସୁଙ୍ଗେର ପଞ୍ଚାୟତର ଡୁମେର ପଦର ଗ୍ରାମରେ ଆଜି ମୈତ୍ରୀ କମ୍ପାନୀ ଅଧକ୍ଷ ଙ୍କର ଗସ୍ତ ହୋଇଥିଲା । ଗସ୍ତ ସମୟରେ ଗାଁ ଲୋକେ ପାରମ୍ପରିକ ବାଦ୍ୟ ଓ ନୃତ୍ୟ ପରିବେଷଣ…

ରାଜ୍ୟ କ୍ୟାବିନେଟରେ କୁସୁମି ଜଳସେଚନ ପାଇଁ ସ୍ୱତନ୍ତ୍ର ଅନୁଦାନ

ନୟାଗଡ଼,(ଲକ୍ଷ୍ମୀଧର ସାହୁ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ନୟାଗଡ଼ ଜିଲ୍ଲାରେ ଜଳସେଚନ ପାଇଁ ସ୍ୱତନ୍ତ୍ର ଅନୁଦାନ ମଂଜୁର ହୋଇଛି। ନୟାଗଡ଼ରେ ପ୍ରବାହିତ କୁସୁମି ନଦୀ ଜଳସେଚନ ପ୍ରକଳ୍ପ ଅଧୀନରେ ଭୂତଳ ପାଇପ ଜଳଯୋଗାଣ ତଥା ବିଦ୍ୟୁତିକରଣ…

ହତ୍ୟା ଅଭିଯୁକ୍ତ ଗିରଫ

ବାଣପୁର/ଖୋର୍ଦ୍ଧା :(ସେକ୍ କୌସର)ବାଣପୁର ଥାନା ଅଞ୍ଚଳରେ ଏକ ହତ୍ୟା ଅଭିଯୋଗ ପରେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ସୂଚନା ମୁତାବକ ବାଣପୁର ଏନଏସି ଅନ୍ତର୍ଗତ କେନାଲ ସାହିରରଞ୍ଜନ ଷଡ଼ଙ୍ଗୀ (୨୮)ଙ୍କ ସହ ଗୋପାଳପୁର ଗ୍ରାମର ରଜତ ମିଶ୍ର (୩୦)ଙ୍କ ମଧ୍ୟରେ କୌଣସି କାରଣରୁ ଗତ ମଙ୍ଗଳବାର…

ଏଡସ ନିରାକରଣ ସଚେତନତା ମାରାଥନ

ବଲାଙ୍ଗିର/ସନ୍ତୋଷ ଠାକୁର : ଏଡସ ନିରାକରଣ ସଚେତନତା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ମାରାଥନ ଦୌଡ ପ୍ରତିଯୋଗୀତା ରାଜେନ୍ଦ୍ର କଲେଜ ଗାନ୍ଧୀ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଯୁବ ପିଢିଙ୍କୁ ଏଚଆଇଭି ଏଡସ ଉପରେ ସଚେତନତା…

କଥାରେ ନୁହେଁ….. କାମ କରି ଦେଖାଇଲେ ବିଧାୟିକା ବର୍ଷା ସିଂ ବରିହା

ଜବାବ ଦେଇ ଯୁଦ୍ଧକାଳୀନ ଭିତ୍ତିରେ ସମ୍ପୂର୍ଣ୍ଣ କରାଇଲେ ଲୁହୁରାକୋଟ ଅସ୍ଥାୟୀ ପୋଲ କଥା ରଖିଥିବା ଯୋଗୁ ବିଧାୟିକାଙ୍କୁ କୃତଜ୍ଞତା ଜଣାଇଲେ ଗ୍ରାମବାସୀ କିଛି ଦିନ ପୂର୍ବରୁ ନିଜ ଜୀବନକୁ ବାଜି ଲଗାଇ ଡଙ୍ଗାରେ ପ୍ରଶାସନିକ ଅଧିକାରୀଙ୍କ ସହ ଯାଇ ବିଛିନ୍ନାଞ୍ଚଳ ପରିଦର୍ଶନ…

ଝାରବନ୍ଧ ବ୍ଲକ କାର୍ଯ୍ୟାଳୟ ରେ ସମୀକ୍ଷା କଲେ ବିଧାୟିକା l

ଝାରବନ୍ଧ/ମନୋହର ଦାଶ :- ଝାରବନ୍ଧ ବ୍ଲକ୍ କାର୍ଯ୍ୟାଳୟ ଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ୧୪ ଗୋଟି ପଞ୍ଚାୟତ ରେ ହୋଇଥିବା ବିଭିନ୍ନ କାମ ଗୁଡିକର ସମୀକ୍ଷା କରିଛନ୍ତି ବିଧାୟିକା ବର୍ଷା ସିଂ ବରିହା l ଏଥି ସହିତ ନିର୍ଦ୍ଧାରିତ ସମୟ ପୂର୍ବରୁ ସବୁ କାମ ଗୁଡ଼ିକ ସମ୍ପୂର୍ଣ୍ଣ…

ମିଟର ରିଡର ଲକ୍ଷ୍ମୀନାରାୟଣଙ୍କ ନିର୍ମମ ହତ୍ୟାକୁ ନେଇ ଇନ୍ଦୁପୁର ବିଦୂତ କର୍ମଚାରୀଙ୍କ ନିଆରା ପ୍ରତିବାଦ

କେନ୍ଦ୍ରାପଡ଼ା : ଭଞ୍ଜନଗର ଠାରେ ମିଟର ରିଡର ସ୍ୱର୍ଗତ ଲକ୍ଷ୍ମୀନାରାୟଣ ତ୍ରିପାଠୀଙ୍କୁ ନିର୍ମମ ହତ୍ୟା ର ପତ୍ରିବାଦ ରେ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଇନ୍ଦୁପୁର ବିଦ୍ୟୁତ କର୍ମଚାରୀ ଙ୍କ ତରଫରୁ ନିଆରା ପ୍ରତିବାଦ କରାଯାଇଛି l କର୍ମଚାରୀ ଙ୍କ ସୂଚନାଅନୁସାରେ 8 ରୁ 10 ହଜାର ଟଙ୍କାରେ ଚାକିରୀ…