ଓଏଏସ୍‌ରେ କୃତକାର୍ଯ୍ୟ ହୋଇଥିବା କୃଷି ମହାବିଦ୍ୟାଳୟର ଛାତ୍ରଛାତ୍ରୀ ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା…

ଭୁବନେଶ୍ୱର, ୧୨/୮ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌) ର ତିନି ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷ ଓଡିଶା ପ୍ରଶାସନିକ ସେବା (ଓଏଏସ୍‌) ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ବେଳେ ଶନିବାର ସେମାନଙ୍କୁ ସୋଆର ପ୍ରତିଷ୍ଠାତା…

ଅଚ୍ୟୁତ ସାମନ୍ତଙ୍କୁ ଗୁଏତମାଲାର ଦୁଇ ବିଶ୍ୱବିଦ୍ୟାଳୟରୁ ସମ୍ମାନସୂଚକ ଡକ୍ଟୋରେଟ୍‍

ଭୁବନେଶ୍ୱର, ୧୨ ।୮: ଶିକ୍ଷାବିତ୍‍ ଓ ସମାଜସେବୀ ଅଚ୍ୟୁତ ସାମନ୍ତଙ୍କୁ ଗୁଏତମାଲାର ଦୁଇଟି ବିଶ୍ୱବିଦ୍ୟାଳୟରୁ ସମ୍ମାନସୂଚକ ଡକ୍ଟୋରେଟ ଡିଗ୍ରୀ ପ୍ରଦାନ କରାଯାଇଛି । ଗୁଏତମାଲାର ରୁରାଲ ୟୁନିଭରସିଟି ଅଫ୍‍ ଗୁଏତମାଲା ଓ ମାୟା କାକ୍‍ଚିକେଲ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଶ୍ରୀ ସାମନ୍ତଙ୍କୁ…

ବ୍ଲକ ଅଧ୍ୟକ୍ଷା ଗଣମାଧ୍ୟମ ପ୍ରତିନିଧିଙ୍କ ମୋବାଇଲ ଛଡେଇ ନେଇ ଭିଡିଓ ଡିଲିଟ କରିବା କୁ ନେଇ ସାମ୍ବାଦିକ ଥାନାର…

ଜମନକିରା/ଲିପନ ନାୟକ: ଜମନକିରା ପଞ୍ଚାୟତ ସମିତି ଅଧ୍ୟକ୍ଷା ଆଜି ଜନୈକ ବୈଦୁତିକ ଗଣମାଧ୍ୟମ ପ୍ରତିନିଧି ଖବର ସଂଗ୍ରହ ପାଇଁ ଭିଡିଓ ଉତ୍ତୋଳନ କରୁଥିବା ବେଳେ ଜୋର ଜବରଦସ୍ତି ମୋବାଇଲ ଛଡେଇ ନେଇ ଖବର ସମ୍ପର୍କିତ ଭିଡିଓ ଓ ତଥ୍ୟ ଡିଲିଟ କରିଥିବା ଯୋଗୁଁ ସଂପୃକ୍ତ ସାମ୍ବାଦିକ ରାଜ୍ୟ ସଭାପତିଙ୍କ…

ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ମେରି ମାଟି, ମେରା ଦେଶ ପାଳନ

 ଜମନକିରା /ଲିପନ ନାୟକ : ସମ୍ବଲପୁର ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ଜମନକିରା ପକ୍ଷରୁ ସର୍ବେ ଗ୍ରାମରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାର ଙ୍କ ଏହି କାର୍ଯ୍ୟକ୍ରମ ରେ ବୃକ୍ଷ ରୋପଣ, ସହିଦ ମାନଙ୍କୁ ସମ୍ମାନ ଦେବା ଆଦି ସାମିଲ ହୋଇଛି। ଏଥିରେ ଅବସର ପ୍ରାପ୍ତ…

ବନବିଭାଗ ପକ୍ଷରୁ ଗୋପାଳପାଲି ରେ ୨୮ ପରିବାରଙ୍କୁ ସୋଲାର ଲାଇଟଲଣ୍ଠନ ବଣ୍ଟନ

ଜମନକିରା /ଲିପନ ନାୟକ:  ବାମରା ବନ୍ୟପ୍ରାଣୀ ବନଖଣ୍ଡ ଭୋଜପୁର ରେଞ୍ଜ ଅଧିନସ୍ଥ ସିରିଡ ପଞ୍ଚାୟତ ର ଗୋପାଳପାଲି ଗ୍ରାମରେ ଆଜି ବନ ବିଭାଗ ପକ୍ଷରୁ ୨୮ ପରିବାରଙ୍କୁ ସୋଲାର ଲାଇଟ ଲଣ୍ଠନ ବଣ୍ଟନ କରାଯାଇଛି। ଯାହା ଫଲରେ ଅଂଚଳରେ ଅନେକ ସମୟରେ ବିଦ୍ୟୁତ କାଟରୁ ଲୋକେ ଉପକୃତ ହୋଇ ପାରିବୁ ବୋଲି…

ଆଦିତ୍ୟ ବିର୍ଲା ସ୍କିଲ୍‍ସ୍‍ ସେଣ୍ଟର: ସମ୍ବଲପୁରରେ ଦୀର୍ଘସ୍ଥାୟୀ ଜୀବିକାକୁ ପ୍ରୋତ୍ସାହିତ କରୁଛି

ଭୁବନେଶ୍ୱର : ହିଣ୍ଡାଲକୋ ଦ୍ୱାରା ୨୦୨୦ରେ ହୀରାକୁଦରେ ଆରମ୍ଭ କରାଯାଇଥିବା ଆଦିତ୍ୟ ବିର୍ଲା ସ୍କିଲ୍‍ସ୍‍ ସେଣ୍ଟର (ଏବିଏସ୍‍ସି) ଉଲ୍ଲେଖନୀୟ କାର୍ଯ୍ୟ କରୁଛି । ଏହି ପ୍ରତିଷ୍ଠାନ ଓଡ଼ିଶାର ସମ୍ବଲପୁର ଜିଲ୍ଲାରେ ୪୦୦ରୁ ଅଧିକ ଯୁବବର୍ଗଙ୍କୁ ତାଲିମ ପ୍ରଦାନ କରିଛି ଏବଂ ସେମାନଙ୍କ ମଧ୍ୟରୁ…

ପାରଚିପାର ଉପନିର୍ବାଚନରେ ବିଜେପି ସମର୍ଥିତ ସମିତି ସଭ୍ୟ କମଳ ଗଣ୍ଡ ବିଜୟୀ

ପୁଷ୍ପାରାଣୀ./ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ପାରଚିପାରା ପଂଚାୟତର ରେ ଗତ ଅଗଷ୍ଟ ୦୯ ତାରିଖ ଦିନ ସମିତି ସଭ୍ୟ ନିମନ୍ତେ ଉପନିର୍ବାଚନ ହୋଇଥିଲା। ଏହି ନିର୍ବାଚନ ପାଇଁ ୧୨ଟି ଵୁଥ କରାଯାଇଥିଲା ୧୨ ବୁଥ ରେ ୫୧୪୮ ଭୋଟର ମତଦାନ କରିଥିଲେ । ତେବେ ବାହାଲୁ ଗଣ୍ଡ ଗତ କିଛି ମାସ…

ନୃର୍ତ୍ତାଙ୍ଗ ପଞ୍ଚାୟତରେ ବିଜେଡିର ବାଜିମାତ : 127 ଖଣ୍ଡ ଭୋଟରେ ପବିତ୍ରମୋହନ ବରାଳ ଙ୍କ ବିଜୟ

ଏକ ବିକଶିତ ପଞ୍ଚାୟତ ଗଢିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା ଙ୍କ ହାତମୁଠାକୁ ଟାଣ କରିପାରିଛନ୍ତି ନୁର୍ତ୍ତାଙ୍ଗ ପଞ୍ଚାୟତ ବାସୀ l                (ମାହାଙ୍ଗା-ଦେବେନ୍ଦ୍ର ଷଡ଼ଙ୍ଗୀ): କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ…

ଆଗାମୀ ଦୁଇ ମାସ ମଧ୍ୟରେ କ୍ରୁଟ ପକ୍ଷରୁ ୨୦୦ଟି ଇ-ବସ୍ ଚଳାଚଳ ଆରମ୍ଭ ହେବ: ଶ୍ରୀ ବୋଥ୍ରା

ଭୁବନେଶ୍ୱର, ଅଗଷ୍ଟ ୧୦ : ରାଜଧାନୀରେ ବସ୍ ଚଳାଚଳ କାର୍ଯ୍ୟରେ ନିୟୋଜିତ ଥିବା କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (ସିଆର୍‌ୟୁଟି) ଆଗାମୀ ୨ ମାସ ମଧ୍ୟରେ ୨୦୦ଟି ଇଲେକ୍ଟ୍ରିକ୍ ବସ୍ ଚଳାଇବ ବୋଲି ଆଡିସ୍‌ନାଲ୍ ଡିଜି (କ୍ରାଇମ୍‌) ତଥା କ୍ରୁଟ୍‌ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅରୁଣ…

ସବୁ ବିଦ୍ୟାଳୟରେ ଅଭିଭାବକ – ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା / ବିଦ୍ୟାଳୟ ପରିଚାଳନା ଏବଂ ଉନ୍ନୟନ କମିଟି ବୈଠକ…

 ଭୁବନେଶ୍ୱର :  ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ (ପ୍ରଥମ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ) ଅଭିଭାବକ - ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା / ବିଦ୍ୟାଳୟ ପରିଚାଳନା ଏବଂ ଉନ୍ନୟନ କମିଟି ବୈଠକ ହେବ । ଏଥିରେ ସମସ୍ତ ଅଭିଭାବକ, ଏସ.ଏମ.ସି. ଓ ଏସ.ଏମ,ଡିସିର…