ଯୁବ ସ୍ୱାଭିମାନ ଦିବସ ରେ ଭଞ୍ଜନଗର ସହରରେ ସ୍ବେଛାକୃତ ରକ୍ତଦାନ ଶିବିର

ଭଞ୍ଜନଗର (ଉଦୟନାଥ ପଣ୍ଡା): ସାରା ରାଜ୍ୟରେ "ଯୁବ ସ୍ବାଭିମାନ ଦିବସ" ପାଳିତ ଅବସରରେ, ଭଞ୍ଜନଗର ରେ ଅନୁଷ୍ଠିତ ହୋଇଯାଇଅଛି  ଏକ ରକ୍ତଦାନ ଶିବିର। ରକ୍ତ ଦାନ ମହାପୂଣ୍ୟ ,ଏହାକୁ ପାଥେୟ କରି ଅନ୍ୟର ଜୀବନ ବଞ୍ଚାଇବା ପାଇଁ ରକ୍ତଦାନ ହିଁ ଏକମାତ୍ର ବିକଳ୍ପ। ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରି…

କଂଗ୍ରେସ ତରଫରୁ ଜିଲ୍ଲାର ସମସ୍ତ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଘେରାଉ ବିକ୍ଷୋଭ ପ୍ରଦର୍ଶନ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶୁକ୍ରବାର ଦିନ ଗଜପତି ଜିଲ୍ଲାର ସମସ୍ତ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ବ୍ଲକ କଂଗ୍ରେସ କମିଟି ପକ୍ଷରୁ କରାଯାଇଛି। ଓଡ଼ିଶାର ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଗଜପତି ଜିଲ୍ଲାର ସମସ୍ତ ବ୍ଲକ ଘେରାଉ…

ପଞ୍ଚାୟତ ନିବାହୀ ଅଧିକାରୀମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କଲମ ଛାଡ ଆନ୍ଦୋଳନ ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ଯ ସଂଘର ଆହ୍ବାନ କ୍ରମେ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ , ଗଜପତି ଜିଲ୍ଲାର ସଭାପତି ଶ୍ରୀ ରାଜେନ୍ଦ୍ର କୁମାର ରଥଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ନିର୍ବାହୀ ଅଧିକାରୀମାନଙ୍କର ଏକ ପଦଯାତ୍ରା ସ୍ଥାନୀୟ ଗୁଣ୍ଡିଚା ମନ୍ଦିର ଠାରୁ ବାହାରି…

ଜିଲ୍ଲା ପରିଷଦର ୫୦ତମ ବୈଠକ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପରିଷଦ ୫୦ତମ ବୈଠକ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଗାୱାରା ତିରୁପତି ରାଓ ଅଧ୍ୟକ୍ଷତା କରିଥିବା ବେଳେ ଗଜପତି…

ନୂତନ ଥାନା ଅଧିକାରୀଙ୍କୁ ସାମ୍ବାଦିକ ସଂଘର ସ୍ୱାଗତ ସମ୍ବର୍ଦ୍ଧନା।

ଜୁନାଗଡ଼,୧୮/୮(ଆଦିତ୍ୟ ମହାନ୍ତି)ଜୁନାଗଡ଼ ଥାନାରେ ନୂତନ ଭାବେ ଯୋଗ ଦେଇଥିବା ଥାନା ଅଧିକାରୀ ଙ୍କୁ ସାମ୍ବାଦିକ ସଂଘ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ନୂତନ ଥାନା ଅଧିକାରୀ ଶେଷଦେଵ  ବେହେରା କୋରାପୁଟ କୋଟପାଡ଼ ରୁ ଆସି ଏଠାରେ ଦାୟିତ୍ୱ ନେଇଛନ୍ତି।ସାମ୍ବାଦିକ ସଂଘ ପକ୍ଷରୁ…

ବ୍ଲକ୍ ଦୁର୍ନୀତି ବିରୋଧରେ ଗର୍ଜ୍ଜିଲା ସୋରଡ଼ା କଂଗ୍ରେସ କମିଟି।

ଉଦୟନାଥ ପଣ୍ଡା (ଭଞ୍ଜନଗର) :ଭାରତୀୟ ଜାତୀୟ କଂଗ୍ରେସ ର ଆବାହନ ରେ ସମଗ୍ର ଓଡ଼ିଶାର ସମସ୍ତ ବ୍ଲକ ଆଗରେ କଂଗ୍ରେସ କର୍ମୀମାନେ ଘେରାଓ କରିଥିଲେ।ଏହି ପରିପ୍ରେକ୍ଷୀ ରେ ୧୮/୦୮/୨୦୨୩ ତାରିଖ ଶୁକ୍ରବାର ଦିନ ସୋରଡା ବ୍ଲକ ର ବହୁ କର୍ମୀ ମାନେ ସୋରଡା ବ୍ଲକ ଅଫିସ ଆଗରେ ବିକ୍ଷୋଭ କରିବା ସହ ବି.ଡି.ଓ…

ଆଫିନ୍ ଏବଂ ଓଆଇଜି ତରଫରୁ ବ୍ଲକ ସ୍ତରୀୟ ମେଗା ରକ୍ତଦାନ ଶିବିର – ୨୦୧ ୟୁନିଟ ରକ୍ତ ସଂଗୃହୀତ

ଜଗତସିଂହପୁର,ତା-୧୮.୦୮.୨୦୨୩/ସୁମନ୍ତ କୁମାର ଦାସ: ତିର୍ତ୍ତୋଲ ବ୍ଲକ ମଣିଜଙ୍ଗା ପଞ୍ଚାୟତ ର କଲ୍ଯାଣ ମଣ୍ଡପ ଠାରେ “ସ୍ବେଚ୍ଛାସେବୀ ସଙ୍ଗଠନ " ଆଫିନ୍ ଏବଂ ଓଆଇଜି ତରଫରୁ ଏକ ବ୍ଲକ ସ୍ତରୀୟ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିର ରେ ୨୦୧ ୟୁନିଟ ରକ୍ତ ସଂଗ୍ରହ…

ସୁନ୍ଦରଗଡ଼ ଠାରେ ଆନ୍ତର୍ଜାତୀୟ ମିଲେଟ ବର୍ଷ ପାଳନ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁନ୍ଦରଗଡ଼, ୧୮/୦୮(ବସନ୍ତ କୁମାର ଜେନା): ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ପାଳନ ଉପଲକ୍ଷେ ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଏକ ବୈଠକ ଏବଂ ମିଲେଟ ବ୍ୟଞ୍ଜନ ପ୍ରତିଯୋଗୀତା ଆଦି ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଜାନକୀ ବଲ୍ଲଭ ମହାପାତ୍ର ସ୍ଵାଗତ…

ରେଳଧାରଣା ନିକଟରୁ ଟିଫିନ ବୋମା ଜବତ ।

 ସୁନ୍ଦରଗଡ଼ /ରାଉରକେଲା,(ବସନ୍ତ କୁମାର ଜେନା): ସୁନ୍ଦରଗଡ ଜିଲ୍ଲା କେ ବଲାଙ୍ଗ ଥାନା ଅନ୍ତର୍ଗତ ଟୋପାଢ଼ିହି ପାର୍ଶ୍ଵରୁ ଡିବିଏଫ ଯବାନ ମାନଙ୍କ ଦ୍ୱାରା ୧୦ କେଜିରୁ ଅଧିକ ଓଜନର ଟିଫିନ୍ ବୋମା ଜବତ ହୋଇଛି । ସ୍ଥାନୀୟ ପୋଲିସ ଓ ଡିଭିଏଫ ଯବାନ ମିଳିତ ସର୍ଚ୍ଚ ଅପରେସନ ବେଳେ ଏହି ଏକ୍ସ୍…

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ସାରସକଣା ରୁ ଦିପୁ ମହାପାତ୍ର: ମୟୁରଭଂଜ ଜିଲ୍ଲା ସରସକଣା ବ୍ଳକ୍ ସ୍ଥାନୀୟ ଝlଡପୋଖରିଆ ଥାନା ରେ ଦେଖିବାକୁ ମିଳିଛି ଏକ ଅଭାବ ନୀୟ ଘଟଣା ସୂଚନା ମୁତାବକ ଗତ ୧୬ ତାରିଖ ବୁଧବାର ରାତ୍ର ରେ ଦୁଷ୍କର୍ମ ହୋଇଥିବାର ଝଡ଼ପୋଖାରିଆ ଥାନା ରେ ଅଭିଯୋଗ ହୋଇଛି ।ବୁଧବାର ରାତି ମା ବାପା ସହିତ ରାତି ଭୋଜନ…