୨୦୧୮ ମସିହା ତିନି ଛକିଆ ଜିତୁ ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ଙ୍କୁ ଆଜୀବନ କାରାଦଣ୍ଡ
ଗଂଜାମ ଜିଲ୍ଲା ପ୍ରତିନିଧି/ ନିଲୁ ବିଷୋୟୀ : ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଦୌରାଜଜ ଦେବଦତ୍ତ ପଟ୍ଟନାୟକ ଏକ ହତ୍ୟା ମାମଲାରେ ହୋଇ ଥିବା ସ୍ଵତନ୍ତ୍ର ଜିଆର କେସ୍ ନମ୍ବର ୨୬/୨୦୧୮ ମାମଲାର ବିଚାରଣ କରି ମୁଖ୍ୟ ଅଭିଯୁକ୍ତ ପ୍ରଭଞ୍ଜନ ତ୍ରିପାଠୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ…