ଜିଲ୍ଲାର ସାମଗ୍ରିକ ବିକାଶ ପ୍ରସଙ୍ଗକୁ ନେଇ ୧୧ ଦଫା ଦାବିରେ ନାଗରିକ ସୁରକ୍ଷା କମିଟି ଆହ୍ୱାନରେ ମହା ସମ୍ମିଳନୀ…

ସୁନ୍ଦରଗଡ଼ /ରାଉରକେଲା(ବସନ୍ତ କୁମାର ଜେନା): ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ବିକାଶ ପ୍ରସଙ୍ଗକୁ ନେଇ ୧୧ ଦଫା ଦାବିରେ ନାଗରିକ ସୁରକ୍ଷା କମିଟି ଆହ୍ୱାନରେ ଆଜି ରାଉରକେଲା ଭଞ୍ଜଭବନ ପ୍ରକ୍ଷାଳୟ ରେ ମହାସମ୍ମିଳନୀ ବରିଷ୍ଠ ସାହିତ୍ୟିକ ଓ ସ୍ତମ୍ଭକାର ଭୂପେନ ମହାପାତ୍ର, ଐତିହାସିକ ଡଃ ପ୍ରଭାତ…

କିମ୍‌ସରେ ବିଶିଷ୍ଟ ସ୍ନାୟୁରୋଗ ବିଶେଷଜ୍ଞ ଡା. ପି ସତୀଶ ଚନ୍ଦ୍ର

ଭୁବନେଶ୍ୱର ୨୦ ।୮: ଦେଶର ଅନ୍ୟତମ ଖ୍ୟାତି ସମ୍ପନ୍ନ ସ୍ନାୟୁରୋଗ ବିଶେଷଜ୍ଞ ଡା. ପି ସତୀଶ ଚନ୍ଦ୍ର କଳିଙ୍ଗ ଇନଷ୍ଟିଚଚ୍ୟଟ୍‍ ଅଫ୍‍ ମେଡିକାଲ ସାଇନ୍‌ସେସ୍ (କିମ୍‌ସ)ରେ ପ୍ରଫେସର ଏମେରିଟସ୍‍ ଭାବେ ଯୋଗ ଦେଇଛନ୍ତି । ଏହା ସହିତ ସେ କିମ୍‌ସ ବହିର୍ବିଭାଗରେ ମଧ୍ୟ ରୋଗୀଙ୍କୁ ନିର୍ଦ୍ଦିଷ୍ଟ ସମୟରେ…

ରାଜ୍ୟ କ୍ୟାବିନେଟରେ କୁଇ ଭାଷାକୁ ସମ୍ୱିଧାନର ୮ମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ ପ୍ରସ୍ତାବକୁ ସୁପାରିଶ

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ କୁଇ ( କନ୍ଧ ) ସମାଜର କର୍ମକର୍ତ୍ତା ଓ ଜନପ୍ରତିନିଧି ଭୁବନେଶ୍ଵର: କୁଇ ଭାଷାକୁ ସମ୍ୱିଧାନର ୮ମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଦ୍ୱାରା ସୁପାରିଶ କରାଯାଇ ଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସମଗ୍ର…

ଉନ୍ନୟନ କମିଶନର ତଥା ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଜଳବାୟୁ ସହନଶୀଳ କୃଷି ଏବଂ ସବୁଜ ଜଳବାୟୁ…

ପ୍ରଭାବଶାଳୀ ତଦାରଖ ଓ ପ୍ରଯୁକ୍ତିବିଦ୍ୟାର ଉପଯୋଗରେ ପ୍ରକଳ୍ପଗୁଡିକର ସଫଳତା ମିଳିପାରିବ । ଭୁବନେଶ୍ୱର- ଉନ୍ନୟନ କମିଶନର ତଥା ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଶନିବାର ସ୍ଥାନୀୟ ରାଜୀବ ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ବୈଠକରେ ପ୍ରଥମେ “ଜଳବାୟୁ…

ଗାଈଖାଇ କ୍ଷୁଦ୍ର ଜଳସେଚନ ପ୍ରଳଳ୍ପ : ଆଡିବନ୍ଧ ଉପରେ ୱାଲ ନିର୍ମାଣ କାମ ନିମ୍ନମାନର ଅଭିଯୋଗ

ସାଲେଭଟାରୁ ଗୁରୁ ଶଙ୍କର ପାଇକ -ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଅଂଚଳରେ ଥିବା ଗାଈଖାଇ କ୍ଷୁଦ୍ର ଜଳସେଚନ ପ୍ରଳଳ୍ପ ର ଆଡିବନ୍ଧ ଉପରେ ଏବେ ୱାଲ ନିର୍ମାଣ କାମ ଚାଲିଛି | ପ୍ରଥମେ ସ୍ଲାବ ( ବେଡ଼ )ପକାଯାଇ ତା ଉପରେ ୱାଲ ନିର୍ମାଣ କରାଯାଉଛି | ତେବେ ସ୍ଲାବ (ବେଡ଼ ) ଗୋଟିଏ ଫୁଟ ମୋଟେଇରେ…

ଡୁଙ୍ଗୁରିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ସ୍ୱାଗତ ଓ ବିଦାୟ ସମ୍ବର୍ଧନା

ସାଲେଭଟାରୁ ଗୁରୁ ଶଙ୍କର ପାଇକ - ଗତ ତା 19/8/2023 ରେ ବଲାଙ୍ଗୀର ଜିଲ୍ଲା ଆଗଲପୁର ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଦିଲୀପ କୁମାର ପାଠି ଙ୍କୁ କୁଟାସିଂହା ଆଞ୍ଚଳିକ ସାଧନ କେନ୍ଦ୍ର ର ଶିକ୍ଷକ ଓ ଶିକ୍ଷିକା ମାନଙ୍କ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି | ପୁଣି ଏହି କେନ୍ଦ୍ରର…

ୟୁରୋପିଆନ ପ୍ରତିନିଧି ଦଳଙ୍କ ରାଉରକେଲା ପରିଦର୍ଶନ

ରାଉରକେଲା(ବସନ୍ତ କୁମାର ଜେନା): ଏକ ୟୁରୋପିଆନ ପ୍ରତିନିଧି ଦଳ( ଜର୍ମାନୀ ଓ ଅଷ୍ଟ୍ରିଆ) ର ରାଷ୍ଟ୍ରଦୂତ ସେଠାକାର ସଂସ୍କୃତି ଓ ଶିକ୍ଷା ର ଭାବ ବିନିମୟ ଉଦ୍ଦେଶ୍ୟରେ ରାଉରକେଲା ଠାରେ ପହଞ୍ଚି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି ପରିପେକ୍ଷୀରେ ସେଣ୍ଟ୍ରାଲ ପାର୍କଠାରେ ରୋଟାରୀ କ୍ଲବ…

ଏସବିଆଇ ରେ ସ୍ବାସ୍ଥ୍ୟ ସଚେତନତା ଶିବିର

ରାଉରକେଲା, (ବସନ୍ତ କୁମାର ଜେନା): ଆମ୍ରି ହସ୍ପିଟାଲ,ଭୁବନେଶ୍ୱର ଆନୁକୂଲ୍ୟରେ ଷ୍ଟେଟ ବ୍ୟାଙ୍କର ଅବସର ପ୍ରାପ୍ତ କର୍ମଚାରୀ ମାନଙ୍କୁ ନେଇ ଏସବିଆଇ ରାଉରକେଲା ଟାଉନସିପ ଶାଖା ରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ସଚେତନତା ଶିବିର ଆର ବି ଓ (ଏସ ବି ଆଇ ) ରାଉରକେଲା ଙ୍କ ପ୍ରତ୍ୟକ୍ଷ…

ସୋଲପଟାରେ ରକ୍ତଦାନ ଶିବିର ଅନୁଷ୍ଠିତ

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନୟାଗଡ଼ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ରୋଟାରୀ କ୍ଲବ ଏବଂ ଛତ୍ରପତି ଶିବାଜୀ କ୍ଲବ ସୋଲପଟାର ମିଳିତ ସହଯୋଗ ରେ ଏକ ରକ୍ତଦାନ ଶିବିର ଆଜି ସୋଲପଟା ସ୍ଥିତ କମ୍ୟୁନିଟି ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର କୁ ଆନୁଷ୍ଠାନିକ ଭାବେ ରୋଟାରୀ କ୍ଲବର ବରିଷ୍ଠ…

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମଜୟନ୍ତୀ

ଜଗତସିଂହପୁର,ତା-୨୦.୦୮.୨୦୨୩/ସୁମନ୍ତ କୁମାର ଦାସ :ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ ଆନୁକୂଲ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ,ଭାରତରତ୍ନ ରାଜୀବ ଗାନ୍ଧୀ ଙ୍କ ଜନ୍ମଜୟନ୍ତୀ ପାଳିତ ହୋଇଯାଇଅଛି।ଏହି ଅବସରରେ ଚର୍ଚ୍ଚିକା ବଜାର ନିକଟରେ ଥିବା ରାଜୀବଗାନ୍ଧୀ ପାର୍କରେ ଅବସ୍ଥିତ…