ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ୩୪୯ଟି ନୂଆ ଆମ୍ବୁଲାନ୍ସ ଲୋକାର୍ପିତ
୧୪୮.୪୫ କୋଟି ଟଙ୍କା ବିନିଯୋଗ
୨୭୯ଟି ଆମ୍ଗୁଲାନ୍ସ ୧୦୮ ଫ୍ଳିଟ୍ରେ ଯୋଡିହେଲେ, ୭୦ଟି ଆମ୍ବୁଲାନ୍ସ ସରକାରୀ ମେଡିକାଲ ହସ୍ପିଟାଲ ଏବଂ ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ ପାଇଁ ସେବା ଯୋଗାଇବେ
୧୦୮-ଫ୍ଲିଟ୍ରେ ଆମ୍ବୁଲାନ୍ସ ସଂଖ୍ୟା ୧୩୬୬କୁ ବୃଦ୍ଧି
ଏଣିକି ୨୦ ମିନିଟ୍…