ପଦ୍ମପୁର ଯୁବ ଗୋଷ୍ଠୀ ର ପ୍ରୟାସ : ବେଆଇନ ଗୋ ଚାଲାଣ ବେଳେ ଉଦ୍ଧାର ହେଲେ ୫୦ ରୁ ଉର୍ଦ୍ଧ ଗୋରୁ

https://youtu.be/21qbAyCtQVc ଟ୍ରକ୍ ରେ ମିଳିଲା ଦୁଇଟି ନମ୍ଵର ପ୍ଲେଟ ପଦ୍ମପୁର :- ବରତୁଣ୍ଡା ଅଞ୍ଚଳରୁ ବେଆଇନ ଭାବେ ଗୋରୁ ଚାଲାଣ ହେଉଥିବା ବେଳେ ଗତ କାଲି ବିଲମ୍ବିତ ରାତ୍ରିରେ ସୋହେଲା ପୋଲିସ ସହାୟତାରେ ପଦ୍ମପୁର ର ଯୁବଗୋଷ୍ଠୀ ପଶ୍ଚିମବଙ୍ଗ ନମ୍ଵର ଥିବା ଗୋରୁ ଭର୍ତ୍ତି କାବୁ…

ରାଜ୍ୟ ଜିଏସଟି ଓ ସମନ୍ବିତ ଜିଏସଟି ଫଇସଲା ବାବଦକୁ ଅଗଷ୍ଟ ମାସରେ 1733.62 କୋଟି ଟଙ୍କା ସଂଗ୍ରହ ; ୩୮.୨୨ ପ୍ରତିଶତ…

ଭୁବନେଶ୍ୱର(ଶାସକ ପ୍ରଶାସକ) : ୨୦୨୩ ମସିହା ଅଗଷ୍ଟ ମାସରେ ରାଜ୍ୟ ଜିଏସଟି ଓ ସମନ୍ବିତ ଜିଏସଟି ଫଇସଲା ବାବଦକୁ ରାଜ୍ୟକୁ ମିଳିବାକୁ ଥିବା ଜିଏସଟି ପରିମାଣ ୧୭୩୩.୬୨ କୋଟି ଟଙ୍କା ହୋଇଛି । ୨୦୨୨ ମସିହା ଅଗଷ୍ଟ ମାସରେ ଏ ବାବଦରେ ୧୨୫୪.୨୪ କୋଟି ଟଙ୍କା ସଂଗୃହୀତ ହୋଇଥିଲା । ଫଳରେ ଏ କ୍ଷେତ୍ରରେ…

ମୁମ୍ବାଇରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ : ମୃତଦେହ ଜନ୍ମମାଟିକୁ ଫେରାଇ ଆଣିଲା ଓଡ଼ିଶା-ମୋ ପରିବାର

ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲାର ବାସିନ୍ଦା ସିଦ୍ଧାନ୍ତ ସାହୁ (୨୬ବର୍ଷ) ଗତ ୮ବର୍ଷ ଧରି ମୁମ୍ବାଇରେ ରହି ପାଣି ପାଇପ୍ କାମ କରିଆସୁଥିଲେ । ଗତ ଅଗଷ୍ଟ ୩୦ତାରିଖରେ ସେ କାମ କରୁଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ସିଦ୍ଧାନ୍ତ, କାମ କରୁଥିବା କମ୍ପାନୀ ତାଙ୍କ ମୃତଦେହକୁ ବିମାନ ଯୋଗେ…

ବେଲଗୁଣ୍ଠାରେ ସ୍ୱାୟତ୍ତ ଶାସନ ଦିବସ:ନଟିଆ ଓ କୁଳଦିପ୍ ମୁଖ୍ୟ ଆକର୍ଷଣ ।

ବେଲଗୁଣ୍ଠା -୧/୯-ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ୪୯ତମ ସ୍ୱାୟତ୍ତ ଶାସନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି ।ଗୁରୁବାର ସକାଳ ୧୦ ଘଟିକା ସମୟରେ ମୁଖ୍ୟ ଅତିଥି  ଭାବେ ସୋରଡ଼ା ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ଯୋଗ ଦେଇ ନଗରପାଳ ଫିରୋଜ କୁମାର ସେଠୀ, ଉପାଧ୍ୟକ୍ଷା…

ବେଲଗୁଣ୍ଠାର ସମସ୍ତ ପିଇଓ ଚଉଦ ଦିନ ହେବ ସମୂହ ଛୁଟିରେ ; ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-ନିଖିଳ ଉତ୍କଳ ପଂଚାୟତ ନିର୍ବାହୀ ଅଧିକାରୀ ସଙ୍ଘ, ଭୁବନେଶ୍ୱରଙ୍କ ଆହ୍ୱାନ କ୍ରମେ ସମଗ୍ର ଓଡ଼ିଶାର ପଞ୍ଚାୟତ ନୀର୍ବାହୀ ଅଧିକାରୀ ମାନେ ନିଜର ଦୁଇ ଦଫା ଦାବି ପୂରଣ ପାଇଁ ସମୂହ ଛୁଟିରେ ଯିବା ସହିତ ନିଜ ନିଜର ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ ଚଉଦ…

ବଜ୍ରପାତରେ ନଅ ଗାଈଗୋରୁ ମୃତ; ବାଛୁରୀ ଗୁରୁତର; ସରକାରୀ ସାହାଯ୍ୟ ଯୋଗାଇଦେବାକୁ ଦାବି

ବେଲଗୁଣ୍ଠା,(ଶିବରାମ ଚୌଧୁରୀ )-ବଜ୍ରପାତରେ ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ବଡ଼ପଡ଼ା ପଂଚାୟତ ଶିରୀକୋଈ ଗ୍ରାମର ଜୟ ଗୌଡ଼ଙ୍କ ନଅଟି ଗାଈଗୋରୁ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ଗୋଟିଏ ବାଛୁରୀ ଗୁରୁତର ଭାବେ ଆହତ ହୋଇ ଚିକିତ୍ସିତ ହେଉଥିବା ଖବର ମିଳିଛି I ଖବରରୁ ଜଣାପଡିଛି ଆଜି ଜୟ…

ପୌର ପରିଷଦରେ ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ

 https://youtu.be/fZCi7_s4n6A ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ପୌର ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ କାର୍ଯ୍ୟକ୍ରମ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ସକାଳେ ପୌର ପରିଷଦ କାର୍ଯ୍ୟାଳୟ ଠାରେ ପାରଳାଖେମୁଣ୍ଡି…

ପଦ୍ମପୁର ଏନ୍ଏସିରେ ସ୍ବାୟତ୍ତ ଶାସନ ଦିବସ ପାଳିତ l

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ପଦ୍ମପୁର ଏନ୍ଏସି ତରଫରୁ ସ୍ଥାନୀୟ ରାଜାଜୀ ଟାଉନ ହଲ୍‌ଠାରେ ନିଖିଳ ଭାରତ ସ୍ଵାୟତ୍ତ ଶାସନ ଦିବସ ସମାରୋହରେ ପାଳିତ ହୋଇଯାଇଛି। ଏନ୍ଏସି ଅଧ୍ୟାକ୍ଷା ସାବିତ୍ରୀ ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ବିଧାୟିକା ବର୍ଷାସିଂ ବରିହା, ସମ୍ମାନିତ…

“ରସାବଳିର ଜିଆଇ ଟ୍ୟାଗ୍ ପାଇଁ ଆବେଦନ କରାଯିବ”

ରାଜ୍ୟ ସ୍ତରୀୟ ରସାବଳି ଦିବସ ପ୍ରଭୁ ଶ୍ରୀ ବଳଦେବ ଜୀଉ ଙ୍କ ଜନ୍ମଦିନ ତଥା ଗହ୍ମା ପୂର୍ଣମୀରେ ପାଳନ ହେବ l ଭୁବନେଶ୍ୱର : ଆଜି ଗୁରୁ କେଳୁଚରଣ ମହାପାତ୍ର ‌ଓଡ଼ିଶୀ ଗବେଷଣା କେନ୍ଦ୍ର ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି ରାଜ୍ୟ ସ୍ତରୀୟ ରସାବଳି ଦିବସ ଉତ୍ସବ। ଏହି ଉତ୍ସବକୁ ଓଡିଶା ସଂସ୍କୃତି…

ଆରଏମ‌ସି ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ପାଳିତ

୨ଟି ପ୍ରକଳ୍ପ ଲୋକାର୍ପିତ, 'ମିଶନ ଶକ୍ତି କାଫେ'ର ଶିଳାନ୍ୟାସ ରାଉରକେଲା ୩୧ ଅଗଷ୍ଟ ୨୦୨୩(ବସନ୍ତ କୁମାର ଜେନା): ରାଉରକେଲା ମହାନଗର ନିଗମ ପକ୍ଷରୁ ଧୁମ୍‌ଧାମର ସହ ସ୍ବାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ରାଉରକେଲା ମହାନଗର ନିଗମ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ…