ଆନ୍ତର୍ଜାତୀୟ ବାଳିକା ଦିବସରେ ବାଳିକା ମେଧା ସମ୍ଵର୍ଦ୍ଧନା ଉତ୍ସବ

ଚିଲିକା:(ସେକ୍ କୌସର): ଚିଲିକା ବ୍ଲକ୍ ଅନ୍ତର୍ଗତ ଶ୍ରୀ ଲୋକନାଥ ଦେବ ମାନସିଂହ ବିଦ୍ୟାପୀଠ, ଵିରିବାଡି ଓ ସାରିଆ ଭଗବାନ ଟ୍ରଷ୍ଟ ର ମିଳିତ ଆନୁକୂଲ୍ୟରେ ଆଜି ବୁଧବାର ଆନ୍ତର୍ଜାତୀୟ ବାଳିକା ଦିଵସ ଅବସରରେ ଏକ ବାଳିକା ପ୍ରତିଭା ସମ୍ଵର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏହି ଉପଲକ୍ଷେ…

ଚିଲିକା ବିଜୁ ଜନତା ଦଳର ଜନସମ୍ପର୍କ ପଦ ଯାତ୍ରା l

ବାଲୁଗାଁ:(ସେକ୍ କୌସର):ଚିଲିକା ନିର୍ବାଚନ ମଣ୍ଡଳୀ ଚିଲିକା ବ୍ଲକ, ୦୬ ନମ୍ବର ଜୋନ ଓ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ବିଜୁ ଜନତା ଦଳର ଜନ ସମ୍ପ୍ରକ ପଦ ଯାତ୍ରା ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସୁକାନ୍ତି ପାଇକରାୟ ଙ୍କ ନେତୁର୍ତ୍ୟରେ ଜନ ସମ୍ପର୍କ ପଦ ଯାତ୍ରା ଅନୁଷ୍ଠିତ…

ମୂର୍ତ୍ତି ବିସର୍ଜନ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।

ଗୁଣପୁର: ଗୁଣପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍ଭାବନା ସଭା ଗୃହ ଠାରେ ପୂଜା ଓ ମୂର୍ତ୍ତି ବିସର୍ଜନ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଗୁଣପୁର ଉପ ଜିଲ୍ଲାପାଳ ଲଳିତ କୁମାର କହଁର ଅଧ୍ୟକ୍ଷତା କରିଥିବା ବେଳେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାୟଗଡ ସ୍ୱତନ୍ତ୍ର ଅଧିକାରୀ ଗୌରୀ…

ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀ ରେ ବିଜୁ ଜନତାଦଳ ର ଜନସମ୍ପର୍କ ପଦଯାତ୍ରା ଉଦଯାପନୀ ଦିବସ

ଜଗତସିଂହପୁର,ତା-୧୧.୧୦.୨୦୨୩/ସୁମନ୍ତ କୁମାର ଦାସ:ସରକାରଙ୍କ ବିକାଶ ବାର୍ତ୍ତା ଲୋକମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ବିଜୁ ଜନତା ଦଳ ପକ୍ଷରୁ ଅକ୍ଟୋବର ୨ ତାରିଖରୁ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ କରାଯାଇଛି । ଆଜି ବାଲିକୁଦା -ଏରସମା ନିର୍ବାଚନ ମଣ୍ଡଳୀ ର ଏରସମା ବ୍ଳକ ବିଜେଡି ସଭାପତି…

ପ୍ରସ୍ତାବିତ ଘୁମୁସରଜିଲ୍ଲା ଦାବିରେ ଚକ ଅଖ ବନ୍ଦ୍ ଡାକରା ସଂପୂର୍ଣ୍ଣ ସଫଳ

ଭଞ୍ଜନଗରରୁ { ଉଦୟନାଥ ପଣ୍ଡା }: ପ୍ରସ୍ତାବିତ ଘୁମୁସରଜିଲ୍ଲା ଦାବିକୁ ନେଇ ଘୁମୁସର ଅନ୍ତର୍ଗତ ବିଭିନ୍ନ ସହର, ବ୍ଳକ, ଓ ସବ୍ ଡିଭିଜନରେ ଭିନ୍ନ ଭିନ୍ନ ସମୟରେ ଆନ୍ଦୋଳନ ଓ ବନ୍ଦ୍ ପାଳନ ହୋଇଆସିଛି। ସେହିପରି ଆଜି ମଧ୍ୟ ସଂପୂର୍ଣ୍ଣ ଚକ ଅଖ ବନ୍ଦ୍ ଡାକରା ସଫଳ ହୋଇଛି। ଘୁମୁସର ମିଳିତ…

ଡେରାବିଶ୍ ବ୍ଲକରେ ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ।

କେନ୍ଦ୍ରାପଡା:(ଶାସକ ପ୍ରଶାସକ)ପ୍ରଫୁଲ୍ଲ କୁମାର ମଲ୍ଲ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସାରା ଜନସମ୍ପର୍କ ପଦଯାତ୍ରା ଅକ୍ଟୋବର 2 ଗାନ୍ଧୀ ଜୟନ୍ତୀ ରୁ ଆରମ୍ଭ ହୋଇଛି l ଦୀର୍ଘ ଏକ ମାସ ଧରି ଏହି ପଦଯାତ୍ରା ଚାଲିବ lକେନ୍ଦ୍ରାପଡା ଜିଲ୍ଲା ପାଟକୁରା…

‘ଜାତୀୟ ସ୍ତରୀୟ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତା’ରେ ଓଡ଼ିଶା ପ୍ରକଳ୍ପ ସର୍ବଭାରତୀୟ ସ୍ତରରେ ତୃତୀୟ

ଭୁବନେଶ୍ୱର,୧୧/୧୦/୨୦୨୩:କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ କାରିଗରୀ କୌଶଳ ମନ୍ତ୍ରାଳୟ ତତ୍ତ୍ଵାବଧାନରେ National Innovation Foundation ଦ୍ଵାରା ଆୟୋଜିତ ‘ଜାତୀୟ ସ୍ତରୀୟ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତା’ରେ ଓଡ଼ିଶାରୁ ୫ଟି ପ୍ରକଳ୍ପ ପୁରସ୍କୃତ ହୋଇଛି ଏବଂ ଗୋଟିଏ ପ୍ରକଳ୍ପ…

ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ/ଶିକ୍ଷୟିତ୍ରୀଙ୍କ ପ୍ରଥମ ବ୍ଲକ୍‌ସ୍ତରୀୟ ବୈଠକ

ବିଭିନ୍ନ ଜିଲ୍ଲାରେ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ଯୋଗଦାନ ଭୁବନେଶ୍ୱର,୧୧/୧୦ ୨୦୨୩:ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ଶୈକ୍ଷିକ ବିକାଶ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କର ପ୍ରଥମ ବ୍ଲକସ୍ତରୀୟ ବୈଠକର ଆୟୋଜନ…

ମହିଳା ସ୍ନାତକ ମହାବିଦ୍ୟାଳୟରେ ଶିକ୍ଷା ବିଭାଗ ତରଫରୁ ପାଠଚକ୍ର ଅନୁଷ୍ଠିତ

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟର ଶିକ୍ଷା ବିଭାଗ ତରଫରୁ ସେମିନାର୍ ସହିତ ପ୍ରଥମ ବର୍ଷ ନୂତନ ଛାତ୍ରୀମାନଙ୍କୁ ଏକ ସ୍ଵାଗତ ଉତ୍ସବର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର…

ଗୁଣୁପୁର ପୋଲିସ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ ଓ ରଥର ଶୁଭାରମ୍ଭ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:ରାୟଗଡ଼ା ଜିଲ୍ଲା ଗୁଣପୁର ସ୍ଥାନୀୟ ମହାବିଦ୍ୟାଳୟ ରଙ୍ଗ ମଞ୍ଚ ଠାରେ ଗୁଣପୁର ପୋଲିସ ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ମିଳିତ ସହଯୋଗରେ ସାଇବର ସୁରକ୍ଷା ସଚେତନତା ସଭା ଏବଂ ସାଇବର ସୁରକ୍ଷା ଅଭିଯାନ ରଥର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି…