ବ୍ରାହ୍ମଣ ସମାଜର ମକର ମିଳନ: ସମ୍ମିଳନୀ ରେ ବ୍ରହ୍ମନାଦ ଉନ୍ମୋଚିତ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି-ସ୍ଥାନୀୟ ପୁରୁଣା ଗୁଣପୁର ବିଦ୍ଯାନିକେତନ ପଡିଆ ଠାରେ ଗୁଣପୁର ବ୍ରାହ୍ମଣ ସମାଜ ର ବାର୍ଷିକ ନଗର ସମ୍ମିଳନୀ ରେ ମକର ମିଳନ କାର୍ଯ୍ଯକ୍ରମ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ପତିତ ପାବନ ପାଢିଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି…

ବି ଏସ୍ କେ ୱାଇ ନବୀନ କାର୍ଡ : ଅନଲାଇନ୍ ଦରଖାସ୍ତ ସମୟସୀମା ଜାନୁଆରୀ ୨୬କୁ ବୃଦ୍ଧି

୧୬ ତାରିଖ ଅପରାହ୍ନ ୨ଟା ସୁଦ୍ଧା ୩.୪୬ ଲକ୍ଷରୁ ଉର୍ଦ୍ଧ ଦରଖାସ୍ତ ପଞ୍ଜୀକୃତ ଭୁବନେଶ୍ୱର ୧୬/୧/୨୪: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ନବୀନ କାର୍ଡ ପାଇଁ ଆବେଦନ କ୍ଷେତ୍ରରେ ଦୃତ ଅଗ୍ରଗତି ପରିଲକ୍ଷିତ ହୋଇଛି । ଗ୍ରାମ ଓ ପଂଚାୟତ ସ୍ତରରେ ସଘନ ସଚେତନତା କାର୍ଯ୍ୟକ୍ରମ ଫଳରେ ଏହା ସମ୍ଭବ ହୋଇଛି । ଆଜି…

କତାରରେ ଫସିଛନ୍ତି ୪ ଓଡିଆ: ଉଦ୍ଧାର ପାଇଁ ବୈଜୟନ୍ତ ପଣ୍ଡାଙ୍କ ଚିଠି

ଭୁବନେଶ୍ବର, ୧୬।୦୧- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା କତାରରେ ଫସିଥିବା ୪ ଓଡିଆ ଯୁବକଙ୍କୁ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଏକ ଚିଠି ଲେଖି ନିବେଦନ କରିଛନ୍ତି।  ଏଠାରେ ସୂଚନାଯୋଗ୍ୟ ଯେ…

ମକର ପର୍ବ ରେ ଶବରବାସୀଙ୍କୁ ନୂତନ ବସ୍ତ୍ର ଉପହାର ଦେଲେ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ ।

କେନ୍ଦ୍ରାପଡା:(ଶାସକ ପ୍ରଶାସକ)ପ୍ରଫୁଲ୍ଲ କୁମାର ମଲ୍ଲ :  ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ପେଟଚ୍ଛେଲା ପଞ୍ଚାୟତରେ ଥିବା ଜଙ୍ଗଲଘେରି ଗ୍ରାମରେ ଅତ୍ୟନ୍ତ ଦୁର୍ଦ୍ଦଶାରେ ବାସକରନ୍ତି ପାଖାପାଖି ୫0ରୁ ଉର୍ଦ୍ଧ ପରିବାର। ଶୀତଦିନେ ଛୋଟ ମାଟି କୁଡିଆ ଘରେ…

ଜିଓ ପକ୍ଷରୁ ସାରା ଓଡ଼ିଶାରେ ଜିଓଏୟାରଫାଇବ‍ର ସେବା ସମ୍ପ୍ରସାରଣ

-ଜିଓଏୟାରଫାଇବ‍ର ଶେଷ ମାଇଲ ସଂଯୋଗ କ୍ଷେତ୍ରରେ ରହିଥିବା ସମସ୍ୟାକୁ ଦୂର କରିବ ଏବଂ ସମଗ୍ର ଓଡ଼ିଶାରେ ପ୍ରତଟି ଘର ଏବଂ କ୍ଷୁଦ୍ର ବ୍ୟବସାୟକୁ ସଂଯୁକ୍ତ କରି ଡିଜିଟାଲ ରୂପାନ୍ତରଣ ଆଣିବ -ଜିଓଏୟାରଫାଇବ‍ର ଟିଭି ଓ ବ୍ରଡବ୍ୟାଣ୍ଡ୍‌‌‍ ବ୍ୟବହାରକାରୀଙ୍କୁ ଗୋଟିଏ ସମନ୍ୱିତ ସେବାରେ ଏକ…

ବେଲଗୁଣ୍ଠାରେ ମକର ଯାତ୍ରା ମହୋତ୍ସବ: ସହସ୍ରାଧିକ ଦର୍ଶକ ସମାଗମ ।

ବେଲଗୁଣ୍ଠା- (ଶିବରାମ ଚୌଧୁରୀ )- ମନ୍ଦିର ମାଳିନୀ ସହର ବେଲଗୁଣ୍ଠାରେ ଶ୍ରୀ ଲକ୍ଷ୍ମୀ ନୃସିଂହ ସପନ ମାନସିକ ମେଳାର ୩୦ତମ ବାର୍ଷିକ ଉତ୍ସବ ଅବସରରେ ମକର‌ ଯାତ୍ରା ଉତ୍ସବ ମହାସମାରୋହରେ ପାଳିତ ସୋଇଯାଇଛି ।ବେଲଗୁଣ୍ଠା ସହର ଗଞ୍ଜାମ ଜିଲ୍ଲାରେ ଏକ ପ୍ରମୁଖ ମନ୍ଦିର ମାଳିନୀ ସହର ହୋଇଥିବା ବେଳେ…

“ବେଲଗୁଣ୍ଠା ସାହିତ୍ୟ ଘରର ମକର ମିଳନ ଉତ୍ସବ ; ଫକୀର ମୋହନଙ୍କ ଲେଖନୀରେ ନାରୀ ଚରିତ୍ରର କ୍ରମ ରୂପାନ୍ତରଣ…

 ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ପବିତ୍ର ମକର ସଂକ୍ରାନ୍ତି ଅବସରରେ ବେଲଗୁଣ୍ଠା ସାହିତ୍ୟ ଘର ଏବଂ ରେଷ୍ପଣ୍ଡ୍ ଟ୍ରଷ୍ଟ୍ ର ମିଳିତ ଆନୁକୂଲ୍ୟରେ ବଡ଼ ଦୋଡ଼ଙ୍ଗା ସ୍ଥିତ ଶ୍ରୀ ଶ୍ରୀ ଚନ୍ଦ୍ରକଳ୍ପେଶ୍ୱର ମନ୍ଦିର ପ୍ରାଙ୍ଗଣରେ ମକର ମିଳନ ଉତ୍ସବ ତଥା ବ୍ୟାସକବି ଫକୀର ମୋହନ ଜୟନ୍ତୀ,କବିତା ଆସର…