ଭୁଶୁଡ଼ି ଗଲା ଇନ୍ଦିରା ଆବାସ ଛାତ,ଅଳ୍ପକେ ବର୍ତ୍ତିଲେ ଯୁବକ ଓ ନାବାଳକ ।

ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡ଼ା ଜିଲ୍ଲା ସଦରମହକୁମା ଜେମାଦେଇ ପେଣ୍ଠ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ମାଲା ସାହିରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ।  ସୁଚନା ଏହା କି ଯେ ୧୯୯୫ ମସିହାରେ ଜେମା ଦେଇ ପେଣ୍ଠ ଗ୍ରାମ ମାଲା ସାହିରେ ନିଆଁ ଲାଗି ପ୍ରାୟ ୮୫ ବଖରା ଘର ଧ୍ବଂସ ହୋଇଥିଲା,…

ମା ଦୂଲ୍ଲାର ଦେଇ ଆନ୍ତଃ ଜିଲ୍ଲା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୦୫/୧୧/୨୩ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ କୁସୁମ ବନ୍ଦ ମିନି ଷ୍ଟାଡିୟମ ଠାରେ ମା ଦୂଲ୍ଲାର ଦେଇ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଏଥିରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ୧୬ ଟି ଦଳ ଅଂଶ ଗ୍ରହଣ କରୁଥିବା ବେଳେ…

ଡାବୁଗାଁ ରେ ବ୍ରାହ୍ମଣ ସମାଜ ବୈଠକ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଡଙ୍ଗରିଗୁଡ଼ା ସ୍ଥିତ ଶିବ ମନ୍ଦିର ପରିସରରେ ଡାବୁଗାଁ ବ୍ରାହ୍ମଣ ସମାଜ ର ଏକ ବୈଠକ ସଭାପତି ଧୀରେନ୍ଦ୍ର ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାର୍ଷିକ ବିବରଣୀ ପାଠ କରିବା ସହ ଆୟ ବ୍ୟେୟ ର…

ଅଞ୍ଚଳ ମହାବିଦ୍ୟାଳୟ ରେ ଏନ୍ ଏସ୍ ଏସ୍ ସେବା ଶିବିର ଉଦଯାପିତ l

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ର ଜାତୀୟ ସେବା ଯୋଜନା ଆନୁକୂଲ୍ଯରେ ଅନୁଷ୍ଠିତ ସପ୍ତାହ ବ୍ୟାପି ପୂଜା ସ୍ଵତନ୍ତ୍ର ଶିବିର ଉଦଯାପିତ ହୋଇଯାଇଛି l ଅଧ୍ୟକ୍ଷ ଡଃ ଲଳିତେନ୍ଦୁ ନାୟକ ଙ୍କ ସଭାପତିତ୍ବରେ ଆୟୋଜିତ ଉଦଯାପନୀ ଉତ୍ସବରେ ପ୍ରାଧ୍ୟାପକ ଲଲିତ ମୋହନ ପଣ୍ଡା…

ରତ୍ନ ଭଣ୍ଡାର ପ୍ରସଙ୍ଗରୁ ଦୃଷ୍ଟି ହଟାଇବା ପାଇଁ ପରିକ୍ରମା ପ୍ରକଳ୍ପ ଓ ଯଜ୍ଞ ବିଷୟରେ ଗଜପତିଙ୍କ ମୁହଁରୁ କୁହାଉଛନ୍ତି…

 ପରିକ୍ରମା ପ୍ରକଳ୍ପ ଉଦ୍‌ଘାଟନ ପୂର୍ବରୁ କମିଟି ଗଠନ କରି ରତ୍ନ ଭଣ୍ଡାର ଖୋଲନ୍ତୁ ରାଜ୍ୟ ସରକାର  ରତ୍ନ ଭଣ୍ଡାର ଖୋଲିବା ବଦଳରେ ଲେଜର୍ ସ୍କାନିଂ ରାଜ୍ୟ ସରକାରଙ୍କ ଯୋଜନାବଦ୍ଧ ଷଡଯନ୍ତ୍ର  ଓଡ଼ିଆ ଯୋଗ୍ୟ ଲୋକଙ୍କ ଉପରେ ରାଜ୍ୟ ସରକାରଙ୍କ ବିଶ୍ୱାସ ନାହିଁ କି ? …

ବାହାନଗା ରେଳ ଦୁର୍ଘଟଣା ମୃତକଙ୍କ ପରିବାର ସଦସ୍ୟଙ୍କୁ କିଟ୍ ରେ ମିଳିଲା ନିଯୁକ୍ତି

ଭୁବନେଶ୍ୱର, ୫ ।୧୧: ବାଲେଶ୍ୱର ବାହାନଗାଠାରେ ଘଟିଥିବା ଦୁଃଖଦ ରେଳ ଦୁର୍ଘଟଣାରେ ଓଡ଼ିଶାର ମୃତକଙ୍କ ପରିବାରର ଜଣେ ଯୋଗ୍ୟ ବ୍ୟକ୍ତିଙ୍କୁ ନିଯୁକ୍ତି ଓ ତାଙ୍କ ପରିବାରର ପିଲାଙ୍କୁ କିଟ୍ ରେ ମାଗଣା ଶିକ୍ଷା ବ୍ୟବସ୍ଥାକୁ ରବିବାର କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କାର୍ଯ୍ୟକାରୀ…

ଓଡିଶା ଛତିଶଗଡ଼ ସୀମାନ୍ତ ରେ ବିପୁଳ ପରିମାଣ ର ମହୁଲପୋଚ, ଦେଶୀ ମଦ ନଷ୍ଟ କଲା ଅବକାରୀ ବିଭାଗ l

ଝାରବନ୍ଧ -ମନୋହର ଦାଶ: ବରଗଡ଼ ଅବକାରୀ ଅଧିକ୍ଷକ ସୁବନ ନାୟକ ଙ୍କ ନିର୍ଦେଶ କ୍ରମେ ଚଳିତ 17/11 ତାରିଖ ଦିନ ଛତିଶଗଡ଼ ରାଜ୍ୟ ମହାସମୁନ୍ଦ ଜିଲ୍ଲା ବସନା, ସରେଇପାଲି ହେଉଥିବା ବିଧାନସଭା ନିର୍ବାଚନ କୁ ଦୃଷ୍ଟି ରେ ରଖି ପଦ୍ମପୁର, ପାଇକମାଲ ଅବକାରୀ ବିଭାଗ ତରଫରୁ ବେଆଇନ ରନ୍ଧା ମଦ କରବାର…

‘ଫିଓନା’ ରିଫାଇନ୍‍ଡ ସନ୍‍ଫ୍ଲାୱାର ତେଲ ଓଡ଼ିଶାରେ ପ୍ରଚଳନ ସହିତ ବୁଙ୍ଗେ ଇଣ୍ଡିଆ ନିଜର ପହଞ୍ଚ ପରିବ୍ୟାପ୍ତ କରୁଛି

- ଆପଣଙ୍କ ଭୋଜନକୁ ବର୍ଦ୍ଧିତ ଭିଟାମିନ୍‍ ସ୍ଥାନାନ୍ତରଣନିମନ୍ତେ ପ୍ରଚଳନ କରୁଛି ଭିଟୋପ୍ରୋଟେକ୍ଟ ଫର୍ମୁଲା ଭୁବନେଶ୍ୱର : ଖାଇବା ତେଲ ବଜାରରେ ଏକ ଅଗ୍ରଣୀ କମ୍ପାନୀ ବୁଙ୍ଗେ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ (ବୁଙ୍ଗେ ଇଣ୍ଡିଆ) ଓଡ଼ିଶାରେ ନିଜର ସ୍ୱସ୍ତରୀୟ ବିକଶିତ ରିଫାଇନ୍‍ଡ ସନ୍‍ଫ୍ଲାୱାର ତେଲ…

ଓଡ଼ିଶାକୁ ଏକ ଅଗଣତାନ୍ତ୍ରିକ ଓ ଅସାମ୍ବିଧାନିକ ପଦ୍ଧତିରେ ଚାଲୁଥିବା ଶାସନ ବ୍ୟବସ୍ଥା ଭେଟିି ଦେଇଛନ୍ତି ରାଜ୍ୟ ସରକାର :…

 “ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ” ଯୋଜନାର ଅବଧିକୁ ଆଉ ୫ବର୍ଷ ବଢ଼ାଇ ଥିବାରୁ ମୋଦିଜୀଙ୍କୁ  କୃତଜ୍ଞତା ଓ ଧନ୍ୟବାଦ  ବିଜେଡିନେତା ଓ ଅଫିସରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ଉଇ ଭଳି ଓଡ଼ିଶାକୁ ଫମ୍ଫା କରିଚାଲିଛି  ଓଡ଼ିଶାରେ ବର୍ଷକୁ ୧ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହେଉଛି…

ସ୍ଥାନୀୟ ନେତା,ଅଫିସର ଓ ଠିକାଦାର ଙ୍କ ଭିତରେ ମଧୁଚନ୍ଦ୍ରିକା ।

ଭୁବନ ର ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ଭୁବନ/ଅବିନାଶ ସାଥୁଆ ମହାପାତ୍ର - ଢେ଼ଙ୍କାନାଳ ଜିଲ୍ଲା ଭୁବନ ଏନ.ଏ.ସି ଅଞ୍ଚଳରେ ଥିବା ଡ୍ରେନ ଗୁଡିକ ଦୀର୍ଘ ଦିନ ଧରି ସଫା ହୋଇନଥିବା ବେଳେ ପ୍ରତ୍ୟେକ ମାସ ପରିମଳ ବ୍ୟବସ୍ଥା ନାଁରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି କାହା ସ୍ୱାର୍ଥରେ…