ବାଣପୁର ଓକିଲ ସଂଘର ୪୪ ତମ ବାର୍ଷିକ ଉତ୍ସବ

ବାଣପୁର (ସେକ୍ କୌସର): ଖୋର୍ଦ୍ଧା ଜିଲ୍ଲା ବାଣପୁର ଓକିଲ ସଂଘର ୪୪ ତମ ବାର୍ଷିକ ଉତ୍ସବ ସ୍ଥାନୀୟ କୋର୍ଟ ପରିସର ମଧ୍ୟରେ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଣପୁର ବିଚାର ବିଭଗୀୟ ଅଦାଲତର ବରିଷ୍ଠ ଦେୱାନୀ ବିଚାରପତି ମନୋରଞ୍ଜନ ମିଶ୍ର…

ରାସ୍ତା ନୁହେଁ ମରଣ ଯନ୍ତା

ଜମସେଠ ବିଜୁ ଏକ୍ସପ୍ରେସ ୱେ ରୁ ଗ୍ରାମାଞ୍ଚଳ କୁ ସଂଯୋଗ କରୁଥିବା ରାସ୍ତାର ଦୁରାବସ୍ଥା ବିଭାଗୀୟ ଜେ ଇ ଫୋନ ଉଠେଇବାକୁ ନାରାଜ ବରଗଡ :- ବରଗଡ ଜିଲ୍ଲା ପାଇକମାଲ ରୁ ନୂଆପଡା ଯିବା ରାସ୍ତାରେ , ବିଜୁ ଏକ୍ସପ୍ରେସ ୱେ କୁ ଜମସେଠ ଗ୍ରାମ ନିକଟରେ ସଂଯୋଗ କରୁଥିବା ରାସ୍ତା ର…

ବିଜେଡିରେ ଗୋଷ୍ଠି କନ୍ଦଳ : କମିଟି ଗଠନକୁ ନେଇ ହାତାହାତି

ଜମନକିରା( ଲିପନ ନାଏକ ) :ଦିନକୁ ଦିନ କୁଚିଣ୍ଡା ବିଜୁ ଜନତା ଦଳ ରେ ଗୋଷ୍ଠି କନ୍ଦଳ ବୃଦ୍ଧି ପାଇବା ଦେଖିବାକୁ ମିଳୁଛି | ବର୍ତ୍ତମାନ ସମୟରେ କୁଚିଣ୍ଡା ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ସ୍ଥାନ ରେ ବୁଥ୍ କମିଟି ଗଠନ ପାଇଁ ବିଧାୟକ ଶ୍ରୀ କିଶୋର ଚନ୍ଦ୍ର ନାଏକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ…

ଓଡ଼ଗାଁ ରଘୁନାଥ ଜିଉଙ୍କ ଗିରି ଗୋବର୍ଦ୍ଧନ ଉତ୍ସବ ପାଳିତ

ଓଡ଼ଗାଁ,୧୪।୧୧(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ସ୍ବର୍ଣ୍ଣ କଳଶ କ୍ଷେତ୍ର ପ୍ରଭୁ ଶ୍ରୀ ରଘୁନାଥ ଜିଉଙ୍କ ଗିରି ଗୋବର୍ଦ୍ଧନ ଉତ୍ସବ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ପରିସର ମଧ୍ୟରେ ସୋମବାର ବିଳମ୍ବିତ ରାତିରେ ଅନୁଷ୍ଠିତ ହୋଇଯାଇଛି । ପ୍ରଭୁଙ୍କର ସନ୍ଧ୍ୟା ଆଳତି ପରେ ୩ ଠାକୁରଙ୍କ ଚଳନ୍ତି…

ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଉଦ୍‌ଘାଟିତ

ଶିକ୍ଷାର୍ଥୀଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ପାଇଁ ‘ସୁରଭି’ ଏକ ପ୍ରୟାସ ସଭିଙ୍କୁ ଆକର୍ଷିତ କରୁଛି ‘ଆକାଂକ୍ଷୀ ପାଭିଲିୟନ୍‌’ ଆସନ୍ତାକାଲି ପର୍ଯ୍ୟଟନସ୍ଥଳୀ ବୁଲିବେ ଛାତ୍ରଛାତ୍ରୀ ଭୁବନେଶ୍ୱର,୧୪ା୧୧: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଶିଶୁ ଦିବସ ଅବସରରେ…

ରାଜ୍ୟସ୍ତରୀୟ କଳା ଉତ୍ସବ-୨୦୨୩ ଉଦ୍ଘାଟିତ

ଭୁବନେଶ୍ୱର, ୧୪/୧୧: ଭୁବନେଶ୍ୱର ୟୁନିଟ୍-୬ ସ୍ଥିତ ବାଳିକା ଉଚ୍ଚବିଦ୍ୟାଳୟ ପରିସରରେ ମଙ୍ଗଳବାର ପୂର୍ବାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ କଳା ଉତ୍ସବ-୨୦୨୩ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ (ଓସେପା) ଶ୍ରୀ ଅନୁପମ ସାହା ଯୋଗଦେଇ…

ଭଞ୍ଜନଗର ବ୍ରହ୍ମାକୁମାରି ଇଶ୍ଵରୀୟ ବିଶ୍ଵବିଦ୍ୟାଳୟ ରେ ଶିଶୁ ଦିବସ କାର୍ଯ୍ୟକ୍ରମ

ଭଞ୍ଜନଗର/ ଉଦୟନାଥ ପଣ୍ଡା ;ପବିତ୍ର ଶିଶୁ ଦିବସ ଅବସରରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ଭଞ୍ଜନଗର ଶାଖା ତରଫରୁ ଶାନ୍ତିସ୍ରୋତ ଭବନରେ ଆଜି ୧୪ ନଭେମ୍ବର ରେ ଶତାଧିକ କୁନି କୁନି ପିଲାମାନଙ୍କୁ ନେଇ ଏକ ସୁନ୍ଦର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଲୋକ ସୂଚନା…

ଶିଶୁ ଦିବସ ଅବସରରେ ଆଇନ ସେବା ପ୍ରାଧିକରଣଦ୍ଵାରା ମହର୍ଷି ବିଦ୍ୟା ମନ୍ଦିରରେ ସାଇବର ଅପରାଧ ଜନିତ ସଚେତନତା କାର୍ଯକ୍ରମ

ନୟାଗଡ଼,(ଲକ୍ଷ୍ମୀଧର ସାହୁ):ଶିଶୁ ଦିବସ ଉପଲକ୍ଷେ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ ତରଫରୁ ସ୍ଥାନୀୟ ମହର୍ଷି ବିଦ୍ୟା ମନ୍ଦିରରେ ସାଇବର ଅପରାଧ ଜନିତ ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଇଅଛି । ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ଆନନ୍ଦ ନାରାୟଣ…

ରାଜ୍ୟ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ବେଲଗୁଣ୍ଠା ଛାତ୍ରୀଙ୍କ ପଦକ ହାସଲ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ସୁନ୍ଦରଗଡ଼ ଜିଲ୍ଳା ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମ୍ ରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ଆୟୋଜିତ ତ୍ରିଦିବସୀୟ ରାଜ୍ୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ବେଲଗୁଣ୍ଠା ପାଇଁ ଗୌରବ ଆଣିଛନ୍ତି ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ…