କରଣ ସମାଜ ପକ୍ଷରୁ ଚିତ୍ରଗୁପ୍ତ ପୂଜା ଅନୁଷ୍ଟିତ
ଜମନକିରା ୧୬/୧୧/୨୩ : ଜମନକିରା ସ୍ଥିତ ମା" ମହାମାୟୀ ମନ୍ଦିର ପରିସରରେ ଆଜି ଜମନକିରା କରଣ ସମାଜ ପକ୍ଷରୁ ଚିତଗୁପ୍ତ ଦେବଙ୍କ ପୂଜା ବଡ଼ ଧୁମ୍ ଧାମରେ ପାଳନ କରାଯାଇଛି। ପୂଜକ ଭାବେ ପଣ୍ଡିତ ରାଣାପ୍ରତାପ ପାଢ଼ୀ ପୂଜା କର୍ମ ତୁଲେଇ ଥିବା ବେଳେ କର୍ତ୍ତା ଭାବେ ଅବିନାଶ ଦାନୀ ଏବଂ ତାଙ୍କ…