ଏକାଦଶାହରେ ମହେଶ୍ବରଙ୍କୁ ବହୁ ବିଶିଷ୍ଟ ବ୍ଯକ୍ତିଙ୍କ ଶ୍ରଦ୍ଧାଞ୍ଜଳି

ପୁରୀ (ଅନିମେଶ ପଟ୍ଟନାୟକ): ପୁର୍ବତନ ବାଚସ୍ପତି ତଥା ଜନ ନାୟକ ସ୍ୱର୍ଗତ ମହେଶ୍ୱର ମହାନ୍ତିଙ୍କ ଏକାଦଶାହ ଅନୁଷ୍ଠିତ ହୋଇଯାଇ ଅଛି । ଗୁରୁବାର ସ୍ଥାନୀୟ ଇନଡୋର ଷ୍ଟାଡିୟମ ଠାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଓଡ଼ିଶା ବିଧାନସଭା ବାଚସ୍ପତି ପ୍ରମିଳା ମଲ୍ଲିକ, ନବୀନ ଓଡ଼ିଶା' ଅଧ୍ୟକ୍ଷ ଭିକେ…

ଦ୍ବିପ୍ତି ମାଣ୍ଡିଆରେ ଆଙ୍କିଲେ ପ୍ରଭୁ ଜଗନ୍ନାଥଙ୍କ ଚିତ୍ର

ଓଡ଼ଗାଁ,୧୫।୧୧(ଶ୍ରୀକାନ୍ତ କୁମାର ମିଶ୍ର): କାହିଁ କେଉଁ ଦିନରୁ ମାଣ୍ଡିଆ ଗରିବର ଖାଦ୍ୟ ଭାବେ ପରିଚିତ ଲାଭ କରିଥିବା ବେଳେ ଆଧୁନିକ ମଣିଷ ମାଣ୍ଡିଆରେ ଥିବା ପୁଷୋକତତ୍ବ ସମ୍ପର୍କରେ ଅବଗତ ହେବା ପରେ ସରକାର ମିଲେଟ ମିସନ ମାଧ୍ୟମରେ ପ୍ରଚାର ପ୍ରସାର କରି ମାଣ୍ଡିଆ ଶସ୍ୟକୁ ପୃଷ୍ଟପୋଷକତା…

ଓଡ଼ଗାଁ ସାମ୍ବାଦିକ ସଂଘ, ଆନୁକୂଲ୍ୟରେ ଜାତୀୟ ପ୍ରେସ ଦିବସ ପାଳିତ, ଗଣତନ୍ତ୍ରର ଅଦୃଶ୍ୟ ସ୍ତମ୍ଭ ଚତୁର୍ଥ ସମ୍ଭ…

ଓଡ଼ଗାଁ, ୧୬ା୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ ଜିଲା ଓଡ଼ଗାଁ ବ୍ଲକ ସଦଭାବନା ଗୃହରେ ଓଡ଼ଗାଁ ସାମ୍ବାଦିକ ସଂଘ ଆନୁକୂଲ୍ୟରେ ଗୁରୁବାର ବ୍ଲକ ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଅଶୋକ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଅଦୃଶ୍ୟ ସ୍ତମ୍ଭ ଚତୁର୍ଥ…

ସୁରଭି ଉଦ୍‌ଯାପିତ: ୨ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ଯୋଗଦାନ

କଠିନ ପରିଶ୍ରମ କର, ଚିନ୍ତାଧାରାକୁ ବଡ କର, ନିଜର ସାମର୍ଥ୍ୟକୁ ବିଶ୍ୱ ସ୍ତରକୁ ନେବା ପାଇଁ ଉଦ୍ୟମ କର, ତୁମେ ଅସୀମ ସଫଳତା ପାଇବ: ମୁଖ୍ୟମନ୍ତ୍ରୀ ୩,୫୪୯ ପିଲା ପାଇଲେ ‘ଓଡିଆ ଭାଷା ବୃତ୍ତି’ ପୁରସ୍କାର, ପ୍ରତ୍ୟେକ ପିଲାଙ୍କୁ ମିଳିଲା ୫୦୦୦ ଟଙ୍କାର ଏକକାଳୀନ ବୃତ୍ତି ରାଜ୍ୟସ୍ତରରେ…

ପ୍ରଶିକ୍ଷଣ ଶିବିର ରେ ସୁଶାନ୍ତଙ୍କର ଗୁରୁମନ୍ତ୍ର

ବରଗଡ :- ଆଉ ମାତ୍ର କିଛି ମାସ ବାକି ରହିଲା ସାଧାରଣ ନିର୍ବାଚନ କୁ । ଇତି ମଧ୍ୟରେ ସବୁ ରାଜନୈତିକ ଦଳ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଥିବା ବେଳେ ବରଗଡ଼ ଜିଲ୍ଲାରେ ସବୁଠାରୁ ଆଗରେ ରହିଛି ବିଜୁ ଜନତା ଦଳ । ତୃଣମୂଳ ସ୍ତରରେ ବିଜେଡି ର ସ୍ଥିତି ମଜବୁତ ରହିଥିବା ବେଳେ ଜିଲ୍ଲାର ସମସ୍ତ ନେତା…

ରାଜନୀତି ବିଜ୍ଞାନ ବିଭାଗ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

ବେଲଲଗୁଣ୍ଠା -:(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ତରଫରୁ ନୂତନ ଛାତ୍ର ଛାତ୍ରୀ ମାନଙ୍କୁ ସ୍ୱାଗତ କରାଯିବ ସହିତ ମୌଳକ ଅଧିକାର ବିଷୟ ଉପରେ ଏକା ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି। ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ…

ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ 2023 ପାଳିତ

ଜଗତସିଂହପୁର,ତା-୧୬.୧୧.୨୦୨୩/ସୁମନ୍ତ କୁମାର ଦାସ: ଗଣମାଧ୍ୟମ ହେଉଛି ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ଭ। ସରକାର ଓ ଜନସାଧାରଣଙ୍କ ମଧ୍ୟରେ ଯୋଗସୂତ୍ର। ସମ୍ପ୍ରତି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ର ଉନ୍ନତି ରେ "କୃତ୍ରିମ ବୁଦ୍ଧିମତ୍ତା ଯୁଗରେ ଗଣମାଧ୍ୟମ " ଶୀର୍ଷକ ଆଲୋଚନାଚକ୍ର ସହ ଜିଲ୍ଲାପାଳଙ୍କ…

ରାଜ୍ୟସ୍ତରୀୟ ସ୍କୁଲ ବ୍ୟାଣ୍ଡ ପ୍ରତିଯୋଗିତା ଉଦ୍ଘାଟିତ

ଭୁବନେଶ୍ୱର:ଆଜି ପୂର୍ବାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁୟୁନିଟ-୬ ବାଳିକା ହାଇସ୍କୁଲରେ ରାଜ୍ୟସ୍ତରୀୟ ସ୍କୁଲ ବ୍ୟାଣ୍ଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛିା ୧୦ଟି ଜିଲ୍ଲାରୁ ୧୧ଟି ସ୍କୁଲ ବ୍ୟାଣ୍ଡ ଟିମ୍ ଏହି ରାଜ୍ୟସ୍ତରୀୟ ସ୍କୁଲ ବ୍ୟାଣ୍ଡ ପ୍ରତିଯୋଗିତାରେ ଅଂଶଗ୍ରହଣ…

ରାଜ୍ୟ ସରକାର ମୁଣ୍ଡ ଜାମିନ୍‌ରେ, ବିଦ୍ୟୁତ୍ ସଂସ୍କାରର ଫାଇଦା ନେଉଛି ତାମିଲନାଡୁ: ସତ୍ୟବ୍ରତ ପଣ୍ଡା

 ସାରା ଦେଶରେ ଓଡ଼ିଶା ସବୁଠାରୁ ମହଙ୍ଗା ରାଜ୍ୟ  ଓଡିଆ ବିଦ୍ୟୁତ ଗ୍ରାହକ ୟୁନିଟ୍ ପ୍ରତି ଭାରତର ବିଦ୍ୟୁତ ଗ୍ରାହକ ଅପେକ୍ଷା ପ୍ରତି ୟୁନିଟ୍ ୮୦ପଇସା ଅଧିକ ପ୍ରଦାନ କରିଥାଏ  ବିଦ୍ୟୁତ ଉତ୍ପାଦନ କଂଚାମାଲ କୋଇଲାରେ ଭରପୁର ଓଡ଼ିଶାରେ ଉଚ୍ଚଦରର ବିଦ୍ୟୁତ ଶୁଳ୍କ ବିଜେଡି…

ବହୁଜନ ସମାଜ ପାଟି ତରଫରୁ ବ୍ଲକ ଘେରାଉ ଓ ରାଷ୍ଟ୍ରପତି ଙ୍କୁ ବିଡ଼ିଓ ଙ୍କ ଜରିଆରେ ଦାବିପତ୍ର ପ୍ରଦାନ

ଜମନକିରା ୧୬/୧୧/୨୩: ବହୁଜନ ସମାଜ ରେ ଆଦିବାସୀ,ଦଳିତ,ଗରିବ ଚାଷୀ ମୂଲିଆ ଙ୍କ ସମ୍ବଧନିକ ମୌଳିକ ଅଧିକାର ପ୍ରଦାନ ଦାବିରେ ଏବଂ ବିର୍ସା ମୁଣ୍ଡା ଜୟନ୍ତୀ ଅବସରରେ ଆଜି ବହୁଜନ ସମାଜ ପାଟି ସମ୍ବଲପୁର ଜିଲ୍ଲା ଶାଖା ପକ୍ଷରୁ ଜମନକିରା ବଜାର ପ୍ରାଙ୍ଗଣ ରୁ ଜିଲ୍ଲା ସଭାପତି ଆଡଭୋକଟ ଦିଲୀପ ସିଂ ଙ୍କ…