ପଦ୍ମପୁର ଜିଲ୍ଲା ଆନ୍ଦୋଳନ ନେଇ ବସିଲା ଗୁରୁତ୍ବପୂର୍ଣ୍ଣ ବୈଠକ
ମିଳିତ କ୍ରିୟାନୁଷ୍ଠାନ କମିଟି ର ନିଷ୍ପତ୍ତି ଆସନ୍ତା ଫେବୃୟାରୀ ୧ ରୁ ଆନ୍ଦୋଳନ , ସାମିଲ ହେବେ ଅଂଚଳବାସୀ
ପଦ୍ମପୁର :- ବରଗଡ଼ ଜିଲ୍ଲା ପଦ୍ମପୁର କୁ ଜିଲ୍ଲା ଘୋଷଣା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ଦୃଢ଼ ପ୍ରତିଶ୍ରୁତି କୁ ପାଳନ କରିନଥିବାରୁ ଅଂଚଳର ଜନ ଅସନ୍ତୋଷ…