ଜୁଆ ଆଡ୍ଡା ଉପରେ ଚଢାଉ : ୩ ଗିରଫ୍
ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ମେଲଛାମୁଣ୍ଡା ଥାନା ଏ.ଏସ୍.ଆଇ. ଶ୍ରଦ୍ଧାକର କନ୍ଧ ଏବଂ ଷ୍ଟାଫ୍ ପେଟ୍ରୋଲିଂ କରୁଥିବା ସମୟରେ କୁଚିପାଳି ରେ ଜୁଆ ଆଡ୍ଡା ଉପରେ ଚଢାଉ କରି ତିନି ଜଣଙ୍କୁ ମେଲଛାମୁଣ୍ଡା ଥାନା କେସ୍ ନଂ - ୨୩/୨୦୨୪ U/S - 3 OPG ଆକ୍ଟ ଅନୁଯାୟୀ ଗିରଫ କରି କୋର୍ଟ ଚାଲାଣ…