ମୃତ ପୂର୍ବତନ ସରପଞ୍ଚ ଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ ବିଧାୟକ ପ୍ରତାପ ଜେନା l

 (ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ନତକାଇ ପଞ୍ଚାୟତର ପ୍ରବୀଣ ରାଜନୀତିଜ୍ଞ ତଥା ପୂର୍ବତନ ସରପଞ୍ଚ ସର୍ଗତ ଷ୍ଟାଲିନ ରାଉତଙ୍କ ଅକାଳ ବିୟୋଗ ରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ସ୍ବର୍ଗତ ରାଉତ ଙ୍କ ମୃତ୍ୟୁ ଖବର ଶୁଣି ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା…

ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରୋଗୀ କଲ୍ୟାଣ ସମିତିର ସ୍ବତନ୍ତ୍ର ବୈଠକ

ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ବିଭିନ୍ନ ଦିଗ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା l (ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସାସ୍ଥ୍ୟ କେନ୍ଦ୍ର ପରିଚାଳନା ଦାୟିତ୍ଵରେ ଥିବା ରୋଗୀ କଲ୍ୟାଣ ସମିତିର ଏକ ସତନ୍ତ୍ର ବୈଠକ ମଙ୍ଗଳବାର ଅପରାହ୍ନରେ ସାସ୍ଥ୍ୟ…

ଡାବୁଗାଁ ରେ ପୁଣି ଚୋରି ଆତଙ୍କ, ଦିନ ଦ୍ବିପହରରେ ଘର ଭିତରେ ପଶି ଦୁର୍ବୃତ୍ତ ନେଇଗଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୨୮/୧୧/୨୩ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ସଦର ରେ ପୁଣି ଚୋରି ଆତଙ୍କ । ଦୁର୍ବୃତ୍ତ ମାନେ ଦିନ ଦ୍ବିପହରରେ ଜନ ଗହଳି ଥିବା ସଦର ପାତ୍ର ସାହିର ଅଭିନ ପାତ୍ର ଙ୍କ ଘରେ ପଶି କଳା କନା ବୁଲାଇଛନ୍ତି। ଘରେ କେହି ନ ଥିବାର ସୁଯୋଗ ନେଇ…

ଆମ ବ୍ୟାଙ୍କ ( ସିଏସପି ପ୍ଲସ) ଆଉଟ୍ ଲେଟ ର ଉଦଘାଟନ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୨୮/୧୧/୨୩ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଜବାଗୁଡା ରେ ଆଜି ଆମ ବ୍ୟାଙ୍କ ( ସିଏସପି ପ୍ଲସ) ଆଉଟ୍ ଲେଟ ସେବା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଏହାର ଶୁଭ ଉଦଘାଟନ କରିଥିଲେ। ଏଥିରେ ମୁଖ୍ୟ…

ଚୋରି ସୁନା ଅଳଙ୍କାର ଉଦ୍ଧାର : ଅଭିଯୁକ୍ତ ସହିତ କ୍ରେତା କୁ ଗିରଫ କଲା ମେଲଛାମୁଣ୍ଡା ପୋଲିସ l

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ଗତ ୧୫ ତାରିଖ ବେହେରାପାଲି ସୁଦର୍ଶନ ବାରିକ ଘରୁ ଚୋରି ହୋଇଥିବା ସୁନା ଅଳଙ୍କାର ସହିତ ନଗଦ ୧୦ ହଜାର ଟଙ୍କା ଉଦ୍ଧାର କରିବା ସହିତ ୨ ଜଣ ଅଭିଯୁକ୍ତ କୁ ଗିରଫ କରିଛି ମେଲଛାମୁଣ୍ଡା ପୋଲିସ l ପ୍ରାପ୍ତ ସୂଚନା ଅନୁଯାୟୀ ଘଟଣା ଦିନ ସୁଦର୍ଶନ ଘରେ ଅନୁପସ୍ଥିତ…

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

 ବିଭିନ୍ନ ୬0 ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ  ସୁବର୍ଣ୍ଣପୁର, ତା ୨୮/୧୧/୨୩ (ଆର୍ତ୍ତତ୍ରାଣ ମହାପାତ୍ର) ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଡୁଙ୍ଗୁରିପାଲି ପଞ୍ଚାୟତ ସମିତି କାର୍ଯ୍ୟାଳୟ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ…

ଇନଫୋଭ୍ୟାଲି , ଖୋର୍ଦ୍ଧା ଠାରେ ଏମଏନଆଇଏମଏସ୍ ଏବଂ ଅନ୍ୟ ଶିକ୍ଷା ଭିତ୍ତିଭୂମି ନିର୍ମାଣ ନିମନ୍ତେ ଏସଭିକେଏମ ଓ…

ଭବିଷ୍ୟତ ପାଇଁ ଏକ ସଶକ୍ତ ଓ ସୁଦୃଢ ଶିକ୍ଷା ବ୍ୟବସ୍ଥାର ଐତିହାସିକ ସହଭାଗିତା ଭୁବନେଶ୍ୱର: ଗୁଣାତ୍ମକ ଉଚ୍ଚ ଶିକ୍ଷା ଓ ଗବେଷଣାକୁ ପ୍ରୋତ୍ସାହନ ପ୍ରଦାନକୁ ଦୃଷ୍ଟିରେ ରଖି , ରାଜ୍ୟରେ ଏକ ଆନ୍ତର୍ଜାତିକ ମାନର ଘରୋଇ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଓ…

ପାଣ୍ଡିଆନଙ୍କୁ ଭେଟିଲେ ଡାନି, ଅଚ୍ୟୁତ ଓ ପ୍ରଶାନ୍ତ, : ନୂତନ ଦାୟିତ୍ବ ପାଇଁ ଶୁଭେଚ୍ଛା ଜଣାଇଲେ

ଭୁବନେଶ୍ୱର : ଆଜି ନବୀନ ନିବାସ ଠାରେ 5T ଅଧ୍ୟକ୍ଷ ତଥା ନବୀନ ଓଡିଶାର ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନଙ୍କୁ ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି, ମନ୍ତ୍ରୀ ଶ୍ରୀ ପ୍ରୀତିରଞ୍ଜନ ଘଡାଇ, ସାଂସଦ ଶ୍ରୀ ଅଚ୍ୟୁତ ସାମନ୍ତ ଭେଟି ତାଙ୍କ ନୂତନ ଦାୟିତ୍ବ ପାଇଁ ଶୁଭେଚ୍ଛା…

ପାଣ୍ଡିଆନକୁ ଭେଟିଲେ ଶ୍ରୀ ଜଗଦିଶ ପାରିଖ

ଭୁବନେଶ୍ୱର : ଆଜି ନବୀନ ନିବାସ ଠାରେ 5T ଅଧ୍ୟକ୍ଷ ତଥା ନବୀନ ଓଡିଶାର ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନଙ୍କୁ ଶ୍ରୀ ଭିଲେ ପାର୍ଲେ କେଲାଭଣି ମଣ୍ଡଳ ଟ୍ରଷ୍ଟ ପକ୍ଷରୁ ଓଡିଶା ପ୍ରକଳ୍ପର ଅଧ୍ୟକ୍ଷ ଶ୍ରୀ ଜଗଦିଶ ପାରିଖ, ସେକ୍ରେଟେରୀ ଡଃ ଜୟନ୍ତ ଗାନ୍ଧୀ ଓ କ୍ୟାମ୍ପସ ପ୍ରତିନିଧି ଶ୍ରୀ ରଜତ…

ପାଣ୍ଡିଆନକୁ ଭେଟିଲେ ୟୁକୋ ବ୍ୟାଙ୍କ ଏମଡି ଶ୍ରୀ ଅଶ୍ବିନୀ କୁମାର

ନୂତନ ଦାୟିତ୍ବ ପାଇଁ ଶୁଭେଚ୍ଛା ଏବଂ ‘ଆମ ବ୍ୟାଙ୍କ’ ଯୋଜନା ପାଇଁ ଧନ୍ୟବାଦ ଜଣାଇଲେ ଭୁବନେଶ୍ୱର : ଆଜି ନବୀନ ନିବାସ ଠାରେ 5T ଅଧ୍ୟକ୍ଷ ତଥା ନବୀନ ଓଡିଶାର ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନଙ୍କୁ ରାଜ୍ୟସ୍ତରୀୟ ବ୍ୟାଙ୍କର୍‌ସ କମିଟିର ଅଧ୍ୟକ୍ଷ ତଥା ୟୁକୋ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ…