ବରଗଡ଼ରେ ନୂଆଁ ଓ ଯୁବ ଓଡିଶା-ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ।
ସାମିଲ ହେଲେ ଜିଲ୍ଲାର 10 ହଜାର ରୁ ଉର୍ଦ୍ଧ୍ବ କଲେଜ ଛାତ୍ରଛାତ୍ରୀ
ବରଗଡ :- ବରଗଡ଼ ଜମୂର୍ଡା ପଡ଼ିଆ ଠାରେ ଆଜି ଜିଲ୍ଲା ସ୍ତରୀୟ ନୂଆଁ-ଓ , ଯୁବ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଛି। ତେବେ ଆଜି ବରଗଡ଼ ଜିଲ୍ଲାର ସମସ୍ତ 12ଗୋଟି ବ୍ଲକର ପ୍ରାୟ ଦଶ ହଜାର ଛାତ୍ରଛାତ୍ରୀ ଏହି…