ବିଶ୍ଵନାଥ ଦାଶ ପିସିସି ପ୍ରଚାର କମିଟି ସାଧାରଣ ସମ୍ପାଦକ ରୁପେ ମନୋନୀତ

ପୁରୀ (ଅନିମେଶ ପଟ୍ଟନାୟକ): ପୁରୀ କଂଗ୍ରେସର ଟାଣୁଆ ଯୁବ ନେତା ତଥା ଆଡଭୋକେଟ ବିଶ୍ବନାଥ ଦାଶ ଓଡ଼ିଶା ପ୍ରଦେଶ କଂଗ୍ରେସର ପ୍ରଚାର କମିଟିରେ ସ୍ଥାନ ପାଇଛନ୍ତି । ତାଙ୍କୁ ସାଧାରଣ ସମ୍ପାଦକ ରୁପେ ମନୋନୀତ କରାଯାଇଛି । ଚଳିତ ମାସ ୫ ତାରିଖ ସୋମବାର ଦିନ ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ଏ…

ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ୍ ପରିଚାଳନା ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କୁ ତାଳଚେର ଫର୍ଟିଲାଇଜର୍ସ ଲିମିଟେଡର ପରିଚାଳନା ନିର୍ଦ୍ଦେଶକଶ୍ରୀ ବିବେକ ଶ୍ରୀବାସ୍ତବ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଦେଶର ପ୍ରଥମ କୋଇଲା ଗ୍ୟାସଭିତ୍ତିକ ପ୍ରକଳ୍ପ ହେଉଛି ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ୍ । ଏହି…

8 ଫେବୃଆରୀ 2024 ରୁ ପୁରୀ-ସୋନପୁର-ପୁରୀ ସାପ୍ତାହିକ ଏକ୍ସପ୍ରେସ୍ ର ନିୟମିତ ଚଳାଚଳ

ଭୁବନେଶ୍ୱର: ପୁରୀ-ସୋନପୁର-ପୁରୀ ସାପ୍ତାହିକ ଏକ୍ସପ୍ରେସର ନିୟମିତ ଚଳାଚ ନିଷ୍ପତ୍ତି ନିଆଯାଇ ପୁରୀରୁ 8 ଫେବୃଆରୀ ଠାରୁ ଏବଂ ସୋନପୁର ଠାରୁ 9 ଫେବୃଆରୀ 2024 ଠାରୁ ଚଳାଚଳ ନିଷ୍ପତ୍ତି ନିଆଯାଇଅଛି | ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହି ଟ୍ରେନ ର ଶୁଭାରମ୍ଭ…

କଣ୍ଟାବାଞ୍ଜିରେ ୱାଗନ୍ ମରାମତି କାରଖାନା ପ୍ରତିଷ୍ଠା ପାଇଁ ରେଳ ମନ୍ତ୍ରଣାଳୟ ₹ 244.77 କୋଟି ଅନୁମୋଦନ କରିଛି |

• ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ସେପ୍ଟେମ୍ବର 2023 ରେ ଅନୁମୋଦନ ପାଇଁ ପଠାଯାଇଥିଲା | • ୱାଗନ୍ ପିରିଓଡିକ ଓଭର ହାଉଲିଙ୍ଗ (ପିଓଏଚ୍) କାରଖାନାରେ 200 ୱାଗନ୍ ପାଇଁ ମରାମତି କ୍ଷମତା ରହିବ |  • କଣ୍ଟାବାଞ୍ଜିରେ ୱାଗନ୍ ପିଓଏଚ୍ କାରଖାନା ପ୍ରତିଷ୍ଠା କରିବାକୁ…

ବେକରେ ଗାମୁଛା ବାନ୍ଧି ଯୁବତୀ ଙ୍କ ଆତ୍ମହତ୍ୟା, ଯୁବତୀ ଙ୍କ ନିକଟରୁ ମିଳିଛି ହାତ ଲେଖା ଚିଠି

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୦୬/୦୨/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ କୋଇଲାରି ଗ୍ରାମ ର ଜଣେ ଯୁବତୀ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛି। ଆତ୍ମହତ୍ୟା କରିଥିବା ଯୁବତୀ ନିକଟରୁ ଏକ ସୁଇସାଇଡ୍ ନୋଟ ମିଳିଥିବା ବେଳେ ଉମରକୋଟ ଥାନା ଅଞ୍ଚଳ ସିର୍ଲ୍ଲି…

ମହାଭାରତ କାବ୍ୟ ଉପରେ ଗବେଷଣା କରୁଥିବା ହଲାଣ୍ଡର ବିଶିଷ୍ଟ ଗବେଷକଙ୍କର ସୋଆ ପରିଦର୍ଶନ

ଭୁବନେଶ୍ୱର, ଫେବୃଆରୀ ୦୭: ମହାଭାରତ କାବ୍ୟକୁ ନେଇ ଦୀର୍ଘ ୨୦ ବର୍ଷ ହେବ ଗବେଷଣା ଚଳାଇଥିବା ହଲାଣ୍ଡର ପ୍ରଫେସର ଆର୍ଲୋ ଗ୍ରିଫିଥ୍‌ସ ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସେଂଟର ଫର୍ ପ୍ରିଜରଭେସନ୍‌, ପ୍ରୋପାଗେସନ୍‌ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍‌ସିଏଂଟ୍ କଲ୍‌ଚର ଆଣ୍ଡ ହେରିଟେଜ୍…

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଇକନିକ୍‌ ଓଡିଶା ଆଦର୍ଶ ବିଦ୍ୟାଳୟ ଉଦ୍‌ଘାଟିତ

ପଚିଶ ଏକର ପରିମିତ କ୍ୟାମ୍ପସ ରେ ପଢ଼ିବେ ୧୦୦୦ ରୁ ଅଧିକ ଉଚ ମାଧ୍ୟମିକ ଛାତ୍ର ଛାତ୍ରୀ ଖର୍ଚ୍ଚ ହୋଇଛି ୧୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବର୍ତ୍ତମାନ ସୁଦ୍ଧା ୩୧୫ଟି ଆଦର୍ଶ ବିଦ୍ୟାଳୟ ସ୍ଥାପିତ ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର…

ଯୋଗାଣ ବିଭାଗ ପକ୍ଷରୁ ଅଚାନକ ଚଢ଼ାଉ ୨୦୧ କୁଇଣ୍ଟାଲ ଧାନ ଜବତ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି  ଗୁଣପୁର ଉପଖଣ୍ଡ ଯୋଗାଣ ବିଭାଗ ପକ୍ଷରୁ ଆଜି ଅଚାନକ ଚଢ଼ାଉ କରାଯାଇ ବେଆଇନ ଭାବେ ଗଛିତ ଥିବା ୨୦୧ କୁଇଣ୍ଟାଲ ଧାନ ଜବତ କରାଯାଇଛି । ସୂଚନା ଅନୁଯାୟୀ ଉପଜିଲ୍ଲାପାଳ କିରଣ ଦୀପ କୌର୍ ସାହୋତା ଙ୍କ ନିର୍ଦ୍ଦେଶ କ୍ରମେ ଉପଖଣ୍ଡ ଯୋଗାଣ ଅଧିକାରୀ ଦେବବ୍ରତ…

ଭାରତୀୟ ଜନତା ପାର୍ଟିର ୨୧ ଲୋକସଭାର ପ୍ରଭାରୀ ଓ ସଂଯୋଜକଙ୍କ ନାମ ଘୋଷଣା

ଭୁବନେଶ୍ୱର ତା.୦୭/୦୨: ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ୨୧ ଲୋକସଭାର ପ୍ରଭାରୀ ଓ ସଂଯୋଜକଙ୍କ ନାମ ତାଲିକା ଘୋଷଣା କରାଯାଇଛି ।

କଂସ ବଧ ସହ ରାଜବୋଡାସମ୍ବର୍ ଧନୁଯାତ୍ରା ମହୋତ୍ସବ ଉଦଯାପିତ।

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- କଂସ ବଧ ସହ ରାଜ ବୋଡାସମ୍ବର୍ ଧନୁଯାତ୍ରା ମହୋତ୍ସବ ୨୦୨୪ ପରିସମାପ୍ତି ହେଇଯାଇଛି । ଦୀର୍ଘ ସାତ ଦିନ ଧରି ଗୋଇବାହଲି ମଥୁରା ନଗରୀ ଓ   କର୍ମେଲାବହାଲ ଗୋପପୁର ର ରୂପ ନେଇ ବେଶ୍ ଆଡମ୍ବର ରେ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଗୋପପୁର ରେ ପ୍ରତିଦିନ ଅନ୍ନ…