ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କୁ ଅସଦାଚରଣ କରି ଶିକ୍ଷକ ନିଲମ୍ବିତ
ଓଡ଼ଗାଁ, ୧୦।୧୨(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଳକ ମଗରବନ୍ଧ ପଞ୍ଚାୟତ କଲ୍ୟାଣପୁର କ୍ଳଷ୍ଟରର ଏକ ବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଶିକ୍ଷା ବିଭାଗ ଦ୍ବାରା ଶିକ୍ଷକଙ୍କୁ ସସପେଣ୍ଡ କରାଯାଇଛି । ସସପେଣ୍ଡ ହୋଇଥିବା ଶିକ୍ଷକ ଜଣକ ହେଲେ ସୁବାସ ଚନ୍ଦ୍ର…