ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଲାଠିକଟା ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନଶୁଣାଣି

ରାଉରକେଲା,(ବସନ୍ତ କୁମାର ଜେନା) : ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଲାଠିକଟା ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳବାର ହୋଇଥିବା ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗଭାଲି ଓ ରାଉରକେଲା ଆରକ୍ଷୀ ଅଧିକ୍ଷକ ମିତ୍ରଭାନୁ ମହାପାତ୍ର…

ରାଉରକେଲା ଉଠା ଜଳସେଚନ ନିଗମ ପକ୍ଷରୁ ପାଣି ପଂଚାୟତ ପକ୍ଷ ପାଳିତ

ରାଉରକେଲା,(ବସନ୍ତ କୁମାର ଜେନା) : ରାଜ୍ୟ ଜଳ ସମ୍ପଦ ବିଭାଗ ଅଧିନସ୍ତ ଉଠା ଜଳସେଚନ ନିଗମ, ରାଉରକେଲା ପକ୍ଷରୁ ବିଭାଜନ ସ୍ତରୀୟ ପାଣି ପଂଚାୟତ ପକ୍ଷ ଆଜି ସ୍ଥାନୀୟ ଉଦିତନଗର ଆଇ.ଟି.ଡି.ଏ ହଲ ଠାରେ ପାଳିତ ହୋଇଯାଇଛି lଏଥିରେ ରାଜ୍ୟ ଶ୍ରମ ଓ ଇ.ଏସ.ଆଇ ବିଭାଗ ମନ୍ତ୍ରୀ ସାରଦା ପ୍ରସାଦ ନାୟକ…

ରିଲାଏନ୍ସ ଜିଓର ସାଧାରଣତନ୍ତ୍ର ଦିବସ ଅଫର

  - ୨୯୯୯ ଟଙ୍କାର ବାର୍ଷିକ ରିଚାର୍ଜ ସହିତ ୩ ହଜାର ଟଙ୍କାରୁ ଅଧିକ ମୂଲ୍ୟର କୁପନ୍ ଜିତିବାର ସୁଯୋଗ - ଜାନୁଆରୀ ୩୧ ପର୍ଯ୍ୟନ୍ତ ଅଫର ଜାରି ରହିବ ଭୁବନେଶ୍ୱର: ରିଲାଏନ୍ସ ଜିଓ ଏହାର ଗ୍ରାହକମାନଙ୍କ ପାଇଁ ସାଧାରଣତନ୍ତ୍ର ଦିବସ ଅଫର ଘୋଷଣା କରିଛି । ଏହି ଅଫର ଅନୁଯାୟୀ ୨୯୯୯…

ଦୁଇ ବ୍ରାଉନ ସୁଗାର ବେପାରୀ ଗିରଫ ଓ କୋର୍ଟ ଚାଲାଣ

ଅସ୍ତରଙ୍ଗ,:୧୬/୧- ଦୀର୍ଘ ଦିନ ହେବ ଧଳାଜହର ବେପାର ଅସ୍ତରଙ୍ଗ ଅଞ୍ଚଳ ରେ କ୍ଷିପ୍ର ଗତିରେ ବଢୁଥିବା ନେଇ, ବେପାରୀ ଙ୍କ ଉପରେ ଅସ୍ତରଙ୍ଗ ପୋଲିସ ରଖିଥିଲା କଡା ନଜର । ଯାହା ଫଳରେ କି ସୋମବାର ରାତି ୯:୪୫ମିନିଟ ସମୟ ରେ ଅସ୍ତରଙ୍ଗ ପୋଲିସ ବିଶେଷ ସୂତ୍ର ରୁ ଖବର ପାଇ, ସବ୍ ଇନିସ୍ପେକ୍ଟର…

ମାଗଣା ଚାଉଳ ବଣ୍ଟନ କୁ ନେଇ ରାଜନୀତି, ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ହଟାଇଲେ ବିଜେପି କର୍ମୀ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୬/୦୧/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାଗଣା ଚାଉଳ ପ୍ରଦାନ କୁ ନେଇ ଆଜି ରାଜନୀତି ସରଗରମ ହୋଇଛି। କେନ୍ଦ୍ର ର ବିଜେପି ନେତୃତ୍ଵାଧୀନ ସରକାର ଗରିବ ପରିବାରଙ୍କୁ ମାଗଣା ଚାଉଳ ପ୍ରଦାନ କରୁଥିବା ବେଳେ…

ସମ୍ବଲପୁର ସମଲେଇ ପ୍ରକଳ୍ପ ଲୋକାର୍ପଣ ଉତ୍ସବ ନିମନ୍ତେ ନିମନ୍ତ୍ରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁନ୍ଦରଗଡ଼,(ବସନ୍ତ କୁମାର ଜେନା): ଚଳିତ ଜାନୁୟାରୀ ୨୭ ତାରିଖ ରେ ଲୋକାର୍ପଣ ହେବାକୁ ଯାଉଅଛି ସମ୍ବଲପୁର ର ସମଲେଇ ପ୍ରକଳ୍ପ। ଏହି ଭବ୍ୟ ଲୋକାର୍ପଣ ଉତ୍ସବ ରେ ଯୋଗଦାନ କରିବା ନିମନ୍ତେ ନିମନ୍ତ୍ରଣ ପତ୍ର ପ୍ରଦାନ ନିମନ୍ତେ ସୁନ୍ଦରଗଡ଼ ପହଞ୍ଚିଲେ ସମ୍ବଲପୁର ର ଏକ ସ୍ବତନ୍ତ୍ର ଦଳ। ଏହି…

ନିଶ୍ଚିନ୍ତକୋଇଲି ଶାଖା ଉତ୍ତରକୂଳ ପ୍ରାଥମିକ କୃଷି ସେବା ସମବାୟ ସମିତିରେ ଧାନ ମଣ୍ଡି ଖୋଲିଲା l

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ନିଶ୍ଚିନ୍ତକୋଇଲି ଶାଖା ଅଧିନରେ ଥିବା ଉତ୍ତରକୂଳ ପ୍ରାଥମିକ କୃଷି ସେବା ସମବାୟ ସମିତି ଆନୁକୂଲ୍ୟରେ ଚଳିତ ବର୍ଷର ଧାନ ମଣ୍ଡି ଉଦଘାଟିତ ହୋଇଛି । ସମିତିର ସମ୍ପାଦକ ଅବିନାଶ ରାଉତଙ୍କ ପୌରହିତ୍ୟରେ ଏଥିରେ ପୂର୍ବତନ ବ୍ଲକ…

ପୁରୁଣା ଗଣ୍ଡଗୋଳକୁ ଭୁଲି ଏକାଠି ହେଲେ ଗ୍ରାମବାସୀ, ତିରିଶ ବର୍ଷ ପରେ ମହା ଧୁମଧାମରେ ପାଳନ କଲେ ମକର ମେଳା

ବାଣପୁର (ସେକ କୌସର ): ଦୀର୍ଘ ବର୍ଷ ଧରି ଦୁଇ ପକ୍ଷ ମଧ୍ୟରେ ଲାଗି ରହିଥିବା ତିକ୍ତତା ସମାପ୍ତ ହୋଇଛି। ତିକ୍ତତା ଯୋଗୁଁ ଗ୍ରାମରେ ଅନେକ ପର୍ବ ପର୍ବାଣି ବନ୍ଦ ହୋଇ ରହିଥିବା ବେଳେ ଗ୍ରାମବାସୀମାନେ ସେହି ପୁରୁଣା କଥାକୁ ଭୁଲି ଆଜି ଏକାଠି ହୋଇଛନ୍ତି। ଗାଁର ସବୁଠୁ ବଡ ଉତ୍ସବ ଭାବେ…

ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ

ବାଣପୁର (ସେକ କୌସର ): ଖୋର୍ଦ୍ଧା ଜଳସେଚନ ବିଭାଗ ଆନୁକୂଲ୍ୟରେ ବାଣପୁର ଶାଳିଆ ଉପଖଣ୍ଡ ଜଳସେଚନ ବିଭାଗ ତରଫରୁଡ୍ୟାମ ଠାରେ ଏକ ପାଣି ପଞ୍ଚାୟତ ପକ୍ଷ ପାଳନ ହୋଇଛି। ବିଭାଗୀୟ ସହକାରୀ ଯନ୍ତ୍ରୀ ମରଲୀଧର ବେହେରାଙ୍କ ସଭାପତିତ୍ୱରେ ଖୋର୍ଦ୍ଧା ଜିଲ୍ଲା ଉପସଭାପତି ଗୋପୀନାଥ ମହାରଣା, ଅଧିକ୍ଷଣ…

ପୁସ୍ତକ ମେଳାର ଦ୍ବିତୀୟ ସଂଧ୍ୟା ଜଗତସିଂହପୁର ଜିଲ୍ଲାର ସୃଷ୍ଟି ସର୍ବୋତ୍ତମ,ଶାରଳା ଦାସଙ୍କ ମହାଭାରତ ଅନନ୍ୟ ଓ…

ଜଗତସିଂହପୁର,ତା-୧୬.୦୧.୨୦୨୪/ସୁମନ୍ତ କୁମାର ଦାସ: ଜଗତସିଂହପୁର ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ଜଗତସିଂହପୁର ପୁସ୍ତକ ମେଳାର ରୌପ୍ୟ ଜୟନ୍ତୀ ସମାରୋହର ଆଜି ଥିଲା ଦ୍ବିତୀୟ ସଂଧ୍ୟା । ଏହି ଅବସରରେ ଆୟୋଜିତ ସଭାରେ ଜଗତସିଂହପୁର ସାଂସ୍କୃତିକ ପରିଷଦର କାର୍ଯ୍ୟକାରୀ ଅଧ୍ୟକ୍ଷ…