ଓଡ଼ିଆ ନବବର୍ଷ ଓ ମହାବିଷୁବ ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ
ଓଡ଼ିଆ ପର୍ବପର୍ବାଣୀ ଓ ଲୋକପରମ୍ପରା ସମାଜରେ ଭକ୍ତି ଓ ନିଷ୍ଠା ସହ ଆଧ୍ୟାତ୍ମିକ ଚେତନାକୁ ଉଜାଗର କରୁଛି - ଧର୍ମେନ୍ଦ୍ର ପ୍ରଧାନ
• ସମ୍ବଲପୁର ସ୍ଥିତ ହନୁମାନ ମନ୍ଦିର, ଅଇଁଠାପାଲିସ୍ଥ କାମାକ୍ଷା ମନ୍ଦିର, ହୀରାକୁଦରେ ମା’ ଦଣ୍ଡକାଳୀ ମନ୍ଦିର, ସମେତ ବିଭିନ୍ନ ମନ୍ଦିର ଦର୍ଶନ ସହ ବୃକ୍ସହିଲ…