” ଯଦି ୪୮ ଘଣ୍ଟା ମଧ୍ୟରେ ବିଧାୟକ ଏବଂ ବିଡ଼ିଓ ସମାଜ ସାମ୍ନାରେ ଭୂଲ୍ ନମାଗନ୍ତି ତାହେଲେ ସୋମବାର ଦିନ ସାରସକଣା…
ପ୍ରେସ ମିଟ୍ କରି କୁଡୁମୀ ସେନା କଲେ ପ୍ରତିବାଦ।
ମୟୁରଭଞ୍ଜରୁ ଦିପୁ ମହାପାତ୍ରଙ୍କ ରିପୋର୍ଟ।: ମୟୁରଭଞ୍ଜ ଜିଲ୍ଲା ରେ ପ୍ରାୟ ତୋ 6ରୁ 7ଶତକଡା କୁଡୁମି ଜନଜାତି ବସବାସ କରୁଥିବା ବେଳେ ସାରସକଣା ବ୍ଲକ ସ୍ଥିତ କୁଡୁମୀ ଭବନ କୁ ନେଇ ଆଜି ଏକ ପ୍ରେସ୍ ମିଟ୍ ହୋଇଥିଲା ଦୀର୍ଘ ବର୍ଷ ହେଲା ଏ ଜାତି…