ଅଯୋଧ୍ୟାନଗରସ୍ଥିତ ପୌରସଂସ୍ଥା ଦୃଷ୍ଟିହୀନ ବିଦ୍ୟାଳୟ ପରିଦର୍ଶନ କଲେ ଜିଲ୍ଲାପାଳ ।
ଛାତ୍ରଛାତ୍ରୀଙ୍କ ସହ ଆଲୋଚନା, ଶିକ୍ଷା ବ୍ୟବସ୍ଥା ଓ ଆବଶ୍ୟକତାର ସମୀକ୍ଷା ।
କେନ୍ଦ୍ରାପଡ଼ା:19/09(ପ୍ରଫୁଲ୍ଲ କୁମାର ମଲ୍ଲ): କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର ଆୟର ଆଜି କେନ୍ଦ୍ରାପଡ଼ା ସହରର ଅଯୋଧ୍ୟାନଗର ସ୍ଥିତ ପୌରସଂସ୍ଥା ଦୃଷ୍ଟିହୀନ ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟର!-->!-->!-->!-->!-->…