ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ସନ୍ତରଣକାରୀ ପ୍ରତ୍ୟାଶା ରାୟ ୩୨ତମ ଏକଲବ୍ୟ ପୁରସ୍କାର ବିଜେତା।
ଦଣ୍ଡପତି ମୃତ୍ୟୁମ୍ ଜୟରାମ ଓ ତାନଭି ପତ୍ରୀ ଉପବିଜେତା
ଭୂବନେଶ୍ୱର, ୨୨ ସେପ୍ଟେମ୍ବର, ୨୦୨୪: ଓଡିଶାର କ୍ରୀଡା ସମ୍ପ୍ରଦାୟର ଏକ ଅନନ୍ୟ କୃତିତ୍ୱ ପାଇଁ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ସନ୍ତରଣକାରୀ ପ୍ରତ୍ୟାଶା ରାୟ ୨୦୨୪ ମସିହାର ସମ୍ମାଜନକ ଏକଲବ୍ୟ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ…