ରଥଯାତ୍ରା ଅବସରରେ ମଣିପାଲ ହସ୍ପିଟାଲ ପକ୍ଷରୁ ଜନହିତକର କାର୍ଯ୍ୟକ୍ରମ

ଭୁବନେଶ୍ୱର: ଭୁବନେଶ୍ୱର ମଣିପାଲ ହସ୍ପିଟାଲ ରଥଯାତ୍ରା ଉତ୍ସବକୁ ଗ୍ରାଣ୍ଡଷ୍ଟାଇଲରେ ପାଳନ କରିଛି । ଏହି ଅବସରରେ ହସ୍ପିଟାଲ ପକ୍ଷରୁ କେତେକ ଜନହିତକର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଗୁଣ୍ଡିଚା ମନ୍ଦିର ଓ ସମୁଦ୍ର କୂଳ ନିକଟରେ ଦୁଇଟି ଚିକିତ୍ସା କେନ୍ଦ୍ର ତିଆରି କରାଯାଇଥିଲା ।…

ସମସ୍ତ ସେବାୟତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଆଶୁ ଆରୋଗ୍ୟ କାମନା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

 ମହାପ୍ରଭୁଙ୍କ ଅପାର କୃପାରୁ ସବୁ ସେବାୟତ ଭଲ ଅଛନ୍ତି  ଘଟଣାର ସବୁ କାରଣକୁ ଅନୁଧ୍ୟାନ କରାଯାଇ ଆଗାମୀ ପଦକ୍ଷେପ ଗ୍ରହଣ କରାଯିବ ଭୁବନେଶ୍ୱର: ଗତକାଲି ବଡ଼ଠାକୁର ବଳଭଦ୍ର ଆଡ଼ପ ମଣ୍ଡପକୁ ବିଜେ ସମୟରେ ସେବାୟତମାନେ ଆହତ ହୋଇଥିବା ଶୁଣି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ସନ୍ଦେହ ଘେରରେ ସ୍ତ୍ରୀ ର ମୃତ୍ୟୁ, ସ୍ୱାମୀ ଥାନାରେ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ପ୍ରେମ ନିସ୍ୱାର୍ଥ, ପ୍ରେମ ଚିରନ୍ତନ, ପ୍ରେମ ଅମର ଓ ଏ ପ୍ରେମ ଦେଖିନୀ ଜାତି ବର୍ଣ୍ଣ ବୟସ, ଏହି ପ୍ରେମରେ ପଡ଼ି କିଏ ଭଲରେ ଅଛି ତ କିଏ ହୋଇଛି ସର୍ବସ୍ବାନ୍ତ ।ଏମିତି ଏକ ଘଟଣା ଘଟିଛି ଭଞ୍ଜନଗର ଥାନା ଅନ୍ତର୍ଗତ ବେଣାକୁନ୍ଦା ଗ୍ରାମରେ ।ଗତ ମଙ୍ଗଳବାର…

ଜିଲ୍ଲାସ୍ତରୀୟ ଶିଶୁଙ୍କ ଓଜନ ଏବଂ ଉଚ୍ଚତା ନିରୀକ୍ଷଣ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ।

 ବରଗଡ଼:- ସ୍ଥାନୀୟ ବୟନ ଶିଳ୍ପ ସମ୍ମିଳନୀ କକ୍ଷ ଠାରେ ମହିଳା ଓ ଶିଶୁ ବିକାଶ ବିଭାଗ, ଓଡ଼ିଶା ସରକାରଙ୍କ ଆନୁକୁଲ୍ୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ଦ୍ଵାରା ଜିଲ୍ଲାସ୍ତରୀୟ ଶିଶୁ ଓଜନ ଓ ଉଚ୍ଚତା ନିରୀକ୍ଷଣ ତାଲିମ କାର୍ଯ୍ୟକ୍ରମର ଦ୍ଵିତୀୟ ଦିବସରେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ଅଶ୍ଵିନୀ…

ଭବାନୀପାଟଣା ଠାରେ ମ୍ୟାଲେରିଆ,ଡେଙ୍ଗୁ, ଡାଇରିଆ ଏବଂ ଅନ୍ୟ ସଂକ୍ରାମକ ରୋଗ ର ପ୍ରତିକାର ପାଇଁ ବୈଠକ

ଭବାନୀପାଟଣା ତା(ଶାସକ ପ୍ରଶାସକ)୧୦.୭.୨୦୨୪: ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲାପାଳ, କଳାହାଣ୍ଡି ପି ଅନ୍ୱେଷା ରେଡ୍ଡୀ ଙ୍କ ଅଧ୍ୟକ୍ଷତାରେ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଆଗାମୀ ବର୍ଷାକାଳରେ ହେବାକୁ ଥିବା ସଂକ୍ରାମକ ରୋଗ ପାଇଁ ସତର୍କ ରହିବାକୁ ଏକ ବୈଠକ ଅନୁଷ୍ଠିତ…

ଜିଲ୍ଲାରେ ଅଣସଂକ୍ରାମକ ରୋଗର ପ୍ରତିରୋଧ, ମାନସିକ ସ୍ୱାସ୍ଥ୍ୟ ଏବଂ ତମ୍ବାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ସମ୍ବନ୍ଧୀୟ…

ଭବାନିପାଟଣା:(ଶାସକ ପ୍ରଶାସକ)ତା ୧୦/୦୭/୨୦୨୪ – ଗତକାଲି ସଂଧ୍ୟା ୬:୦୦ ଘ ସମୟରେ ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ଅଣସଂକ୍ରାମକ ରୋଗର ପ୍ରତିରୋଧ, ମାନସିକ ସ୍ୱାସ୍ଥ୍ୟର ସ୍ଥିତି ଏବଂ ତମ୍ବାଖୁ ନିୟନ୍ତ୍ରଣ…

ଲାଞ୍ଜିଗଡ଼ ଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ।

ଭବାନୀପାଟଣା(ଶାସକ ପ୍ରଶାସକ)ଲାଞ୍ଜିଗଡ଼ ବ୍ଲକସ୍ଥିତ ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଙ୍କ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପ ଜିଲ୍ଲାପାଳ ଭବାନୀପାଟଣା ଡ ବିଶ୍ବଜିତ ଦାସ, ଆଇ ଏ ଏସ ଟ୍ରେନିଂ ଅଧିକାରୀ…

ମା’ ପାଇଁ ଗଛଟିଏ ଅଭିଯାନ:- ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ପରିସରରେ ଚାରା ରୋପଣ କାର୍ଯ୍ୟକ୍ରମ

ମା' ଭଳି ବୃକ୍ଷ ମଧ୍ୟ ଆମ ଜୀବନର ଏକ ଅବିଛେଦ୍ୟ ଅଙ୍ଗ :- ଅଶ୍ଵିନୀ ଷଡଙ୍ଗୀ ବରଗଡ଼:- ବିଶ୍ୱ ପରିବେଶ ଦିବସ ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀ “ଏକ ପେଡ ମା କେ ନାମ” (ମା ପାଇଁ ଗଛଟିଏ) କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ପରେ ରାଜ୍ୟ ସରକାରଙ୍କର “ମା' ପାଇଁ ଗଛଟିଏ” ଅଭିଯାନ ଅନ୍ତର୍ଗତ,…

ଜଗତସିଂହପୁର ନିୟନ୍ତ୍ରିତ ବଜ଼ାର କମିଟି ପକ୍ଷରୁ ମାର୍କଣ୍ଡପୁର ଠାରେ ବହୁମୁଖୀ ଗୋଦାମ୍ ଗୃହ ର ଶୁଭ ଉଦଘାଟନ

ଜଗତସିଂହପୁର,ତା-୧୦.୦୭.୨୦୨୪/ସୁମନ୍ତ କୁମାର ଦାସ: ଆଜି ପୂର୍ବାହ୍ନରେ ଜିଲ୍ଲା ରେ , ନିୟନ୍ତ୍ରିତ ବଜାର କମିଟି, ଜଗତସିଂହପୁର ଏବଂ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ମାର୍କଣ୍ଡପୁର ସେବାସମବାୟ ସମିତି ଅନ୍ତର୍ଗତ ସୁଜଙ୍ଗ ଠାରେ ଜଗତସିଂହପୁର ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସ ଙ୍କ ଦ୍ୱାରା ଏକ…

ଛାତ୍ରଛତ୍ରୀଙ୍କ ଏମ ଡ଼ି ଏମ ଚାଉଳ ବିକ୍ରି କରୁଥିବା ବେଳେ ଧରାପଡ଼ିଲେ ପ୍ରଧାନ ଶିକ୍ଷକ ।

ନବରଙ୍ଗପୁର ୧୦/୦୭/୨୪,ଅଶୋକ ସାହୁ, ଶାସକ ପ୍ରଶାସକ.ପାପଡାହ|ଣ୍ଡି ବ୍ଲକ ପାତ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଆସିଥିବା ମଧ୍ୟାହ୍ନ ଭୋଜନ ଚାଉଳ କୁ ଦୁଇ ପେକେଟ ଚାଉଳକୁ ସୁଶାନ୍ତ କୁମାର ସାମଲ ନାମକ ପ୍ରଧାନ ଶିକ୍ଷକ ବିକ୍ରି କରିଥିବା ଏକ ଭିଡିଓ ଭାଇରାଲ୍ ହୋଇଛି।…