ଆର୍ଯ୍ୟପଲ୍ଲୀରେ ସ୍ମାର୍ଟ ଫିଶିଂ ହାର୍ବର୍ ପାଇଁ କେନ୍ଦ୍ର ନିକଟରେ ଦାବି କଲା ଓଡିଶା
ଦୁଇ ଦିନିଆ ଫିଶେରି ସମର ମିଟ - ୨୦୨୪ରେ ଦାବି ରଖିଲେ ରାଜ୍ୟ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ
ମଦୁରାଇ : ଗଞ୍ଜାମ ଜିଲ୍ଲାର ଆର୍ଯ୍ୟପଲ୍ଲୀରେ ଏକ ସ୍ମାର୍ଟ ଫିଶିଂ ହାର୍ବର ବା ଅତ୍ୟାଧୁନିକ ମତ୍ସ୍ୟ ଉତ୍ପାଦନ କେନ୍ଦ୍ର ନିର୍ମାଣ କରିବାକୁ କେନ୍ଦ୍ର ନିକଟରେ ଦାବି…