ଉପଖଣ୍ଡ ସ୍ତରୀୟ 78ତମ ସ୍ୱାଧୀନତା ଦିବସ ପାଳିତ ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି :  ତା 15-08-2024ରିଖ ଦିନ 78ତମ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇ ଯାଇଛି । ଦିବସର ମୁଖ୍ୟ ଅତିଥି ଭାବେ ଗୁଣପୁର ଉପ ଜିଲ୍ଲାପାଳ କୀରଣ ଦୀପ କୌର ଯୋଗଦେଇ ସ୍ଥାନୀୟ ମିନି ଷ୍ଟାଡିୟମରେ ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପ୍ୟାରେଡ଼ରେ…

ଜେକେ କାଗଜ କଳରେ 78 ତମ ସ୍ଵାଧୀନତା ଦିବସ ପାଳନ

ରାୟଗଡା: 78 ତମ ସ୍ଵାଧୀନତା ଦିବସ ପାଳନ ଅବସରରେ ରେ ଜେକେ କାଗଜ କଳ ର ସାମାଜିକ ଦାୟିତ୍ଵ ବୋଧ ବିଭାଗ ଆନୁକୁଲ୍ୟରେ ବକ୍ତୃତା ପ୍ରତିଯୋଗିତା ର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ କପିଲ କୌଲ, ଜେକେ ପେପର୍ ଲିମିଟେଡ୍ ର ସି ଏସ୍ ଆର ଏଡ଼ଭାଇଜର ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ…

ଜିଲ୍ଲାସ୍ତରୀୟ ୭୮ ତମ ସ୍ବାଧିନତା ଦିବସ ସମାରୋହ ଅନୁଷ୍ଠିତ

https://youtu.be/YOkd99AMo3s ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଆଜି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ମିଳିତ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ୭୮ତମ ସ୍ବାଧିନତା ଦିବସ…

ଜଗତସିଂହପୁର ଜିଲ୍ଲା ସଦର ମହକୁମା ରେ ୭୮ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ

ଜଗତସିଂହପୁର, ତା ୧୫.୦୮.୨୦୨୪/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ସଦର ମହକୁମା ସ୍ଥିତ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ରେ ୭୮ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ପାଳିତ ହୋଇଯାଇଅଛି। ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ଶ୍ରୀ ଜେ.…

୭୮ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ: ଅଭିବାଦନ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

"ଯେତେବେଳେ ଓଡ଼ିଆ ଅସ୍ମିତା ଉପରେ କୁଠାରଘାତ ହୋଇଛି, ସେତେବେଳେ ଏ ଜାତିରେ ନୂଆ ଜାଗରଣ ଆସିଛିା ଓଡ଼ିଆ ଜାତି ସଂଗ୍ରାମ କରି ନିଜ ଅସ୍ମିତାର ପୁନଃପ୍ରତିଷ୍ଠା କରିଛିା"  ଭୁବନେଶ୍ୱର, ୧୫/୦୮/୨୦୨୪: ୭୮ ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ରାଜଧାନୀ ଭୁବନେଶ୍ୱରର ଗାନ୍ଧୀମାର୍ଗରେ ଅନୁଷ୍ଠିତ…

ରାଉରକେଲା ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନ୍ ପକ୍ଷରୁ ୭୮ତମ ସ୍ବାଧୀନତା ଦିବସ ପାଳିତ

ରାଉରକେଲା: ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନ୍ ରାଉରକେଲା ପକ୍ଷରୁ ୭୮ତମ ସ୍ବାଧୀନତା ଦିବସ ମହାଆଡମ୍ବର ସହକାରେ ପାଳନ କରାଯାଇଅଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଉପସ୍ଥିତ ସାମ୍ବାଦିକ ତଥା ଅତିଥିଙ୍କୁ…

କାଦୁଅ ପଚ ପଚ ପଡ଼ିଆରେ ପାଳିତ ହେଲା ସ୍ୱାଧୀନତା ଦିବସ

ଆକର୍ଷଣୀୟ ଓ ପ୍ରେରଣାଦାୟୀ ଭାଷଣ ଦେଲେ ବିଧାୟିକା ବର୍ଷା ସିଂ ବରଗଡ଼ :- ଆଜି ଆମ ମାତୃଭୂମି ଭାରତ ବର୍ଷ ର ପ୍ରାୟେକ ସ୍ଥାନରେ 78 ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆନନ୍ଦ ଓ ଉଲ୍ଲାସ ର ସହିତ ପାଳନ କରାଯାଇଛି । ଏହି ଅବସର ରେ ଦେଶର ପ୍ରତେକ ନାଗରିକ ଆମର ଜାତୀୟ ପତାକା କୁ ପ୍ରଣାମ କରିବା ସହିତ…

୪୫ତମ ସ୍ଵନକ୍ଷତ୍ର ଦିବସ ପାଳିତ କଲା ସିମାନ୍ତ ମହାବିଦ୍ୟାଳୟ

ମୟୂରଭଞ୍ଜ ଜିଲ୍ଲା ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ।-ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ସ୍ଥାନୀୟ ଝାରପୋଖରିଆ ସ୍ଥିତ ସୀମାନ୍ତ ମହାବିଦ୍ୟାଳୟର ୪୫ତମ ସ୍ଵନକ୍ଷତ୍ର ଦିବସ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦ୍ୟୋତ କୁମାରଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ…

ବିଭିନ୍ନ ଦୋକାନରେ ଖାଦ୍ୟ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ବିଭାଗ ର ମିଳିତ ଚଢ଼ାଉ

ଘୁ. ଉଦୟଗିରି(ଅବନୀ କୁମାର ପ୍ରଧାନ): ଘୁ.ଉଦୟଗିରିରେ ଆଜି ଖାଦ୍ୟ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ ହୋଇଛି I ଘୁ.ଉଦୟଗିରି ସହରରେ ଥିବା ବିଭିନ୍ନ ଦୋକାନ ଏବଂ ହୋଟେଲରେ ହଠାତ ବୁଧବାର ଦିନ ପ୍ରଶାସନ ଦ୍ୱାରା ଚଢ଼ାଉ ହୋଇଛି I ବିଭିନ୍ନ ଦୋକାନରେ ଥିବା ଗୁଟଖା, ସିଗାରେଟ,…

ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ

 ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସହରରେ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ବେଲଗୁଣ୍ଠା ନଗରପାଳ ଫିରୋଜ ସେଠୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏକ ଶୋଭାଯାତ୍ରାରେ କାର୍ଯ୍ୟନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ୱମ୍ଭର…