ତ୍ରିରଙ୍ଗା ହେଉଛି ଜାତୀୟ ଏକତା ଓ ଅଖଣ୍ଡତାର ପ୍ରତୀକ :ଡଃ ମହାଲିଙ୍ଗ
ପୁରୀ ରେ ୭୮ ତମ ସ୍ୱାଧୀନତା ଦିବସ ପାଳିତ
ପୁରୀ (ଅନିମେଶ ପଟ୍ଟନାୟକ): ତ୍ରିରଙ୍ଗା ଆମ ଜାତୀୟ ଏକତା ଓ ଅଖଣ୍ଡତାର ପ୍ରତୀକ। ୧୯୪୭ ମସିହା ଆଜିର ଦିନରେ ଅଗଣିତ ସତ୍ୟନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ଙ୍କ ତ୍ୟାଗ ଓ ବଳିଦାନକୁ ପାଥେୟ କରି ଆମେ ପାଇଥିଲୁ ବହୁ ପ୍ରତିକ୍ଷିତ ସ୍ୱାଧୀନତା ବୋଲି…