ଗୋବରା ସମ୍ବାଦ ସାହିତ୍ୟ ଘର ତରଫରୁ ବୃକ୍ଷରୋପଣ ଏବଂ ବର୍ଷା ଆସର

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଗୋବରା ସାହିତ୍ୟ ଘର ତରଫରୁ କ୍ଷତ୍ରିୟବରପୁର ସ୍ଥିତ ନୋଡ଼ାଲ୍ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଏବଂ ବର୍ଷା କବିତା ଆସର ଅନୁଷ୍ଠିତ ହୋଇଯାଇଛି I ସାହିତ୍ୟ ଘର ସଭାପତି ଅଭିମନ୍ୟୁ ଦଳାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ଆମରଣ ଅନଶନ ସହ ଦୋକାନ ବଜାର ବନ୍ଦ କଲେ ହିଁ ଆଖି ଖଲିବେ କି ପ୍ରଶାସନ ଓ ରାଜନେତା? ଅନଶନ ର ପାଞ୍ଚଦିନ ରେ ବି ପ୍ରଶାସନ ର…

କଷlଗୁମୁଡା, ନବରଙ୍ଗପୁର/ଅଶୋକ ସାହୁ, ଶାସକ ପ୍ରଶାସକ:ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସଦର ମହକୁମା ଠାରେ ଯେ.ଏମ.ଏଫ୍.ସି ଅଦାଲତ ନିର୍ମାଣ କରିବା ପାଇଁ ବ୍ଲକ ଅଫିସ ସାମ୍ନା ରେ ଚାଲିଥିବା ପ୍ରତୀକ ଅନଶନ ର ପାଞ୍ଚ ଦିନ ପରେ ବି ପ୍ରଶାସନ କିମ୍ବା ରାଜନେତା ଙ୍କ ଦେଖା ମିଳୁ ନାହିଁ…

ପାପଡ଼ାହାଣ୍ଡି ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ର ଫାର୍ମାସିଷ୍ଟ କୁ ଉଠେଇ ନେଲା ମଧୁପାଟଣା ପୋଲିସ୍

ପାପଡାହାଣ୍ଡି,ନବରଙ୍ଗପୁର/ଅଶୋକ ସାହୁ: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର କାର୍ଯ୍ୟରତ ଫାର୍ମାସିଷ୍ଟ ପ୍ରିୟବ୍ରତ ପୁହାଣ କୁ ଉଠେଇନେଲା ବାଲିପାଟଣା ପୋଲିସ।ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲା, ଜେନାପୁର ଥାନା ଅନ୍ତର୍ଗତ ବିଜୟ କୁମାର ନାୟକ ଗତ ଡିସେମ୍ବର ୧୨…

ଓଡିଏମର ଅଧ୍ୟକ୍ଷ ଡ.ସତ୍ୟବ୍ରତ ମୀନକେତନ ସିବିଏସଇ ଦିଲ୍ଲୀ ଗଭର୍ଣ୍ଣିଂ ବଡିର ସଦସ୍ୟ ଭାବେ ମନୋନୀତ

ଭୁବନେଶ୍ୱର : ଓଡିଏମ୍‌ର ଅଧ୍ୟକ୍ଷ ଡ.ସତ୍ୟବ୍ରତ ମୀନକେତନ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ତରଫରୁ ସିବିଏସ୍‌ଇ, ଦିଲ୍ଲୀର ଗଭର୍ଣ୍ଣିଂ ବଡିର ସଦସ୍ୟଭାବେ ମନୋନୀତ ହୋଇଛନ୍ତି । ଭାରତବର୍ଷର ଚାରିଜଣ ବିଶିଷ୍ଟ ଶିକ୍ଷାବିତ୍‌ମାନଙ୍କ ମଧ୍ୟରେ ତାଙ୍କର ଏହି ସର୍ବୋଚ୍ଚ ସମିତିକୁ ମନୋନୟନ ହେବା…

ଅଶୋକ ପଟ୍ଟନାୟକ ସ୍ମାରକୀ ବକ୍ତୃତା: ପ୍ୟାରିସ୍ ଅଭିଜ୍ଞତା ବାଣ୍ଟିଲେ ଅମିତ ଓ ସମ୍ବିତ୍‌

ଭୁବନେଶ୍ବର : ପ୍ୟାରିସ୍‌-୨୦୨୪ ଅନ୍ୟ ସମସ୍ତ ଅଲିମ୍ପିକ୍ସଠାରୁ ସମ୍ପୂର୍ଣ୍ଣ ନିଆରା ଥିଲା। ଯେତିକି ରୋମାଞ୍ଚ ଭରାଥିଲା ସେତିକି ଆହ୍ବାନ ଆଣି ଦେଇଥିଲା। ଅନେକ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ‌ଖେଳାଳିଙ୍କୁ ଯେଭଳି କଷ୍ଟକର ସମୟ ଦେଇ ଗତି କରିବାକୁ ପଡ଼ୁଥିଲା ବିବିଧ ଇଭେଣ୍ଟ୍ ଭାବେ ଏହାକୁ କଭର୍…

ଆଶ୍ରମ ଅନ୍ତେବାସୀଙ୍କ ସହ ଜନ୍ମଦିନ ପାଳନ

ବଡ଼ବିଲ (ଶାସକ ପ୍ରଶାସକ) : କେନ୍ଦୁଝର ଜିଲ୍ଲାର ଯୋଡ଼ା ବ୍ଲକ ସେରେଣ୍ଡା ପଞ୍ଚାୟତ ଅନ୍ତର୍ଗତ ପଦ୍ମଶ୍ରୀ ଡ଼ ତୁଳସୀ ମୁଣ୍ଡା ଙ୍କ ଆଦିବାସୀ ବିକାଶ ସମିତି ପରିସରରେ ଅନମୋଲ ଦାସ ନାମକ ଜଣେ ଯୁବ ବ୍ୟବସାୟୀ ପ୍ରାୟ ୭୦୦ରୁ ଉର୍ଦ୍ଧ ଅନ୍ତେବାସୀଙ୍କ ସହ ନିଆରା ଢଙ୍ଗରେ ତାଙ୍କର ଜନ୍ମଦିନ ପାଳନ…

ରାଷ୍ଟ୍ରପତି ଭବନରେ ରକ୍ଷା ବନ୍ଧନ ପାଳିବେ ଓଡ଼ିଶାର ୨୫ଜଣ ସ୍କୁଲ ଛାତ୍ରଛାତ୍ରୀ

ରକ୍ଷା ବନ୍ଧନ ଉତ୍ସବ ପାଳନ ସହିତ ରହିଛି ସ୍ଵତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମ ଭୁବନେଶ୍ଵର: ଚଳିତ ବର୍ଷ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ରାଷ୍ଟ୍ରପତି ଭବନ ପରିସରରେ ଅନୁଷ୍ଠିତ ହେଉଛି । ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ସହିତ ଏହି ଉତ୍ସବ ପାଳନ ପାଇଁ ଓଡ଼ିଶାର ବିଭିନ୍ନ…

ଅଗଷ୍ଟ ୨୫ରେ ବିଜେଡିର ବିଧାୟକ ପ୍ରଶିକ୍ଷଣ କାର୍ୟ୍ୟକ୍ରମ

 ବିଧାନସଭାର ପରମ୍ପରା ଓ ମର୍ୟ୍ୟାଦା ରକ୍ଷା ପାଇଁ ପ୍ରଶିକ୍ଷଣ କାର୍ୟ୍ୟକ୍ରମକୁ ବର୍ଜନ  କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କୁ ଗୌଣ କରିବା ଗ୍ରହଣୀୟ ନୁହେଁ ଭୁୁବନେଶ୍ୱର, ୧୭/୦୮/୨୦୨୪: ଓଡିଶା ବିଧାନସଭାରେ ବିଧାୟକମାନଙ୍କ ପାଇଁ ଆୟୋଜିତ ଦିଗ୍‌ଦର୍ଶନ…

ନବୀନ ନିବାସ ଲୋକାରଣ୍ୟ

ଶହ ଶହ ଛାତ୍ର, ମହିଳା, ଯୁବକ, ପଂଚାୟତ ପ୍ରତିନିଧି ଓ ଦଳୀୟ କର୍ମୀଙ୍କୁ ଭେଟିଲେ ନବୀନ ପଟ୍ଟନାୟକ ଆଗାମୀ ଦିନରେ ଦଳୀୟ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରାଯିବ.ନବୀନ ପଟ୍ଟନାୟକ ଭୁବନେଶ୍ୱର: ବିଜୁ ଜନତା ଦଳ ସଭାପତି ତଥା ବିରୋଧ‍ୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା…

ବନ୍ୟ ପ୍ରାଣୀ ସପ୍ତାହ ରେ ଚିତ୍ରାଙ୍କନ ପ୍ରତିଯୋଗିତା

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୭/୦୮/୨୪ ଡାବୁଗାଁ ବନ ବିଭାଗ ତରଫରୁ ବନ୍ୟ ପ୍ରାଣୀ ସପ୍ତାହ ଅବସରରେ ଛାତ୍ରଛାତ୍ରୀଙ୍କୁ ନେଇ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ସଦର ବିଭିନ୍ନ ବିଦ୍ୟାଳୟ ର କନିଷ୍ଠ ଓ ବରିଷ୍ଠ…